Movie prime

ଧରମ ପୁଅ ହେଲା ଧରମ ସ୍ଵାମୀ ଭୟଙ୍କର କାଣ୍ଡ ରାସ୍ତା ଉପରେ ହାଇ ଡ୍ରାମା ଦେଖନ୍ତୁ ଏହି Exclusive Report

 
Special Report
ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୂଚନା ଅନୁସାରେ ଯାଜପୁର ଜିଲ୍ଲା ସୁକିନ୍ଦା ରେ ଜଣେ ମହିଳା ହାତରେ ପେଟ୍ରୋଲ ଧରି ଆ-ତ୍ମ-ହ-ତ୍ୟା ଉଦ୍ୟମ ଘଟଣାରେ ବର୍ତ୍ତମାନ ନୂଆ ମୋଡ଼ ନେଇଛି।ଦୀପକ ଙ୍କ ପରିବାର ଲୋକମାନେ ବର୍ତ୍ତମାନ ଓଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ଉକ୍ତ ମହିଳାଙ୍କର ସ୍ବାମୀ ନୁହେଁ ବର୍ଂ ତାଙ୍କର ଧରମ ପୁଅ।
ଅଭିଯୁକ୍ତ ଦୀପକ ଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି।ଧରମ ପୁଅ ସାଜିଛି ଦ୍ଵିତୀୟ ସ୍ବାମୀ।ମହିଳା ଜଣଙ୍କ ପ୍ରଥମେ ଦୀପକ ଙ୍କ ପାଖରେ ରହିଥିଲେ।ଏହାପରେ ଦୀପକ ମହିଳାଙ୍କର ସ୍ବାମୀ ହୋଇଯାଇଥିଲେ।କିଛି ଦିନ ପୂର୍ବରୁ ଏହି ଘଟଣାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।ମହିଳା ଜଣଙ୍କ ରାସ୍ତା ଉପରେ ଛିଡା ହୋଇ ଦୀପକ ଙ୍କୁ ବାହା ହୋଇଛନ୍ତି ବୋଲି ଚିତ୍କାର କରି କହୁଥିଲେ।ଏବଂ ତାଙ୍କ ପାଖରେ ଫଟୋ ମଧ୍ୟ ରହିଥିଲା।
ସେଠାରେ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ।ଫଟୋ ଗୁଡ଼ିକ ମହିଳା ଜଣଙ୍କ ଲୋକ ମାନଙ୍କୁ ଦେଖାଇଥିଲେ।ଦୀପକ ଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ଭାଇ ଙ୍କୁ ମହିଳା ଜଣଙ୍କ ଜେଲ୍ ରେ ପୁରାଇଛନ୍ତି।ତାଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି।ଦୀପକ ମହିଳାଙ୍କ ସ୍ଵାମୀ ଙ୍କ ପାଖରେ ପାଞ୍ଚ ବର୍ଷ ହେଲ୍ପର ଭାବରେ କାମ କରୁଥିଲେ। ଏହାପରେ ମହିଳା ଜଣଙ୍କ ଦୀପକ ଙ୍କୁ ଧରମ ଭାଇ କରି ରଖିଥିଲେ।
କିନ୍ତୁ ବର୍ତ୍ତମାନ ମହିଳା ଜଣଙ୍କ କହିଛନ୍ତି ଯେ ଦୀପକ ତାଙ୍କ ପାଖରୁ ପଇସା ନେଇଛନ୍ତି।ସେ ତାଙ୍କୁ ବାହା ମଧ୍ୟ ହୋଇଛନ୍ତି।ଏହାପରେ ଦୀପକ ତାଙ୍କ ଘରେ ରଖିଥିଲେ।ଏଭଳି ମିଛ କଥା ସବୁ ମହିଳା ଜଣଙ୍କ କହିଥିବାର ଦୀପକ ଙ୍କ ଭଉଣୀ କହିଛନ୍ତି।ମହିଳା ଜଣଙ୍କ ଯାହା ଦୀପକ ଙ୍କ ନାମରେ ଅଭିଯୋଗ କରିଛନ୍ତି ତାହା ସଂପୂର୍ଣ୍ଣ ଭାବରେ ମିଛ ବୋଲି ପରିବାର ଲୋକେ କହିଛନ୍ତି।ମହିଳା ଜଣଙ୍କ ଆଗରୁ ବିବାହିତ।ତାଙ୍କର ଆଠ ବର୍ଷର ଏକ ପୁଅ ଟେ ଅଛନ୍ତି।ଦୀପକ ତାଙ୍କର ଧରମ ପୁଅ ଥିଲେ ବୋଲି ଦୀପକ ଙ୍କ ପରିବାର ଲୋକେ କହିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.