Movie prime

ନିଜର ଖୋଲନ୍ତୁ ବିସ୍କୁଟ କମ୍ପାନୀ ଆଉ ପାଆନ୍ତୁ ଦିନକୁ ୫୦୦୦/- ଟଙ୍କା ଲାଭ ଦେଖନ୍ତୁ କେମିତି କରିବେ ଆରମ୍ଭ

 
Special report
ଆପଣମାନେ ଜାଣିଥିବେ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ଟଙ୍କା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି।ଆଉ କେହି ବିଜନେସ କରିବା ପାଇଁ ମଧ୍ୟ ଚାହିଁଥାନ୍ତି।
ଆପଣମାନେ ଯଦି ବିସ୍କେଟ୍ ବିଜନେସ କରିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ ଏକ ମେସିନ କିଣିବାକୁ ପଡିବ।ନିଜ ଘରେ ରହି ବିସ୍କେଟ୍ ତିଆରି କରିପାରିବେ।ଏହି ବିଜନେଶ୍ ଆପଣ ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ବ୍ୟବସାୟ କରି ପାରିବେ।
ବିସ୍କେଟ୍ ତିଆରି କରିବା ପରେ ଦୋକାନରେ ବିକି ଅଧିକ ଟଙ୍କା ଉପାର୍ଜନ କରିପାରିବେ। କୁକିଜ୍ ବିସ୍କେଟ୍ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ।ସେ ଛୋଟ ପିଲାମାନେ ହୁଅନ୍ତୁ ବା ବୟସ୍କ ଲୋକମାନେ ହୁଅନ୍ତୁ।
ଏହାକୁ ଚା ସହିତ ଖାଇବା ପାଇଁ ସମସ୍ତଙ୍କୁ ପସନ୍ଦ ଆସିଥାଏ।ଛୋଟ ପିଲାମାନେ ମଧ୍ୟ ସ୍କୁଲ୍ କୁ କୁକିଜ୍ ବିସ୍କେଟ୍ ନେଇ ଯାଇଥାନ୍ତି।ପାଞ୍ଚ ହଜାର ଟଙ୍କାର ଇନଭେଷ୍ଟ କରି ମାସକୁ ୧୫ ହଜାର ଟଙ୍କା ରୋଜଗାର କରିପାରିବେ।
କୁକିଜ୍ ତିଆରି କରିବା ପାଇଁ ସାଧାରଣତଃ ମଇଦା, ଚିନି, କ୍ଷୀର,ଘିଅ ବ୍ୟବହାର ହୋଇଥାଏ।ଯାହାକି ଆପଣକଂ ଘର ପାଖରେ ବହୁତ ସହଜରେ ମିଳିଯିବ।ଯେଉଁ ମେସିନ ରେ ବିସ୍କେଟ୍ କରିବେ ତାହା ହେଉଛି ପ୍ରେସ ମେସିନ।
ଯାହାକି ଆପଣ ମାନଙ୍କୁ ଆମାଜନ୍ ରେ ପାଞ୍ଚ ସହ ରୁ ପାଞ୍ଚ ହଜାର ଟଙ୍କା ରେ ମିଳିଯିବ।ଅଧିକ ଟଙ୍କା ଦେଇ ଯଦି ମେସିନ କିଣିବେ ତାହେଲେ ସେଥିରେ ଅଧିକ ବିସ୍କେଟ୍ ତିଆରି କରିବା ପାଇଁ ଛାଞ୍ଚ ରହିଥାଏ।
Special report
ଆପଣମାନେ ପାଞ୍ଚ ସହ ରୁ ହଜାର ଭିତରେ ଷ୍ଟିଲ ପ୍ରେସ ମେସିନ କିଣି ପାରିବେ।ଏହାକୁ କିପରି ତିଆରି କରିବେ ତାହା ୟୁ ଟ୍ୟୁବ୍ ରେ ଭିଡିଓ ଦେଖି ଜାଣି ପାରିବେ।ସେହି ମେସିନ ସାହାଯ୍ୟ ରେ ବିଭିନ୍ନ ଆକୃତିର କୁକିଜ୍ ବିସ୍କେଟ୍ ତିଆରି କରି ଭାଟି ସାହାର୍ଯ୍ୟ ରେ ବିସ୍କେଟ୍ କୁ ସେକିବେ।
Special report
ଯଦି ଆପଣ ମାନେ ବେଶୀ ଟଙ୍କା ରେ ବିଜନେସ କରିବାକୁ ଚାହିଁବେ ତାହେଲେ ଓଭେନ୍ କିଣି ମଧ୍ୟ କୁକିଜ୍ ପ୍ରସ୍ତୁତ କରିପାରିବେ।ଏହାପରେ ବିସ୍କେଟ୍ କୁ ଦୋକାନ ରେ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ।