Movie prime

ପ୍ରତିଦିନ ଫୋନ ରୁ ରୋଜୋଗାର କରନ୍ତୁ ୧୦୦୦/- ଟଙ୍କା ଜାଣନ୍ତୁ କେମିତି କରିବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟକୁ ଖାପ ଖୁଆଇ ଚାଲିବାକୁ ହେଲେ ପଇସା କେତେ ଜରୁରୀ ଅଟେ। ପଇସା ନଥିଲେ କୌଣସି କାର୍ଯ୍ୟ ସମ୍ଭବପର ହୋଇ ପାରିବ ନାହିଁ। ତେବେ ଯଦି ଆପଣ ଘରେ ବସି କିଛି ପଇସା ରୋଜଗାର କରି ପାରିବେ ତେବେ ତାହା ନିଶ୍ଚିତ କରିବା ଉଚିତ ଅଟେ। ଆଜି ଆମେ ଆପଣଙ୍କୁ ଘରେ ବସି କିଭଳି ଆପଣ ଏକ ହଜାର ଟଙ୍କା ରୋଜଗାର କରି ପାରିବେ ସେ ସମ୍ପର୍କ ରେ କହିବାକୁ ଯାଉଛୁ।
ପ୍ରଥମେ ଦିଆ ଯାଇଥିବା ଭିଡ଼ିଓ ର ଡେଷ୍କ୍ରିବସନ ରୁ ଏକ ଲିଙ୍କ୍ ପାଇଯିବେ ଏହାପରେ ସେହି ଆପ୍ କୁ ଡାଉନଲୋଡ କରିଦେବେ। ଏହାପରେ ତାହାକୁ ଇନଷ୍ଟଲ କରି ନେବେ। ତାହାପରେ ଓପନ ଉପରେ କ୍ଲିକ୍ କରିବେ। ଏହାପରେ ସେହି ଆପ୍ଲିକେସନ୍ ରେ ଆପଣଙ୍କୁ ରେଜିଷ୍ଟର କରିବାକୁ ପଡ଼ିବ। ଏବଂ ରେଜିଷ୍ଟର କରି ସାରିବା ପରେ ଆପଣଙ୍କୁ ବୋନସ ମଧ୍ଯ ମିଳିଯିବ। ଏବଂ ଏହାପରେ ସେଠାରେ ଆପଣ ପଇସା ଇନକମ କରି ପାରିବେ।
ରେଜିଷ୍ଟର କରିବା ପାଇଁ ପ୍ରଥମେ ୱିଡ୍ର ଉପରେ କ୍ଲିକ୍ କରିବେ। ନିଜ ମୋବାଇଲ୍ ନମ୍ୱର୍ ଦେବେ ତାହାପରେ ଆପଣଙ୍କ ଫୋନ୍ କୁ ଏକ ଓଟିପି ଯିବ ଆପଣ ତାହା ପରେ ଓଟିପି ଦେବେ ଏବଂ ଏହାପରେ ଆପଣ ଏକ ପାଶୱାର୍ଡ ଦେଇ ସବମିଟ କରିଦେବେ। ଫଳରେ ଆପଣଙ୍କ ରେଜିଷ୍ଟର ସଫଳ ହୋଇଯିବ। ଏହାପରେ ଆପଣଙ୍କୁ ବୋନସ ମଧ୍ଯ ଆସିଯିବ। ଏବଂ ତାପରେ ଆପଣ ସେହି ଗେମ୍ କୁ ଖେଳି ପାରିବେ।
ଏବଂ ପଇସା ମଧ୍ୟ ରୋଜଗାର କରି ପାରିବେ। ଯଦି ଆପଣ ସେହି ଖେଳରେ ଏକ୍ସପର୍ଟ ଥିବେ ତେବେ ଆପଣ ପଇସା ଆଡ କରିବେ। ଯଦି ଆପଣ ସେ ଖେଳ ଜାଣି ନାହାଁନ୍ତି ତେବେ କୌଣସି ପଇସା ଲଗାଇବେ ନାହିଁ ସର୍ବଦା ନିଜର ବୋନସ ପଇସାରେ ହିଁ ଖେଳିବେ। ଯଦି ଏହି ଲିଙ୍କ୍ କୁ ଆପଣ ୱାଟ ସପ୍ କି ଫେସବୁକ୍ ରେ ସେୟାର କରୁଛନ୍ତି ଏବଂ ସେମାନେ ଏହାକୁ ଡାଉନଲୋଡ୍ କରୁଛନ୍ତି ତେବେ ଆପଣ ୩୦% ବୋନସ ପାଇ ପାରିବେ। ଏଭଳି ଅନେକ ଉପାୟରେ ପଇସା ରୋଜଗାର କରି ପାରିବେ ଯାହାକି ଆପଣ ଏହି ଭିଡିଓ ଦେଖିଲେ ହିଁ ଜାଣି ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.