Movie prime

ସ୍ତ୍ରୀ କଲେ ଖୁଲାସା, ମଦ ପିଇ ପିଇ ହ୍ୟୁମାନ ସାଗର ଙ୍କ ଖାଦ୍ୟ ନଳୀ ନଷ୍ଟ ହୋଇ ଯାଇଛି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନିକଟରେ ଲୋକପ୍ରିୟ ସିଙ୍ଗର ହ୍ୟୁମାନ ସାଗର ଙ୍କ ନାମରେ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର ମହିଳା ଥାନାରେ ନି-ର୍ଯା-ତ-ନା ର ଅଭିଯୋଗ କରିଥିଲେ।
ଶ୍ରୀୟା ଙ୍କ ଅଭିଯୋଗ ଥିଲା ଯେ ତାଙ୍କ ସ୍ବାମୀ ହ୍ୟୁମାନ ସାଗର ତାଙ୍କୁ ଶାରୀରିକ ଏବଂ ମାନସିକ ନି-ର୍ଯ୍ୟା-ତ-ନା ଦେଇଥିଲେ। ମ-ଦ ପି-ଇ ତାଙ୍କୁ ମା-ଡ଼ ମାରିବା ସହିତ ଅନେକ ଗାଳି ମଧ୍ୟ କରୁଥିଲେ।
ତେବେ ବନ୍ଧୁଗଣ ବର୍ତ୍ତମାନ ହ୍ୟୁମାନ ସାଗରଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯାହାକି ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ଖାଦ୍ୟନଳୀ ପୁରା ନଷ୍ଟ ହେଇଯାଇଛି। 
ମ-ଦ ପିଇ ପିଇ ତାଙ୍କର ଦେହ ଖରାପ ହେଇଗଲାଣି ତାଙ୍କର କୋରନସ୍କପି ମଧ୍ୟ କରାଯାଇଛି। ପୂର୍ବରୁ ହ୍ୟୁମାନ ସୁସ୍ଥ ସବଳ ଥିଲେ ଆଉ ଏବେ ପୁରା ଝଡି ଯାଇଛନ୍ତି। ଅସୁସ୍ଥ ଥିବା ଭଳି ମଧ୍ୟ ଦେଖାଯାଉଛନ୍ତି।
ଏବେ ଚର୍ଚ୍ଚା ହେବାରେ ଲାଗିଛି ହ୍ୟୁମାନଙ୍କର ଦେହ ବହୁତ ଅସୁସ୍ଥ ହେବାରେ ଲାଗିଛି। ତେବେ ହ୍ୟୁମାନ ମଧ୍ୟ ପୋଲିସ ପାଖରେ ଷ୍ଟେଟମେଣ୍ଟ ଦେଇଥିଲେ କି ତାଙ୍କର ଖାଦ୍ୟନଳୀ ନଷ୍ଟ ହୋଇଯାଇଥିବା ବେଳେ ଏବେ ତାଙ୍କର କୋରନସ୍କପି କରାଯାଉଛି। 
ଯୋଉଥିପାଇଁ ସେ ଏବେ ଝଡି ଯାଇଛନ୍ତି ବୋଲି କହିଛନ୍ତି। ଏ କଥା ମଧ୍ୟ ଗଣମାଧ୍ୟମ ଆଗରେ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା କହିଛନ୍ତି, ହ୍ୟୁମାନ ସାଗର ପିଉଥିଲେ ଅତ୍ୟଧିକ ମ-ଦ ମନା କଲେ ମଧ୍ୟ ଶୁଣୁନଥିଲେ।
ଅଧିକ ମନା କଲେ ହ୍ୟୁମାନ ମାରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀୟା ମିଶ୍ର। ତେବେ ଅଧିକ ମ-ଦ ପିଇବା କାରଣରୁ ଏମିତି ସବୁ ହେଇଛି ବୋଲି କହିଛନ୍ତି ଶ୍ରୀୟା ମିଶ୍ର। ହ୍ୟୁମାନଙ୍କର ଏବେକାର ଫୋଟରେ ମଧ୍ୟ ସଫା ସଫା ଜଣା ପଡ଼ିଯାଇଛି ତାଙ୍କ ଦେହ ଅସୁସ୍ଥ ଅଛି ବୋଲି। 
ତେବେ ପାଞ୍ଚ ମାସ ହେବ ଶ୍ରୀୟା ହ୍ୟୁମାନଙ୍କ ଠାରୁ ଦୂରରେ ରହୁଛନ୍ତି ଏଥିପାଇଁ ହ୍ୟୁମାନଙ୍କ ଦେହ ଏବେ କେମିତି ଅଛି ସେ ଜାଣିନାହାନ୍ତି। ଯେତେବେଳେ ଶ୍ରୀୟା ହ୍ୟୁମାନଙ୍କ ପାଖରେ ରହୁଥିଲେ ସେତେବେଳେ ସେ ତାଙ୍କର ସବୁ ଯତ୍ନ ନେଉଥିଲେ।
ଏସବୁ ଗୁମର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଶ୍ରୀୟା ଅଭିଯୋଗ କରିଥିଲେ କି ତାଙ୍କୁ ହ୍ୟୁମାନ ଶା-ରୀ-ରି-କ ଏବଂ ମା-ନ-ସି-କ ନି-ର୍ଯା-ତ-ନା ଦେଉଛନ୍ତି। ଆଉ ଏହାକୁ ନେଇ ଶ୍ରୀୟା କଟକ ବିସିପିଙ୍କ ପାଖରେ ଅଭିଯୋଗ କରିଥିଲେ।