Movie prime

ମା ହେବା ପରେ ସୁଟିଙ୍ଗ ଡୁନିଆକୁ ଫେରି ଆସିଲେ ଅଭିନେତ୍ରୀ Jhilik Bhatacharjya ଦେଖନ୍ତୁ କଣ କହିଲେ

 
Jhilik

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ସେ ଅନେକ ଫିଲ୍ମ ରେ ନିଜର ଅଭିନୟର ପାରଦର୍ଷିକା ଦେଖେଇଛନ୍ତି ।

ସେ ଥିଲେ ଜଣେ ବେଙ୍ଗୋଲି ଝିଅ ଏବେ କିନ୍ତୁ ସେ ଓଡ଼ିଆ ଘରର ଖାଣ୍ଟି ଓଡ଼ିଆ ବୋହୁ। ସେ ଲୋକ ମାନଙ୍କୁ ଅନେକ ଅନେକ ସୁନ୍ଦର ସିନେମା ଭେଟି ଦେଇଛନ୍ତି ଯେଉଁଥିରେ କି ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି।

ଅଭିନେତ୍ରୀ ଝିଲିକ ବାହାଘର ପରେ ସିନେମା ଇଣ୍ଡଷ୍ଟ୍ରି ରୁ ୨ ବର୍ଷ ଗ୍ୟାପ ନେଇଥିଲେ । ଆପଣମାନେ ତ ଜାଣିଥିବେ ଯେ ଅଭିନେତ୍ରୀ ଝିଲୀକ୍ ପ୍ରିତିରଞ୍ଜନ ଘୋଡେ଼ଇଙ୍କୁ ବିବାହ କରିଥିଲେ। ଆଉ ତାଙ୍କ ସ୍ଵାମୀ ହେଉଛନ୍ତି ସୁକିନ୍ଦା ର ବିଧାୟକ । ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ରାଜନୀତି ଫ୍ୟାମିଲି ର ବୋହୁ। 
ଏବେ ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଝିଲ୍ଲିକ ନିଷ୍ପତ୍ତି ନେଇଛନ୍ତି ଗୋଟେ ପ୍ରେଡକ୍ସନ ହାଉସ ଖୋଲିବା ପାଇଁ । ଏହି ପ୍ରଡକ୍ସନ ହାଉସ ରେ ବହୁତ୍ ଗୁଡ଼ିଏ ସିନେମା ଦେଖିବାକୁ ମିଳିବ । ଆପଣ ମାନେ ଆଶୀର୍ବାଦ କରନ୍ତୁ ଅଭିନେତ୍ରୀ ଝିଲ୍ଲିକ୍ ଙ୍କ ପ୍ରଡକ୍ସନ ହାଉସ ଗୋଟେ ନାମୀଦାମୀ ପ୍ରଡକ୍ସନ ହେଉ । 
ଏହି ପ୍ରଡକ୍ସନ ହାଉସ ପାଇଁ ଅଭିନେତ୍ରୀ ଝିଲ୍ଲିକ୍ ବହୁତ୍ ନର୍ଭସ ଅଛନ୍ତି। ସିନେମା ରୁଦ୍ରାଣୀ ଟାଇଟେଲ ଯେତିକି ଷ୍ଟ୍ରଙ୍ଗ ସେତିକି ଷ୍ଟ୍ରଙ୍ଗ ତାଙ୍କ କ୍ୟାରେକ୍ଟର ।
ଯେତିକି ତାଙ୍କର ଶୁଭଚିନ୍ତକ ଅଛନ୍ତି ଯେଉଁମାନେ ଏତେ ବାଟ ପର୍ଯ୍ୟନ୍ତ ତାଙ୍କୁ ଭଲପାଇବା ଦେଇଆସିଛନ୍ତି। ସେଇ ମାନଙ୍କୁ ତାଙ୍କର ଅନୁରୋଧ, ଯେତେବେଳେ ତାଙ୍କର ସିନେମା ରିଲିଜ୍ ହେବ ନିଶ୍ଚିନ୍ତ ଆପଣ ମାନେ ଦେଖିବେ ।