Movie prime

ଦୈତାରି ପଣ୍ଡାଙ୍କ ପତ୍ନୀ ଲତା ମଣ୍ଡଲ ଏଥର ଫେରିଲେ ଯାତ୍ରା ଦୁନିଆ କୁ ନୂଆ ଜଲୱା ଦେଖାଇବାକୁ ଚେଷ୍ଟା ଜାରି ଦେଖନ୍ତୁ କଣ କହିଲେ Lata Mandal

 
ghh

ନମସ୍କାର ପାଠକ ବନ୍ଧୁ ଗଣ। ଆଜି ଆପଣ ମାନେ ପ୍ରସିଦ୍ଧ ଯାତ୍ରା ଅଭିନେତା ଦୈତାରି ପଣ୍ଡା ଙ୍କ ପତ୍ନୀ ଲତା ମଣ୍ଡଳ ବିଷୟ ରେ ଜାଣିବେ। ଲତା ମଣ୍ଡଳ ଏହି ନାମ ଟି ଯାତ୍ରା ଜଗତ ପାଇଁ ନୂଆ ନୁହେଁ। କାରଣ ନା ଯେତେ ବେଳେ ସେ ଷ୍ଟେଜ କୁ ଓଲ୍ହାନ୍ତି
ସେତେ ବେଳେ ଦର୍ଶକ ମାନେ ତାଙ୍କ ଡ଼ାଇଲଗ କୁ ଚାହିଁ ବସି ଥାଆନ୍ତି।

ତାଙ୍କର ଗୋଟେ ଗୋଟେ ଡ଼ାଇଲଗ ଶୁଣିବା ପରେ ଦର୍ଶକ ମାନଙ୍କ ଆଖି ରୁ ଲୁହ ଝରି ପଡ଼େ। ଦୀର୍ଘ ଆଠ ବର୍ଷ ପରେ ପୁଣି ଯାତ୍ରା ପେଣ୍ଡାଲ ରେ ନଜର ଆସିବେ ଲତା ମଣ୍ଡଳ। ଆଠ ବର୍ଷ ପୂର୍ବ ରୁ ତାଙ୍କର ମେକଅପ ଇନ୍ଫେକସନ ହୋଇ ତାଙ୍କର ଶରୀର ଦୁର୍ବଳ ହୋଇ ଯାଇ ଥିଲା। ଓ ତାଙ୍କ ସ୍କିନ୍ ଖରାପ ହେଇ ଯାଇ ଥିଲା। ସେଥି ପାଇଁ ସେ ନିଜ ଇଚ୍ଛା ଅନୁସାରେ ଛାଡି ଥିଲେ।

ତାଙ୍କ କହିବା କଥା ତାଙ୍କୁ କେହି ଛାଡି ବାକୁ କହି ନ ଥାଏ ନା ତାଙ୍କୁ ମାଲିକ ଛାଡି ଥିଲେ ଦର୍ଶକ ମାନେ ମଧ୍ୟ ଛାଡି ନ ଥିଲେ। ରାଜଧାନୀ ଆସିବା ପାଇଁ ସେ କଥା ହେଇ ଥିଲେ କରୋନ ପୂର୍ବ ରୁ କରୋନ ସକାଶେ ସବୁ ଯାତ୍ରା ପାଟି ବନ୍ଦ ହୋଇ ଯାଇ ଥିଲା। ଏବେ ସେ ପୁଣି କମ୍ ଵ୍ୟାକ କରି ଛନ୍ତି। ତାଙ୍କୁ ଫୋନ ଆସୁଛି ଯେ ସେ ସବୁ ଯାତ୍ରା ପାଟି ରେ ଦର୍ଶକ ତାଙ୍କ ଅନୁପସ୍ଥିତି କୁ ମନେ ପକାନ୍ତି।

ପ୍ରଥମେ ଲତା ମଣ୍ଡଳ ୨୨ ବର୍ଷ ବୟସ ରୁ ବଡ଼ ଘର ବଡ଼ ଗୁମର କଥା ରେ ସେ ମା ରୋଲ୍ ରେ ଅଭିନୟ କରିଥିଲେ। ସେ ବେଶି ଦିନ ହିରୋଇନ୍ ରୋଲ୍ କରି
ନାହାନ୍ତି। ତାଙ୍କ ଯଦି ଦର୍ଶକ ମାନେ ଜାଣି ଥାଆନ୍ତି ମା ରୋଲ୍ ପାଇଁ । ତେଣୁ ତାଙ୍କର କମ୍ ବ୍ୟାକ ରେ କିଛି ଅସୁବିଧା ହବନି  ଆହୁରି ଉମଙ୍ଗ ଓ ଉତ୍ସାହ ଆସୁଛି ପୁଣି ଥରେ ଯାତ୍ରା ପେଣ୍ଡାଲ ରେ ଅଭିନୟ କରିବା ପାଇଁ।