Movie prime

ପାଟି ଭିତରେ ପାଟି କିସ ନୁହେଁ ବରଂ Se-କ୍ସ୍ ଦେଖନ୍ତୁ କଣ କହିଲେ ଯୁବକ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜିକା ସମାଜରେ ଲୋକମାନେ ଏଭଳି କିଛି କାମ କରୁଛନ୍ତି ଯାହା ନିନ୍ଦନୀୟ ଅଟେ । ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ନେଇ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଇଥାନ୍ତି ।
ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଆଜିକା ଝିଅଙ୍କୁ ନେଇ ଅନେକ କଥା କହିଛନ୍ତି ।
ସେ କହିଛନ୍ତି, ସେ-କ୍ସ କେବଳ ମନ ଯାହାକୁ ଚାହିଁଥାଏ ଯାହା ପ୍ରତି ଅନେକ କିଛି ଭାବନା ଆସିଥାଏ । ତାହା ସହ ସମ୍ପର୍କ ରଖାଯାଏ । ଏମିତି ଅନେକ ଝିଅ ଅଛନ୍ତି ଯେଉଁମାନେ ପାର୍ଟିରେ ଥିଲେ ତାଙ୍କର ସେ-କ୍ସ କରିବାକୁ ମୁଡ ହୋଇଥାଏ କିନ୍ତୁ ଯେତେବେଳେ
 ହୋଟେଲକୁ ନିଆଯାଏ ସେତେବେଳେ ତାଙ୍କର ମୁଡ଼ ହୋଇନଥାଏ । ଆଉ ପୁଣି ହୋଟେଲରୁ ଆସିବା ପରେ ମୁଡ୍ ହୁଏ । ଏମିତି ଅନେକ ଝିଅଙ୍କର ନିତିଗୀତି ସବୁ ଅଲଗା ଅଟେ ।
ଯେଉଁ ପୁଅକୁ ସେ ଲୁଟିବାକୁ ଚାହିଁଥାଏ ଯେତେବେଳେ ତାସହ ହୋଟେଲକୁ ଯାଇଥାଏ ଆଉ ଜାଣିପାରେ ସେହି ପୁଅ ପାଖେ କିଛି ନାହିଁ ସେତେବେଳେ ସେ ତାକୁ ଛାଡିଦିଏ ।
ସ୍ବାମୀ ସ୍ତ୍ରୀ ତ ଏଭଳି ହୁଅନ୍ତି ନାହିଁ । ଆଉ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ଥାଏ । ତାଙ୍କ ଭିତରେ ଲଭ୍ ଥାଏ କିନ୍ତୁ ଆଜିକା ଯୁଗର ଲଭର ମାନଙ୍କ ଭିତରେ କେବଳ ସେ-କ୍ସ ଥାଏ ।
ଆଉ ତାଙ୍କ ଭିତରେ କିଛି ସମ୍ପର୍କ ନଥାଏ କେବଳ ପଇସା ଦେଖିଥାନ୍ତି ସେମାନେ । ପରିବାର ଭିତରେ ପ୍ରେମ ଥାଏ । ଏବେ ଦୁନିଆ ଏହି ସେ-କ୍ସ ଉପରେ ଚାଲିଛି ।
ଆଜିକା ଦୁନିଆରେ ଅନେକ ପ୍ରକାରର ବେଶ୍ୟା ବୁଲୁଛନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ହାଇଷ୍ଟାଟସ୍ ବେଶ୍ୟା ଆଉ କିଛି ଲୋ ଷ୍ଟାଟସ୍ ବେଶ୍ୟା । ଦୁନିଆରେ ଏଭଳି ଅନେକ ପୁଅ ମଧ୍ୟ ଏଭଳି ଅଛନ୍ତି । 
କିଛି ଝିଅ ଅଛନ୍ତି ଡରି ଯାଇ ପୁଅ ସହ ସେ-କ୍ସ କରୁଛନ୍ତି । ଆଉ ଏଭଳି ପୁଅଙ୍କ ନାଁରେ ଥାନାରେ ଅଭିଯୋଗ କରିବା ଉଚିତ୍ । ଭଲପାଇବା ହୁଏ ଆଉ ପରିବାର ସହ କଥା ହୋଇ ଝିଅକୁ ବିବାହ କରିବାକୁ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତାହା ସହିତ ସେ-କ୍ସ କରନ୍ତି ନାହିଁ ।
ଆଉ କିସ୍ ଦେବା କେବଳ ସାଧାରଣ କଥା । ପୁଅ ଝିଅ ଭଳପାଇଲେ ଘରେ କହିଲେ ଏହା ଠିକ୍ ଅଟେ ।
କିନ୍ତୁ ଆଜିକାର ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏଭଳି କାମ କରୁଛନ୍ତି । ବେଶ୍ୟା ଝିଅମାନେ ବାହା ହେଲେ ପିତୃପୁରୁଷ ତାକୁ ଗ୍ରହଣ କରନ୍ତି ନାହିଁ ।ବା ଭଗବାନ ତାର ଡାକ ଶୁଣନ୍ତି ନାହିଁ ।