Movie prime

କୃଷକ ଓଡ଼ିଶା ପୋର୍ଟାଲ ବଡ ଅପଡେଟ ଦେଖନ୍ତୁ ଚାଷୀ ମାନଙ୍କ ପାଇଁ ଆସିଲା ବଡ ଖବର

 
Special Report
ଆପଣମାନେ ଜାଣିଥିବେ କାଳିଆ ଯୋଜନା ଟଙ୍କା ଚାଷୀ ମାନଙ୍କ ଆକାଉଣ୍ଟ କୁ ପାଠ ଯାଇଛି।ଏହି ବିଷୟରେ ସମସ୍ତେ ଜାଣିଥିବେ।ଆପଣମାନେ ଜାଣିଥିବେ ଯେ ୮୧ ହଜାର ଏଥର ଭୂମିହିନ ଚାଷୀମାନଙ୍କୁ କାଳିଆ ଯୋଜନା ର ପାଞ୍ଚ ହଜାର ଟଙ୍କା ପଠା ଯାଇଛି।କିନ୍ତୁ ସୂଚନା ଅନୁସାରେ ଯେଉଁ ଚାଷୀ ଭାଇ ମାନେ କୃଷକ ଓଡ଼ିଶା ପୋର୍ଟାଲ ରେଜିଷ୍ଟ୍ରେସନ କରିଥିଲେ ଏବଂ ସେମାନଙ୍କର ଡାଟା ବେଶ୍ ଅନୁସାରେ ସେମାନେ ଭୂମିହୀନ ଚାଷୀ ବୋଲି ପରିଚିତ ହୋଇଥିଲେ ସେହି ମାନଙ୍କ ଆକାଉଣ୍ଟ କୁ ହିଁ କାଳିଆ ଯୋଜନା ର ପାଞ୍ଚ ହଜାର ଟଙ୍କା ପଠା ଯାଇଛି।
 କିନ୍ତୁ ଆପଣମାନେ ଆଜି ପର୍ଯ୍ୟନ୍ତ କୃଷକ ଓଡ଼ିଶା ପୋର୍ଟାଲ୍ ରେଜିଷ୍ଟର କରି ନାହାନ୍ତି ତାହେଲେ ଆପଣମାନେ ତୁରନ୍ତ କୃଷକ ଓଡ଼ିଶା ପୋର୍ଟାଲ୍ ରେ ରେଜିଷ୍ଟର କରି ଦିଅନ୍ତୁ।ଯାହାଦ ତାରିଖ ରହିଥିଲା ଅଗଷ୍ଟ ୩୧ ତାରିଖ।କିନ୍ତୁ ଅଗଷ୍ଟ ୩୧ ତାରିଖ ଗଲା ପରେ ମଧ୍ୟ ବର୍ତ୍ତମାନ ମଧ୍ୟ କୃଷକ ଓଡ଼ିଶା ପୋର୍ଟାଲ୍ ରେ ରେଜିଷ୍ଟର ଚାଲିଛି।ଏହାଦେଖି ଅତ୍ୟନ୍ତ ଖୁସି ଅଛନ୍ତି। ଯଦି ଆପଣ ମାନେ ଏ ପର୍ଯ୍ୟନ୍ତ କୃଷକ ଓଡ଼ିଶା ପୋର୍ଟାଲ୍ ରେ ରେଜିଷ୍ଟର କରି ନାହାନ୍ତି ତାହେଲେ ଆପଣ ମାନେ ତୁରନ୍ତ କରି ଦିଅନ୍ତୁ।
କାହିଁକି ନା କେଉଁ ମୁହୂର୍ତ୍ତରେ ଏହା ଅପଡେଟ ହୋଇପାରେ ଏବଂ କୃଷକ ଓଡ଼ିଶା ପୋର୍ଟାଲ୍ ର ରେଜିଷ୍ଟର ପ୍ରକ୍ରିୟା ବନ୍ଦ ହୋଇଯାଇ ପାରେ।ସେଥିପାଇଁ ଆପଣ ମାନେ ତୁରନ୍ତ କୃଷକ ଓଡ଼ିଶା ପୋର୍ଟାଲ୍ କୁ ଯାଇ ରେଜିଷ୍ଟର କରି ଦିଅନ୍ତୁ।
ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି। ଚାଷୀ ଭାଇ ମାନେ ବର୍ତ୍ତମାନ ବହୁତ ଖୁସି ଅଛନ୍ତି।ଏବଂ ଦର୍ଶକ ମାନେ ମଧ୍ୟ ବହୁତ ଖୁସି ହେଉଛନ୍ତି କାରଣ ଚାଷୀ ମାନେ କିଭଳି ଟଙ୍କା ପାଇଁ ପାରିବେ ସରକାର ଅନେକ ଯୋଜନା କରୁଛନ୍ତି।