Movie prime

ଦେଖନ୍ତୁ ପ୍ରଥମ ଥର ଆପଣଙ୍କ ପ୍ରିୟ ଲୋକପ୍ରିୟ ଗୀତିକାର Human Sagar ଙ୍କ ପରିବାର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଏଭଳି କିଛି ଭିଡିଓ ଦେଖିଥିବେ ଯାହା ଓଲିଉଡ ଜଗତର ଅନେକ କଳାକାର, ଗାୟକ, ଏବଂ ଅନେକ ସିନେମା ବିଷୟରେ ଆସିଥାଏ ।
ଆପଣମାନେ ସମସ୍ତେ ତ ଓଲିଉଡ ଜଗତକୁ ନେଇ ଅନେକ ପ୍ରକାରର କଥା ଜାଣି ପାରୁଥିବେ । ଲୋକମାନେ ଏବେ ସୋସିଆଲ ମିଡିଆରେ ଅନେକ ପ୍ରକାରର, ସବୁ ଅଞ୍ଚଳର ଭିଡିଓ ଦେଖି ପାରୁଥିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ତ ଜାଣିଥିବେ । ଏହି ଗାୟକ ଜଣକ ତାଙ୍କ ଗୀତ ମାଧ୍ୟମରେ ଅନେକ ଲୋକଙ୍କୁ ମତୁଆଲା କରିଛନ୍ତି । ତାଙ୍କ ଗୀତର ଯାଦୁରେ ସାରା ଓଡ଼ିଶାବାସୀ ଝୁମି ଥାଏ ।
ଏହି ଭିଡିଓରେ ଆପଣମାନେ ଏହି ଗାୟକ ହ୍ୟୁମାନ ସାଗରଙ୍କ ବିଷୟରେ କିଛି କଥା ଜାଣିପାରିବେ । ଏହି ଭିଡିଓରେ ଦେଖିବାକୁ ମିଳିବ ଗାୟକ ହ୍ୟୁମାନ ସାଗରଙ୍କ ପରିବାରକୁ । ଏହି ଭିଡିଓ ଦେଖିଲେ ଆପଣମାନେ ତାଙ୍କ ପରିବାର ବିଷୟରେ ଅନେକ କଥା ଜାଣିପାରିବେ । 
ଏହି ଗାୟକ ହ୍ୟୁମାନ ସାଗର ପ୍ଲେ ବ୍ଯାକ୍ ସିଙ୍ଗର ଅଟନ୍ତି । ତାଙ୍କ ନାଁ କିଏ ବା ନ ଜାଣିଛି । ତାଙ୍କ ପରିବାର କହିଲେ ତାଙ୍କ ମାଆ , ତାଙ୍କ ସ୍ତ୍ରୀ ଆଉ ତାଙ୍କର କୁନି ଝିଅଟିଏ । ବହୁତ କମ୍ ଲୋକରେ ତାଙ୍କ ପରିବାର ହସଖୁସିରେ ଭରି ରହିଥାଏ ।
ଏହି ଭିଡିଓରେ ଆପଣ ତାଙ୍କ ସ୍ତ୍ରୀ ଆଉ ଝିଅଙ୍କୁ ଦେଖିପାରିବେ । ଓଲିଉଡ ଗାୟକ ହ୍ୟୁମାନ ସାଗର ପ୍ରେମ ବିବାହ କରିଥିଲେ । ସେ ରିଆଲିଟି ଶୋ ଭଏସ୍ ଅଫ ଓଡ଼ିଶାରେ ଶ୍ରୀୟା ମିଶ୍ରଙ୍କୁ ଦେଖିଥିଲେ । ଆଉ ସେଠାରେ ତାଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହୋଇଥିଲା ।
ଆଉ ଧିରେ ଧିରେ ଏହି ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଏହାପରେ ସେମାନେ ଦୁଇଜଣ ପ୍ରେମ ବିବାହ କରିଥିଲେ । ଏହି ଶୋ ରେ ସେ ବିଜେତା ହୋଇଥିଲେ । ଏହି ଭିଡିଓରେ ଆପଣମାନେ ଏହି ଗାୟକ ଏବଂ ତାଙ୍କ ସ୍ତ୍ରୀଙ୍କୁ ଦେଖିପାରିବେ ।
ସେମାନଙ୍କର ଅନେକ ଫଟୋ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ଏହି ଦମ୍ପତ୍ତି ତାଙ୍କ ଝିଅ ସହ ବି ଅନେକ ଫଟୋ ଉଠାଇଥିଲେ । ଏହା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।