Movie prime

ଯୌତୁକ ଯୁଇରେ ସଂଯୁକ୍ତା ଦେଖନ୍ତୁ କାହିଁକି ହେଲା ଏମିତି Exclusive Visual

 
Viral News

ଯୌ-ତୁ-କ ଜୁଇ ରେ ସବୁଦିନ ପାଇଁ ସୋଇ ଯାଇଛନ୍ତି ଆଉ ଜଣେ ମହିଳା।ମହିଳା ଙ୍କ ନାମ ହେଉଛି ସଂଯୁକ୍ତା।ପରିବାର ଲୋକେ ତାଙ୍କ ଅଲିଅଳି ଝିଅକୁ ଖୋଜୁଛନ୍ତି। ଯାହାକୁ ଶାଶୁଘର କୁ ବିଦା କରିଥିଲେ ଖୁସିରେ ଘର ସଂସାର କରିବେ।

ସେ କଳ୍ପନା କରିଥିଲେ ତାଙ୍କ ଝିଅ ଭଲରେ ରହିବେ।କିନ୍ତୁ ଆଜି ସମସ୍ତଙ୍କୁ ପର କରି ଝିଅଟି ଆରପାରି କୁ ଚାଲି ଯାଇଛନ୍ତି।ପରିବାର ଲୋକେ ଯୌ-ତୁ-କ ପାଇଁ ତାଙ୍କ ଝିଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ତାଙ୍କ ଝିଅକୁ ମାରି ଦେଇଛନ୍ତି ବୋଲି ସଂଯୁକ୍ତା ଙ୍କ ପରିବାର ଲୋକେ କହିଛନ୍ତି।ସୂଚନା ଅନୁସାରେ ଏହି ଘଟଣାଟି ମାହାଙ୍ଗା ରେ ଘଟିଥିବାର ଜଣାପଡ଼ିଛି।ଯୌତୁକ ଜନିତ ବଧୂ ହ-ତ୍ୟା ରେ ଜଳି ଯାଇଛନ୍ତି ସଂଯୁକ୍ତା।
ଲଳିତ ଗିରି ପଞ୍ଚାୟତ ର ପ୍ରଫୁଲ୍ଲ ମଲ୍ଲିକ ଙ୍କ ଝିଅ ସଂଯୁକ୍ତା ମଲ୍ଲିକ ଙ୍କ ସହିତ ହଳଦିଆ ପଞ୍ଚାୟତ ରେ ରହୁଥିବା ନାରାୟଣ ମଲ୍ଲିକ ଙ୍କ ପୁଅ ହରେକୃଷ୍ଣ ଙ୍କୁ ବିବାହ କରିଥିଲେ।ପାଞ୍ଚ ବର୍ଷ ହୋଇଗଲାଣି ତାଙ୍କର ବାହାଘର ହୋଇଥିଲା।
ସବୁକିଛି ଠିକ୍ ଠାକ୍ ଚାଲିଥିଲେ।ସଂଯୁକ୍ତା ଭଲରେ ଘର ସଂସାର ମଧ୍ୟ କରୁଥିଲେ।କିନ୍ତୁ କିଛି ଦିନ ପରେ ସଂଯୁକ୍ତା ଙ୍କୁ ତାଙ୍କ ଶାଶୁଘର ଲୋକେ ନିର୍ଯାତନା ଦେଇଥିଲେ। ଏହା ଅଧିକ ହେବାରୁ ସଂଯୁକ୍ତା ତାଙ୍କ ଘରକୁ ଚାଲି ଆସିଥିଲେ।
ଆଠ ମାସ ରହିବା ପରେ ଏହି ବାବଦରେ ଦୁଇ ଗ୍ରାମର ସରପଞ୍ଚ ଓ ମୂରବୀ ମାନଙ୍କ ଦ୍ଵାରା ସମାଧାନ କରାଯାଇଥିଲା।ଏହାପରେ ମହିଳା ତାଙ୍କ ଶାଶୁଘର କୁ ଫେରିଥିଲେ।ମୃତ୍ୟୁ ର ୬ ଦିନ ପୂର୍ବରୁ ଶଶୁର ଘର ଲକ୍ଷ ଏକ ଲକ୍ଷ ଟଙ୍କା ଯୌ-ତୁ-କ ଦେବା ପାଇଁ କହିଥିଲେ।
ଏହି କଥା ଝିଅର ବାପା ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମର ଆଗରେ ପ୍ରକାଶ କରିଛନ୍ତି।ଘରେ ସବୁ କାମ ସାରିବା ପରେ ବୋହୂ ସଂଯୁକ୍ତା ଘର ଭିତରୁ କବାଟ ଦେଇ ରସି ଲଗାଇ ଦେଇଥିଲେ।
ଶଶୁର ଘର ଲୋକେ କହିଛନ୍ତି।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.