Movie prime

Jaganatha Puri ମନ୍ଦିର ତଳେ ପଶିଲେ ବୈଜ୍ଞାନିକ ଏବଂ ଦେଖିଲେ ଆଶ୍ଚର୍ୟ୍ଯ ଜନକ ଜିନିଷ ଆପଣ ବି ଜାଣନ୍ତୁ କଣ ରହିଛି ରହସ୍ୟ ଶ୍ରୀ ମନ୍ଦିର ତଳେ

 
vbd

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାରର ଘଟଣା ବିଷୟରେ ବା ଦୁନିଆର କୋଣ ଅନୁକୋଣର ଖବର ଆମେମାନେ ଜାଣିପାରୁଛେ । ଆଉ ଦୁନିଆରେ ଯେତେ ମନ୍ଦିର ଅଛି ସବୁ ମନ୍ଦିରର କିଛି ନା କିଛି କାରଣ ଅଛି । ଆଉ ଏହି ମନ୍ଦିରର ଅନେକ ରହସ୍ୟ ମଧ୍ୟ ରହିଛି । ଆଜି ଏହି ଭିଡିଓ ମାଧ୍ୟମରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରହସ୍ୟ ବିଷୟରେ ଜାଣିବା ।


ଆପଣମାନେ ସମସ୍ତେ ତ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଜାଣିଥିବେ । ଏହି ମନ୍ଦିର ପୃଥିବୀର ଚାରି ଧାମ ମଧ୍ୟରୁ ଗୋଟିଏ ଧାମ ଅଟେ । ଆଉ ଏହି ମନ୍ଦିରର ଅନେକ ରହସ୍ୟ ମଧ୍ୟ ଅଛି । ଆଉ ଏହି ମନ୍ଦିରରେ ଅନେକ ଗୁପ୍ତ ଘର ଅଛି । ଆଉ ଏହି ମନ୍ଦିରରେ ଅନେକ ପ୍ରକାରର ସୁନା ରୂପା ଆଉ ରତ୍ନ ଅଳଙ୍କାର ଅଛି । ଆଉ ଏଥିପାଇଁ ଏହି ମନ୍ଦିରକୁ ଲୁଟିବା ପାଇଁ ଅନେକ ବୈଦେଶିକ ଆକ୍ରମଣ ମଧ୍ୟ କରିଛନ୍ତି । ଆଉ ଏହି ଗୁପ୍ତ ଘର ବିଷୟରେ ବହୁତ କମ୍ ଲୋକ ଜାଣିଥାନ୍ତି ।


ଅନେକ ଆକ୍ରମଣ ହୋଇଥିଲେ କିନ୍ତୁ ଏହି ରତ୍ନ ଅଳଙ୍କାରକୁ କେହି ଲୁଟି ପାରିନଥିଲେ । ଆଉ ଏହି ରତ୍ନ ଅଳଙ୍କାର ସବୁ ପୁରୁଣା ରାଜା ମହାରାଜା ଏବଂ ଦେଶ ଆକ୍ରମଣ କରିବା ପରେ ଯେଉଁ ରତ୍ନ ମିଳିଥାଏ ସେହି ସବୁ ଅଟେ । ପ୍ରାଚୀନ ମନ୍ଦିରର ରତ୍ନ ଶାଳାରେ ଏହି ରତ୍ନ ଅଳଙ୍କାର ସବୁ ରହୁଛି । ବାହାଡ଼ି ଗୃହ ଗୁଡ଼ିକରେ ତିନୋଟି ଘର ଅଛି ଆଉ ସେଥିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରାଙ୍କ ପାଇଁ ଅଛି । ଏହା ବ୍ୟତୀତ ଏହି ମନ୍ଦିରରେ ଆହୁରି ଗୁପ୍ତ ଘର ଅଛି । 


ଏହି ଧନ ସମ୍ପତ୍ତି ବାହାରୁ ଦେଖା ଯାଏ ନାହିଁ । ଆଉ ଟର୍ଚ ମାରି ଦେଖାଯାଏ ଯେ ସବୁ ରତ୍ନ ଠିକ୍ ଅଛି ନା ନାହିଁ । ଆଉ ଏହି ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗୁପ୍ତ ଘର ୩୪ ବର୍ଷ ହେଲା ଖୋଲା ହୋଇନଥିଲା । ଆଉ ୨୦୧୮ ମସିହାରେ ଖୋଲା ଯାଇଥିଲା । ଏହି ଘର ସବୁବେଳେ ବନ୍ଦ ଥାଏ ବା ତାଲା ପଡ଼ିଥାଏ । ଆଉ ଏହାକୁ ଦେଖିବା ପାଇଁ ବାହାରୁ ଉପାୟ କରାଯାଇଛି । ଏହି ଗୁପ୍ତ ଘର କଥା ବହୁତ କମ୍ ଲୋକ ଜାଣିଛନ୍ତି କାରଣ ଏଥିରେ ଧନ ରତ୍ନ ସବୁ ଅଛି ।