Movie prime

ଝିଅକୁ ନେଇ ବୁଲିବାକୁ ଗଲେ ଆପଣଙ୍କ ଲୋକପ୍ରିୟ କଳାକାର ଯୋଡି Subhasish ଏବଂ Anisha ଦେଖନ୍ତୁ

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ଓଲିଉଡ଼ ର ସୁପରହିଟ ଯୋଡି ସୁଭାଶିଷ ଶର୍ମା ଓ ଅନିଶା ଶର୍ମା ଙ୍କୁ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କ ଯୋଡିକୁ ଓଡ଼ିଶାର ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ତେବେ ସୁବାଶିଷ ଓ
 ଅନିଶା ବହୁତସାରା ଫିଲ୍ମ ରେ ଜବରଦସ୍ତ ଅଭିନୟ ଦେଖେଇଛନ୍ତି ଦୁହେଁ ସୁଟିଂ ସେଟ ରୁ ଲଭ କରି କିଛିଦିନ ତଳେ ସୁବାଶିଷ ଓ ଆନିସା ଦୁହେଁ ବିବାହ ବନ୍ଧନ ରେ ବାନ୍ଧିହୋଇଛନ୍ତି।
ତାହେଲେ ଆପଣମାନେ ଜାଣିଥିବେ ସୁଭାଶିଷ ଶର୍ମା ବହୁତ ସାରା ସିନେମା ସିରିଏଲ ଓ ଆଲବମ ରେ ଅଭିନୟ କରିସାରିଛନ୍ତି। 
ଆଉ ଏହିପରି ଆନିଷା ମଧ୍ୟ ବହୁତ ସାରା ସିନେମା ସିରିଏଲ ଓ ଆଲବମ ଏ କାମ କରିସାରିଛନ୍ତି। ଏବେ ଆପଣମାନେ ଜାଣିଥିବେ କି ଏଇ ଯୋଡି ଙ୍କର ଗୋଟେ କନ୍ୟା ସନ୍ତାନ ଜନ୍ମ ନେଇଥିଲେ।
ତାହେଲେ ଗତବର୍ଷ ତାଙ୍କର ଗୋଟିଏ କୁନି ଝିଅ ଜନ୍ମ ନେଇଥିଲେ ଯାହାଙ୍କ ନାଁ ରହିଛି ଭିଓନା ଶର୍ମା। କୁନି ଝିଅ ଭିଓନା ଶର୍ମା ବଡ଼ ହୋଇ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି ତାଙ୍କ ମାଆ କହିଛନ୍ତି
 ତାହେଲେ ଆନିସା ବର୍ତ୍ତମାନ ସମୟରେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି ତାଙ୍କ କୁନି ଝିଅର ଯତ୍ନ ନେଉଥିବାର ନଜର ଆସିଛନ୍ତି। ଆଉ ଏହାରି ମଧ୍ୟରେ ଆନିସା ଓଲିଉଡ ଜଗତରୁ ଦୂରରେ ରହୁଥିଲେ। 
କିନ୍ତୁ ନିଜର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ନିଜ ଫ୍ୟାନ ମାନଙ୍କ ସହିତ କଣ୍ଟାକ୍ଟରେ ରହିଛନ୍ତି। ତାହେଲେ ଆପଣମାନେ ଆନିସା ଶର୍ମାଙ୍କୁ ବିଭିନ୍ନ ଭିଡିଓ ଫଟୋ ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ୍ ହେଇଥିବାର ଦେଖିଥିବେ।
ତେବେ ବର୍ତମାନ ସମୟରେ ଅନିଷା ଓ ସୁଭାଶିଷ ଶର୍ମା ନିଜ ଶିଶୁକନ୍ୟାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକି ବର୍ତ୍ତମାନ ଦେଖିବାକୁ ମିଳୁଛି କୁନି ଝିଅ ଭିଓନାକୁ
ନେଇ ସୁଭାଶିଷ ଆଉ ଆନିଶା ବୁଲିବାକୁ ଯାଇଛନ୍ତି। ଏବଂ ଭିନ୍ନ ଭିନ୍ନ ଜାଗାକୁ ଯାଇ ସୁଭାଶିଷ ଆନିଶା କୁନି ଝିଅକୁ ନେଇ ଭିଡିଓ ସହିତ ଫଟୋ ମଧ୍ୟ ଉଠାଉ ଥିବାର ନଜର ଆସୁଛନ୍ତି। 
ତେବେ ବାହାରକୁ ବୁଲିବ ପାଇଁ ଯାଇ ଉଭୟ ବହୁତ୍ ଖୁସି ନଜର ଆସୁଛନ୍ତି। ସୁଭାଶିଷ ଆନିଶା ଏବଂ ତାଙ୍କ କୁନି ଝିଅ ବୁଲାବୁଲି କରିବା ସହିତ ଖୁବ୍ ମଜା ମସ୍ତି ମଧ୍ୟ କରୁଥିବାର ନଜର ଆସୁଛନ୍ତି।
ତାହେଲେ ବନ୍ଧୁଗଣ ଅନିଶା ଓ ସୁଭାସିସ ବର୍ତ୍ତମାନ ସମୟ ରେ ଉଭୟ ନିଜ ସହିତ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି। ତେବେ ବର୍ତ୍ତମାନ୍ ସୁଭାଶିଷ ଆନିଶା
ଏବଂ ତାଙ୍କ କୁନି ଝିଅ ର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏବଂ ଉଭୟଙ୍କ ଏହି ଭିଡିଓ କୁ ତାଙ୍କ ଫ୍ୟାନ ମାନେ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି।