Movie prime

କାଳିଆ ଯୋଜନାରେ ନୂଆ ସୂଚନା - ଭୂମିହୀନ ଚାଷୀ ମାନଙ୍କୁ ମିଳିବ ୫୦୦୦/- ଟଙ୍କା ଦେଖନ୍ତୁ ଆପଣଙ୍କ ନାମ ଅଛି ନା ନାହିଁ

 
Viral news
ରାଜ୍ୟ ସରକାର ଙ୍କ ପକ୍ଷରୁ ୨୦୧୮ ମସିହାରେ କାଳିଆ ଯୋଜନା କରାଯାଇଥିଲା।ଏହି ଯୋଜନା ପ୍ରଥମେ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ଚାଷୀ ମାନଙ୍କ ଆକାଉଣ୍ଟ କୁ ଦୁଇଟି ଇନଷ୍ଟଲ୍ ମେଣ୍ଟ ରେ ପାଞ୍ଚ ହଜାର ଲେଖାଏଁ ଦଶ ହଜାର ପଠା ଯାଇଥିଲା। ପରେ ରାଜ୍ୟ ସରକାର ଙ୍କ ତରଫରୁ ବଡ଼ ଘୋଷଣା କରାଯାଇଥିଲା ଯେ କାଳିଆ ଯୋଜନା ଏବେ ଚାଷୀ ମାନଙ୍କ ଆକାଉଣ୍ଟ କୁ ଦୁଇ ହଜାର ଟଙ୍କା ପଠା ଯାଇଥିଲା।
ପୁଣି କିଛି ଦିନ ପରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଘୋଷଣା କରାଗଲା ଯେ ଏଥର କାଳିଆ ଯୋଜନା ଟଙ୍କା ବର୍ଷକୁ ଦୁଇଥର ଚାଷୀ ମାନଙ୍କୁ ପଠା ଯିବ।ପ୍ରଥମ ଇନଷ୍ଟଲ୍ ମେଣ୍ଟ ହେଉଛି ଅକ୍ଷୟ ତୃତୀୟା ରେ ଆଉ ଦ୍ଵିତୀୟ ଇନଷ୍ଟଲ୍ ମେଣ୍ଟ ହେଉଛି ନୂଆ ଖାଇ ରେ ଏହିଭଳି ଭାବରେ ଲୋକ ମାନଙ୍କୁ ଦିଆଯିବ।ଏବଂ ରାଜ୍ୟ ସରକାର ଙ୍କ ତରଫରୁ ମଧ୍ୟ ଅକ୍ଷୟ ତୃତୀୟା ରେ ଚାଷୀ ମାନଙ୍କ ଆକାଉଣ୍ଟ କୁ ଦୁଇ ହଜାର ଟଙ୍କା ପଠା ଯାଇଥିଲା।
ଯେହେତୁ ଏବେ ନୂଆ ଖାଇ ପର୍ବ ସେପ୍ଟେମ୍ବର ୧ ରେ ପଡୁଛି ତାହେଲେ ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଦ୍ଵାରା ଘୋଷଣା କରାଯାଇଛି ନୂଆଖାଇ ଦିନ ଚାଷୀ ମାନଙ୍କ ଆକାଉଣ୍ଟ କୁ ଦୁଇ ହଜାର ଟଙ୍କା ପଠା ଯିବ।କିନ୍ତୁ ଯେଉଁମାନେ ଭୂମିହୀନ ରହିଲେ ସେମାନଙ୍କୁ କାଳିଆ ଯୋଜନା ର ଦୁଇ ହଜାର ଟଙ୍କା ଆସିବା ପରେ ସେମାନଙ୍କ ଆକାଉଣ୍ଟ କୌଣସି ପଇସା ଏବେ ଆସିନାହିଁ।କିନ୍ତୁ ରାଜ୍ୟ ସରକାର ଙ୍କ ପକ୍ଷରୁ ଚାଷୀ ଗଣା ଲାଗି ଯେଉଁ କୃଷକ ଓଡ଼ିଶା ପୋର୍ଟାଲ୍ ଲଞ୍ଚ କରାଯାଇଥିଲା ଏହି କୃଷକ ଓଡ଼ିଶା ପୋର୍ଟାଲ୍ ରେ ୪୫ ହଜାର ରୁ ଉର୍ଦ୍ଧ ଭୂମିହୀନ ଚାଷୀ ରେଜିଷ୍ଟ୍ରେସନ୍ କରିଛନ୍ତି।
ଏବେ ଏହି ଚାଷୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି। ସରକାର ଙ୍କ ତରଫରୁ ବର୍ତ୍ତମାନ ଘୋଷଣା କରାଯାଇଛି ଯେଉଁ ଚାଷୀ ମାନେ କୃଷକ ଓଡ଼ିଶା ପୋର୍ଟାଲ୍ ରେ ରେଜିଷ୍ଟ୍ରେସନ୍ କରୁଛନ୍ତି ଯାହାକି ଏଥର ୪୫ ହଜାର ରୁ ଉର୍ଦ୍ଧ ଭୂମିହୀନ ଚାଷୀ ମାନଙ୍କ ଆକାଉଣ୍ଟ କୁ କାଳିଆ ଯୋଜନା ର ପାଞ୍ଚ ହଜାର ଟଙ୍କା ଦିଆଯିବ।