Movie prime

ଅନୁଭବ ମହାନ୍ତି ଙ୍କ ଉପରେ ରାଣୀ ପଣ୍ଡା ଙ୍କ ବୟାନ ଦେଖନ୍ତୁ କଣ କହିଲେ ଲୋକପ୍ରିୟ ଅଭିନେତ୍ରୀ ରାଣୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ପ୍ରତ୍ୟେକ ଥର କିଛି ନା କିଛି କଥା ପାଇଁ ଲୋକ ଲୋଚନ କୁ ଆସିଥାନ୍ତି। ଆପଣ ମାନେ ଜାଣିଥିବେ କି ରାନୀ ପଣ୍ଡା ହେଉଛନ୍ତି
 ଯାତ୍ରା ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ ଯେଉଁ ଯାତ୍ରା ରେ ଅଭିନୟ କରନ୍ତି ସେଥିରେ ସେ ଚାର ଚାନ୍ଦ ଲଗାଇ ଦିଅନ୍ତି। ତାଙ୍କର ଆଇଟମ ସଙ୍ଗ ରେ ଡାନ୍ସ କୁ ମଧ୍ଯ ଲୋକ ମାନେ ଖୁବ ପଶନ୍ଦ କରନ୍ତି।
ଏବେ ରାନୀ ପଣ୍ଡା ଙ୍କ ନୁଆ ଏକ ଯାତ୍ରା ଆସିବାକୁ ଯାଉଛି ଯାହାର ନାମ ରହିଛି "ଘୋଡ଼ା ହାତୀ ଗଣ୍ଡା ଗଣ୍ଡା ଏକା ଲଢ଼ିବ ରାନୀ ପଣ୍ଡା”। ଏହି ସମ୍ପର୍କ ରେ ରାନୀ ପଣ୍ଡା ପ୍ରତିକ୍ରିୟା ଦେବାକୁ ଯାଇ ଏଭଳି କିଛି
 କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ରାନୀ ପଣ୍ଡା କହିଛନ୍ତି କି ଖଣ୍ଡଗିରି ରେ ଏହି ଯାତ୍ରା ହେବାକୁ ଯାଉଛି। ଏବଂ ଏହି ଯାତ୍ରା ପାଇଁ ମଧ୍ୟ ସରକାର ଙ୍କ ତତଫରୁ ଅନୁମତି ମିଳି ସାରିଛି।
ରାନୀ ପଣ୍ଡା କହିଛନ୍ତି ସେ ଯେତେବେଳେ ଷ୍ଟେଜ ଉପରକୁ ଯିବେ ସମସ୍ତେ ଚମକି ପଡ଼ିବେ ଏଥି ସହ ଅନୁଭବ ମହାନ୍ତି ମଧ୍ଯ ଚମକି ପଡ଼ିବେ। ସେଠାରେ ଛଅ ରାତି ନାଟକ ହେବା ପାଇଁ ଯାଉଛି।
ତାଙ୍କୁ ଏତେ ବଡ଼ ପାର୍ଟି ଭିତରେ ଚାନ୍ସ ମିଳି ଥିବାରୁ ମଧ୍ଯ ସେ ବେଶ ଖୁସୀ ଅଛନ୍ତି। ଏହା ରାନୀ ପଣ୍ଡା ଙ୍କ ପ୍ରକୃତ ଜୀବନ ବିଷୟରେ ଆଧାରିତ ଏକ କାହାଣୀ ବା ଯାତ୍ରା ଅଟେ ଏବଂ ଯିଏ ଦେଖିବେ ସେ ଆଖିରୁ ଦି ଟୋପା ଲୁହ ଗଡ଼ାଇବେ ବୋଲି କହିଛନ୍ତି।
ସେ ସମସ୍ତଙ୍କୁ ଆସି ସେହି ନାଟକ କୁ ଦେଖିବା ପାଇଁ ଅନୁରୋଧ ମଧ୍ଯ କରିଛନ୍ତି। ସେ କହିଛନ୍ତି କି ତାଙ୍କ ସହ ଅନୁଭବ ମହାନ୍ତି ଦୁଇ ମିନିଟ ମିଶିବା ପରେ ହିଁ ରାନୀ ପଣ୍ଡା ଙ୍କ ରିଅଲ ଲାଇଫ ବିଷୟରେ ଜାଣି ଦେବେ।
ସେ ଏହା ମଧ୍ଯ ଚାହିଁଛନ୍ତି କି ସଲମାନ୍ ଖାନ୍ ଙ୍କ ସହ ରାନୀ ପଣ୍ଡା ଓ ଅନୁଭବ ମହାନ୍ତି ଦୁହେଁ ବିଗବସ୍ ରେ କାମ କରିବାକୁ ଭଗବାନ ଙ୍କୁ ପ୍ରାର୍ଥନା ମଧ୍ଯ କରିଛନ୍ତି।