Movie prime

ଝିଅ ହେବା ପରେ ସରିଗଲା ହ୍ୟୁମାନ ସାଗର ଙ୍କ ପ୍ରେମ, ଏପରିକି ଝିଅ କୁ ବି ମାରନ୍ତି

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହ୍ୟୁମାନ୍ ସାଗର୍ ଏବଂ ତାଙ୍କ ସ୍ତ୍ରୀ ଙ୍କ ବିଷୟ ରେ ବହୁତ ଭିଡିଓ ଭାଇରାଲ୍ ହେଉଛି ଯାହାକି ତାଙ୍କ ର ଭୀତ ରେ ଥିବା କିଛି ଭୁଲ ବୁଝାବଣା ପାଇଁ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ସୋସିଆଲ୍ ମିଡ଼ିଆ ରେ।
ତେବେ ଓଲିଉଡ ଜଗତର ସିଙ୍ଗର ହ୍ୟୁମାନ ସାଗରଙ୍କ ନାଁରେ ତାଙ୍କ ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ। ସେ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ଵାମୀ ତାଙ୍କ ଇଚ୍ଛାରେ ରହିବାକୁ ଚାହାଁନ୍ତି। ତାଙ୍କ ହିସାବରେ ସେ ସବୁ ଚାହାଁନ୍ତି। ତାଙ୍କର ପୁଅ ହେଉ ବୋଲି ସେ ଚାହୁଁଥିଲେ କିନ୍ତୁ ତାଙ୍କର ଝିଅଟିଏ ହେଲା। 
ସେ ଝିଅକୁ ସ୍ନେହ କି ଆଦର କରୁନଥିଲେ ହ୍ୟୁମାନ। ସେ ସବୁବେଳେ ରାଗୁଥିଲେ। ହ୍ୟୁମାନ ସାଗର ହେଉଛନ୍ତି ଖ୍ରୀଷ୍ଟିଆନ୍। ସେଥିପାଇଁ ହ୍ୟୁମାନ ବହୁତ ସମୟରୁ ତାଙ୍କ ସ୍ତ୍ରୀଙ୍କୁ କହୁଥିଲେ ଧର୍ମ ପରିବର୍ତ୍ତନ କରିବା ପାଇଁ।
ତେବେ ବନ୍ଧୁଗଣ ହ୍ୟୁମାନଙ୍କ ପରିବାର ଲୋକେ ବୋଧେ ଚାହୁଁଥିଲେ ପୁଅ। ଆଉ ଯେତେବେଳେ ଶ୍ରୀୟାଙ୍କର ଝିଅ ହେଲା ସେତେବେଳେ ହ୍ୟୁମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା।ହ୍ୟୁମାନ ପୁରା ବଦଳିଗଲେ ରାତି ରାତି ବାହାରେ ରହିଲେ। ଆଉ ଶ୍ରୀୟାଙ୍କ ଝିଅର ଯତ୍ନ ନିଅନ୍ତି। 
ବାପର ସେନହ ମମତା ଶ୍ରୀୟାଙ୍କ ଝିଅ କେବେ ପାଇନି। ସବୁବେଳେ ହ୍ୟୁମାନ ବାହାରେ ରୁହନ୍ତି ଝିଅ ସହ ହ୍ୟୁମାନଙ୍କର ଆଟାଜମେଣ୍ଟ ନାହିଁ। ଯେତେବେଳେ ହ୍ୟୁମାନ ଘରେ ରୁହନ୍ତି ସେତେବେଳେ ସେ ଝିଅ ଉପରେ ଚିଡି ଚିଡି ହୁଅନ୍ତି ଏବଂ ତାଙ୍କୁ ବାଡ଼ାନ୍ତି। ଆଉ ମଧ୍ୟ ହ୍ୟୁମାନ କୁହନ୍ତି ବାଡେଇଲେ ପ୍ରେମ ବଢିବ।
ହେଲେ ଝିଅକୁ ହ୍ୟୁମାନ କେବେ ହେଲେ ଭଲ ପାନ୍ତିନି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ ହ୍ୟୁମାନ କେମିତି ମୁଁହ କୁ ମୁଁହ ଲଗେଇ ତାଙ୍କ ଝିଅକୁ ଗେଲ କରି ପକଉଛନ୍ତି। ଆଉ ଏପଟେ ଝିଅ ମଧ୍ୟ ବାପାର ଛାତି ଉପରେ ମୁଣ୍ଡ ରଖି ଶାନ୍ତିରେ ଶୋଇଛି। 
ଆଉ ହ୍ୟୁମାନ ଝିଅକୁ ଜାବୁଡ଼ିକି ଧରିଛନ୍ତି। ଏପଟେ ହ୍ୟୁମାନ ଶ୍ରୀୟାଙ୍କ ଉପରେ ଦୋଷ ଲାଗିଥିବା ବେଳେ ସେପଟେ ଶ୍ରୀୟା ହ୍ୟୁମାନଙ୍କର ଗୋଟିଏ ଗୋଟିଏ ଗୁମର ଖୋଲିଛନ୍ତି।
ହ୍ୟୁମାନ ଶ୍ରୀୟାଙ୍କୁ ଦଉଥିଲେ ଶା-ରୀ-ରି-କ ମା-ନ-ସି-କ ନି-ର୍ଯା-ତ-ନା ଧର୍ମ ବଦଳାଇବା ପାଇଁ ମଧ୍ୟ ଶ୍ରୀୟାଙ୍କ ଉପରେ ପକାଉଥିଲେ ଚାପ। ଏମିତି କିଛି ସାଂଘାତିକ ଅଭିଯୋଗ ଆଣି ଶ୍ରୀୟା ମହିଳା କମିଶନ ଦ୍ଵାରସ୍ଥ ହୋଇଥିବା ବେଳେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର।