Movie prime

ଲିସାଙ୍କ ଘରେ ତୁଳସୀ ଙ୍କ କନିଆଁ ଖିଆ ଦେଖନ୍ତୁ କେମିତି କଲେ

 
Viral News

ଧାରାବାହିକ ଜଗତ ରେ ଯିଏ ବି ଥରୁଟିଏ ମାତ୍ର ନିଜର ଅଭିନୟ ଦେଖାଇ ଦର୍ଶକ ମାନଙ୍କ ଭଲ ପାଇବା ପାଇଛନ୍ତି ତାଙ୍କୁ ଦର୍ଶକ ମାନେ ଜୀବନ ଥିବା ପର୍ଯ୍ୟନ୍ତ ମାନେ ରଖିଥାନ୍ତି।

ସେହି ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଅଭିନୟ ଦେଖିବାକୁ ମିଳିଥାଉ ବା ନ ମିଳିଥାଉ ଦର୍ଶକ ମାନେ ତାଙ୍କୁ ମନେ ରଖିଥାନ୍ତି।ଏବଂ ତାଙ୍କ ଅଭିନୟ ଦେଖିବା ପାଇଁ ଇଛା କରିଥାନ୍ତି।ଆଜି ସେହିଭଳି ଜଣେ ଅଭିନେତ୍ରୀ ଙ୍କ ବିଷୟରେ ଜାଣିବା।

ଏହି ଅଭିନେତ୍ରୀ ଜଣଙ୍କ ତାଙ୍କ ଜବରଦସ୍ତ ଅଭିନୟ ଦ୍ଵାରା ସମସ୍ତଙ୍କ ମନରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।
ସେ ହେଉଛନ୍ତି ସ୍ଵେତଲିନା ଭଟ୍ଟାଚାର୍ଯ୍ୟ।ସେ ଓଡ଼ିଶାରେ ତୁଳସୀ ନାମରେ ପରିଚିତ।ଆପଣମାନେ ଅଭିନେତ୍ରୀ ସ୍ଵେତଲିନା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ଅଭିନେତ୍ରୀ ସ୍ଵେତଲିନା ଯିଏ କି "ତୋ ଅଗଣାର ତୁଳସୀ ମୁଁ" ଚରିତ୍ର ରେ ଅଭିନୟ କରିଥିଲେ।
ଜି ସାର୍ଥକ ଚ୍ୟାନେଲ ରେ ଧାରାବାହିକ "ତୋ ଅଗଣାର ତୁଳସୀ ମୁଁ" ପ୍ରସାରିତ ହେଉଥିଲା।ଏହି ଧାରାବାହିକ କୁ ଦର୍ଶକ ମାନେ ଆଜି ବି ମଧ୍ୟ ମନେ ରଖିଛନ୍ତି।
ବର୍ତ୍ତମାନ ମଧ୍ୟ ସେ ଓଡ଼ିଶାର ଘରେ ଘରେ ତୁଳସୀ ନାମରେ ବେଶ୍ ପରିଚିତ।ବର୍ତ୍ତମାନ ସମୟରେ ଅଭିନେତ୍ରୀ ସ୍ଵେତଲିନା ଙ୍କ ଅଭିନୟ ଦେଖିବାକୁ ମିଳୁନାହିଁ।ତୋ ଅଗଣାର ତୁଳସୀ ମୁଁ ଏହି ଧାରାବାହିକ ଟି ସରିବା ପରେ ସେ ମଙ୍ଗୁଲା କନ୍ୟା ଧାରାବାହିକ ରେ ନଜର ଆସୁଥିଲେ।
ପରେ ଏହି ଧାରାବାହିକ ରେ ସେ ଅଧାରୁ ଛାଡ଼ି ଦେଇଥିଲେ।କାରଣ ସେ ଆଗାମୀ ଦିନରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।ବର୍ତ୍ତମାନ ସମୟରେ କନ୍ୟା ଡାକରା ହୋଇ ନିଜର ସଂପର୍କୀୟ ଙ୍କ ଘରକୁ ଯାଇ ଖାଉଛନ୍ତି ଅଭିନେତ୍ରୀ ସ୍ଵେତଲିନା।
ବର୍ତ୍ତମାନ ସମୟରେ ଅଭିନେତ୍ରୀ ଛନ୍ଦୀତା ଙ୍କ ଘରକୁ ସ୍ଵାଗତ ହୋଇ ଯାଇଛନ୍ତି କନ୍ୟା ଡାକରା ହୋଇ ଯାହାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।