Movie prime
ବହୁତ ଦିନ ପରେ ସ୍ଵାମୀଙ୍କ ସହ Dinner ରେ ଗଲେ ଅଭିନେତ୍ରୀ jhilik Bhatacharjya ଦେଖନ୍ତୁ ଭିଡିଓ
 
Jhilik
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବହୁତ ପ୍ରକାରର ଭିଡିଓ ଦେଖୁଥିବେ । ଆଉ ଏହା ଭିତରେ ଆଲିଉଡ କଳାକାରମାନଙ୍କର ମଧ୍ୟ ଅନେକ ପ୍ରକାରର ଭିଡିଓ ଆସିଥାଏ ।
ଆଉ ଯାହାକୁ ଦେଖି ଆପଣମାନେ ତାଙ୍କ ବିଷୟରେ ଅନେକ ଖବର ଜାଣିଥାନ୍ତି । ଏହାସହିତ ତାଙ୍କର ଲାଇଫ ଷ୍ଟାଇଲ, ତାଙ୍କ ଜୀବନରେ କଣ ଚାଲୁଛି ସେହି ସବୁ ଆମେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣିବାକୁ ପାଉଛେ ।
ଆପଣମାନେ ସମସ୍ତେ ତ ଓଲିଉଡର ଜଣେ ମହାନ୍ ଆଉ ଫେମୋସ୍ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ତ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି ।
ସେ ବହୁତ ସୁନ୍ଦର ଅଭିନୟ କରନ୍ତି । ଆଉ ତାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ଭଲ ଲାଗିଥାଏ । ଆଉ ଏବେ ନିକଟରେ ତାଙ୍କୁ ନେଇ ଏକ ଖବର ଆସିଥିଲା ଯାହା ଆପଣମାନେ ସମସ୍ତେ ଜାଣିଥିବେ ।
ନିକଟରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଦୁଇ କନ୍ୟା ସନ୍ତାନର ମା ହୋଇଛନ୍ତି । ଆଉ ସେ ବହୁତ ଖୁସି ଅଛନ୍ତି । ଆଉ ଏବେ ଏବେ ସୋସିଆଲ ମିଡିଆରେ ଆଉ ଏକ ଖବର ସାମ୍ନାକୁ ଆସିଛି ।
ଆଉ ଏହି ଖବରଟି ହେଉଛି, ଝିଲିକ ଏକ ହୋଟେଲକୁ ତାଙ୍କ ସ୍ବାମୀଙ୍କ ସହିତ ଖାଇବାକୁ ଯାଇଛନ୍ତି । ଆଉ ସେ ବହୁତ ଦିନ ପରେ ତାଙ୍କ ସ୍ବାମୀଙ୍କ ସହିତ ଡିନରରେ ଯାଇଛନ୍ତି ।
ସମସ୍ତେ ଏହି ଭିଡିଓକୁ ଦେଖି ବହୁତ ଖୁସି ଅଛନ୍ତି । ଦର୍ଶକମାନେ ଝିଲିକଙ୍କୁ ଖୁସି ଦେଖି ବହୁତ ଖୁସି ଅଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଉ ଅଭିନେତ୍ରୀ ଝିଲିକ ଏକ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି । ଆଉ ସେ ବହୁତ ସୁନ୍ଦର ଲାଗୁଛନ୍ତି । ଆଉ ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ପ୍ରଶଂସା ପାଉଛି ।