Movie prime

ଏହି ମାସରେ ଆବେଦନ କରନ୍ତୁ ବଡ ନିଯୁକ୍ତି ଯିଏ ପକେଇବ ସିଏ ପାଇବ ଦେଖନ୍ତୁ ଆବେଦନ ସଂଖ୍ୟା - 35257

 
VIRAl
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ବିଷୟରେ ଜାଣିବାକୁ ପାଇବେ । ଏବେ ଏବେ ଜୁଲାଇ ମାସରେ ବାହାରିଥିବା ଜବ ଆଉ କେତେ ପୋଷ୍ଟ କଣ କଣ ସବୁ ବାହାରିଛି ସେହି ବିଷୟରେ ଏକ ଭିଡିଓ ଆସିଛି । ଆଉ ଏହାକୁ ଦେଖିବା ପରେ ଆପଣମାନେ ଖୁସି ହୋଇଯିବେ । ଆଉ ଏହା ଆପଣଙ୍କ କାମରେ ଆସିବ ।
ଜୁଲାଇ ମାସରେ ୧୦ଟି ବଡ ନିଯୁକ୍ତି ଆସିଛି । ଆଉ ୩୫ ହଜାରରୁ ଅଧିକ ପଦବୀ ବାହାରିଛି । ଏହା ଜୁଲାଇ ମାସରେ ଆସିଛି ଆଉ ଆଗାମୀ ଦିନରେ ବି ଆସିପାରେ ।
ଏହା ସେଣ୍ଟ୍ରାଲ ଗମେଣ୍ଟ ଜବ ବା ଲୋକାଲ ଜବ ହୋଇଥାଏ। ଷ୍ଟେଟ ତରଫରୁ ଆସିଛି ବରଗଡ଼ ଜିଲ୍ଲାରେ ଡିଷ୍ଟିକ୍ ଜଜ ପୋଷ୍ଟ । ଆଉ ଏହାର ଯୋଗ୍ୟତା ହେଉଛି ଦଶମ ଏବଂ ଯୁକ୍ତ ୨ । ଆଉ ଆପଣ ଅପ୍ଲାଇ ନାଓରେ କ୍ଲିକ୍ କରି ଏହି ଜବ ବିଷୟରେ ଅନେକ ଖବର ପାଇପାରିବେ ।
ଆଉ ଏହାପରେ ନୟାଗଡ଼ ଜିଲ୍ଲା ପାଇଁ ଜବ ଆସିଛି । ଆଉ ରେଲୱେ ପିଜିଟି ଏବଂ ସିଜିପି ପାଇଁ ଜବ ଆସିଛି । ଆଉ ଡିଆରଡିଓ ତରଫରୁ ମଧ୍ୟ ଜବ ଆସିଛି । ଓଡ଼ିଶା ଚାଇଲ୍ଡ ତରଫରୁ ଅଷ୍ଟମ, ନବମ ଆଉ ଦଶମ ଶ୍ରେଣୀ ପାଇଁ ଜବ ଆସିଛି ।
ଆଉ ଆପ୍ଲାଇ ଉପରେ କ୍ଲିକ୍ କରି ଆପଣମାନେ ସବୁ ଡିଟେଲ୍ସ ଜାଣି ପାରିବେ । ଆଉ ଆବେଦନ ମଧ୍ୟ କରିପାରିବେ । ଅଙ୍ଗନୱାଡ଼ି ହେଲ୍ପ ପାଇଁ ପୋଷ୍ଟ ବାହାରିଛି ଆଉ ଦଶମ ପାସ ଯୋଗ୍ୟତା ଦରକାର । 
ନାଲକୋ ତରଫରୁ ମଧ୍ୟ ଭାକାନ୍ସି ଆସିଛି । ଆପଣ ଗୁଗଲ ବା କ୍ରୋମ୍ ବ୍ରାଉଜରରେ www. A to Z Govt. Com ଉପରେ କ୍ଲିକ କରନ୍ତୁ । ଆଉ ସବୁ ଜବ ବିଷୟରେ ଜାଣନ୍ତୁ ।
ଆଉ ଆପଣ ରିସେଣ୍ଟ ଜବ ଉପରେ କ୍ଲିକ୍ କରନ୍ତୁ ଆଉ ଆପଣ ଜବ ବିଷୟରେ ଜାଣିପାରିବେ । ଆଉ ଏହି ଭିଡିଓ ମାଧ୍ୟମରେ ଆପଣମାନେ ବହୁତ ଜବ ବିଷୟରେ ଜାଣିପାରିବେ । ଆଉ ଆବେଦନ ମଧ୍ୟ କରିପାରିବେ । ଆଉ ଏହି ଭିଡିଓ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ ।