Movie prime

ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ଵାମୀ ଜୀବନ ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଆମ ସମାଜରେ ଦିନକୁ ଦିନ ଅଘଟଣ ବୃଦ୍ଧି ହେବାରେ ଲାଗିଲାଣି। ନୀତି ଦିନ ଆପଣ ମାନେ ସଡ଼କ ଦୁର୍ଘଟଣା ର ଖବର ନିଉଜ ମାଧ୍ୟମରେ ଶୁଣିବାକୁ ପାଉଥିବେ। ତେବେ ସେଭଳି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ସ୍ତ୍ରୀ ର ଦେହ ଭଲ ନଥିବାରୁ ସ୍ଵାମୀ ଜଣକ ସ୍ତ୍ରୀ ଙ୍କୁ ମେଡିକାଲ ନେଇ ଯାଉଥିଲେ ଡାକ୍ତର ଦେଖାଇବା ପାଇଁ।
ଏବଂ ବାଟରେ ଯିବା ବାଟରେ କିଏ ଅବା ଜାଣିଥିଲା କି ଅପେକ୍ଷା କରି ବସିଛି ଯମ। ସ୍ୱାମୀ ଜଣକ ସ୍ତ୍ରୀ କୁ ମେଡିକାଲ ନେଇ ଯାଉଥିବା ବାଟରେ ଚାଲି ଯାଇଛି ସ୍ୱାମୀ ର ଜୀବନ।ଯାଜପୁର ରୁ କଟକ ଯାଉଥିବା ସମୟରେ ଚାଲିଗଲା ସ୍ୱାମୀ ର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଲକ୍ଷ୍ମୀ ନଗର ଛକ ନିକଟରେ। ସେଠାରେ ଏକ ଟ୍ରଲର ସହ ବାଇକ୍ ର ଦୁର୍ଘଟଣା ରେ ଘଟିଛି ଏଭଳି ଦୁଃଖଦ ଘଟଣା।
ଏବଂ ଏହି ଘଟଣାରେ ସ୍ୱାମୀ ଜଣକ ଙ୍କ ମୃ-ତ୍ୟୁ ହୋଇ ଯାଇଥିବା ବେଳେ ସ୍ତ୍ରୀ ଜଣକ ଗୁରୁତର ହୋଇ ପଡ଼ିଛନ୍ତି। ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ,ଘସି ପୂରା ଥାନା, ବସନ୍ତ ପୂରା ଅଞ୍ଚଳର କାଳନ୍ଦି ସାହୁ ତାଙ୍କ ସ୍ତ୍ରୀ ସହ କଟକ ମେଡିକାଲ୍ ଅଭିମୁଖେ ଯାଉଥିଲେ। ଏବଂ ଯାଉଥିବା ସମୟରେ ଲକ୍ଷ୍ମୀ ନଗର ନିକଟରେ ଏକ ଟ୍ରଲର ଧକ୍କା ଦେଇଥିଲା। ଦୁର୍ଘଟଣା ର ଖବର ପାଇ ଅଗ୍ନିଶମ ବାହିନୀ ଆସି ପହଁଚି ଥିଲେ।
ଏବଂ ସେହି ବାଇକ୍ ଟିକୁ ମଧ୍ଯ ଟ୍ରଲର ଭିତରୁ ବାହାର କରିଥିଲେ। ପୋଲିସ୍ ସେଠାରୁ ଟ୍ରଲର ଡ଼୍ରାଇଭର କୁ ଅଟକ ରଖି ତଦନ୍ତ ଜାରି ରଖିଛି। ସେପଟେ ତାନଗଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୃ-ତ୍ୟ ବ୍ୟକ୍ତି ଜଣକ ଶ-ବ କୁ ବ୍ୟବଚ୍ଛେଦ କରିବା ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଆପଣ ମାନଙ୍କୁ ଏହା ଅନୁରୋଧ କି ଗାଡି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।