Movie prime

କାଳିଆ ( Kalia ) ଯୋଜନାରେ ଚାଷୀ ମାନଙ୍କ ପାଇଁ ଆସିଲା ଖୁସି ଖବର ଆରମ୍ଭ ହେଲା ନୂଆ Apply ଦେଖନ୍ତୁ ଶୀଘ୍ର କେମିତି କରିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ପୂର୍ବ ରୁ କାଳିଆ ଯୋଜନା ର ଦ୍ଵିତୀୟ କିସ୍ତି ୨୦୦୦ ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟ କ ପଠା ଯାଇଥିଲା। ହେଲେ ଏଥର ମଧ୍ୟ ଅନେକ ଅଭିଯୋଗ ଏହା ଶୁଣିବାକୁ ମିଳିଛି କି ଅନେକ ଚାଷୀ ମାନଙ୍କ ଆକାଉଣ୍ଟ କୁ ଏହି ୨୦୦୦ ଟଙ୍କା ଆସି ନାହିଁ ବୋଲି। ଏଥି ପାଇଁ ଅଧିକାଂଶ ଚାଷୀ ମାନେ ମଧ୍ୟ ଆସୋନ୍ତୋଷ ପ୍ରକାଶ କରିଛନ୍ତି।
ଏଭଳି ଅନେକ ଚାଷୀ ମାନେ ମଧ୍ୟ ଅଛନ୍ତି ଯେଉଁ ମାନଙ୍କର କାଳିଆ ଯୋଜନା ଲିଷ୍ଟ୍ ରେ ନାମ ମଧ୍ଯ ଅଛି ହେଲେ ତାଙ୍କ ଡକ୍ୟୁମେଣ୍ଟ ଭୁଲ କିମ୍ୱା ଆବେଦନ ରେ ତ୍ରୁଟି ହେତୁ ପଇସା ଆସି ପାରି ନାହିଁ। ସେଥି ପାଇଁ କାଳିଆ ଯୋଜନା ପୋଟ୍ରାଲ ରେ ଅନଲାଇନ ଆପ୍ଲିକେସନ୍ ସାଇଟ୍ ଏକ ଖୋଲା ଯାଇଛି।ଏହି ସାଇଟ୍ ମାଧ୍ୟମରେ ଯେଉଁ ମାନଙ୍କ ନାମ ଅଛି ହେଲେ ସେମାନେ ପଇସା ପାଇ ପାରୁ ନାହାଁନ୍ତି ସେମାନେ ହିଁ ଆବେଦନ କରି ପାରିବେ।
ହେଲେ ଏହା କିଛି ଦିନ ଖୋଲା ଯାଇଥାଏ ତାହାପରେ ଏହି ସାଇଟ୍ କୁ ବନ୍ଦ ମଧ୍ୟ କରି ଦିଆ ଯାଇଥାଏ। କାରଣ ପ୍ରଥମେ ଯେଉଁ ମାନେ ଆବେଦନ କରିଥିବେ ତାଙ୍କ ଆବେଦନ ସ୍ଵୀକୃତି ପ୍ରଦାନ କରି ସାରିବା ପରେ ହିଁ ନୂତନ ଆବେଦନ କାରୀ ମାନଙ୍କ ପାଇଁ ଏହା ଖୋଲା ଯାଇଥାଏ। ଏବଂ ଯଦି ଆପଣ ପ୍ରକୃତ ଚାଷୀ ହେଲେ ଆପଣଙ୍କ ଲିଷ୍ଟ ରେ ନାମ ନାହିଁ ତେବେ ଆପଣ ନୁଆ ଆବେଦନ କରି ପାରିବେ।
ଏହାପରେ ଆପଣ ସେହି ଲିଙ୍କ୍ କୁ ଓପନ କରିବେ ଏବଂ ସେଥିରେ ଯେଉଁ ଯେଉଁ ତଥ୍ୟ ମାଗିଥିବ ସେ ସବୁ କୁ ମଧ୍ଯ ଆପଣ ମାନେ ପୂର୍ଣ୍ଣ କରିବେ। ଏହାପରେ ଯଦି ନୂଆ ଆବେଦନ କରିବାକୁ ଥିବ କରି ପାରିବେ ନଚେତ୍ ଗିଭରାନ୍ସ ମଧ୍ୟ ଦେଇ ପାରିବେ। ଏହି ଆବେଦନ ସମୟରେ ଆଧାର କାର୍ଡ ନିତ୍ୟାନ୍ତ ଜରୁରୀ ଅଟେ। ଆଶା କରୁଛୁ କି ଏହି ସୂଚନା ନିଶ୍ଚିତ ଭାବରେ ଆପଣଙ୍କୁ ସହାୟକାରୀ ହେବ।