Movie prime

ସାମ୍ନାକୁ ଆସିଲେ ଟୁଙ୍ଗୁର ଭୋଳ ମୁଁ କେବେବି ତାକୁ ଗ୍ରହଣ କରିପାରିବିନି ୩୦୦ ଟଙ୍କା ଦଉଥିଲା ବୋଲି ବୁଲୋଉ ଥିଲି - Tunguri Bhola

 
tyrt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଏବେ ସୋସିଆଲ ମିଡିଆରେ ପ୍ରସିଦ୍ଧ ପ୍ରେମ କାହାଣୀ ବର୍ଷା ଆଉ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହି ପ୍ରେମ କାହାଣୀ ଜଣେ ବିବାହିତା ମହିଳା ଯାହାଙ୍କ ବୟସ 40 ବର୍ଷ ଆଉ ଜଣେ ଯୁବକ ଯାହାଙ୍କ ବୟସ 21 ବର୍ଷ ଆଉ ସେ ଅବିବାହିତ ଅଟନ୍ତି । ଏବେ ସମସ୍ତ ସୋସିଆଲ ମିଡିଆରେ ଚର୍ଚ୍ଚା ଏହି ଟୁଙ୍ଗୁରୁ ଭୋଳ କିଏ ? ଆଉ ଏବେ ଟୁଙ୍ଗୁରୁ ଭୋଳ ସାମ୍ନାକୁ ଆସିଛନ୍ତି ଆଉ ପୋଲିସ ଥାନାରେ ଏହି ଘଟଣାର ଆପଶ ବୁଝାମଣା ହୋଇସାରିଛି । 


ଏହି ସମ୍ପର୍କରେ ଟୁଙ୍ଗୁରୁ ଭୋଳ କହିଛନ୍ତି, ମୁଁ ତାକୁ ଜାଣି ନଥିଲି । ଆଉ ଏମ୍ସ ହସ୍ପିଟାଲରେ ଆମର ଦେଖା ହୋଇଥିଲା । ଆଉ ମୁଁ ଅଟୋ ଚଲାଏ । ଆଉ ମୋ ଅଟୋରେ ସେ ସବୁବେଳେ ଯାଏ ମୋତେ ଭଡ଼ା ଦିଏ । ଆଉ ମୋ ନମ୍ବର ସେ ନେଇଥିଲେ । ଆଉ ମୋତେ ଭଡ଼ାରେ ଯିବାକୁ ଫୋନ କରନ୍ତି । ଆଉ ମୁଁ ତାଙ୍କ ଘରକୁ ବି ଯାଇଛି ଆଉ ଖାଇଛି ମଧ୍ୟ । ଆଉ ସେ ମୋ ସହିତ ସେଲ୍ଫୀ ନେଇଥିଲା । ଆଉ ଏହାକୁ ନେଇ ଏବେ ବ୍ଲାକମେଲ୍ କରୁଛି । ମୁଁ ତାକୁ ୨ ବର୍ଷ ହେଲା ଜାଣିଛି । 


ଆଉ ଟୁଙ୍ଗୁରୁ ଭୋଳ କହୁଛି ମୁଁ ତା ସହିତ କୌଣସି ଶାରୀରିକ ସଂପର୍କ ରଖିନି । ସେ ମିଛ କହୁଛି । ଆଉ ଏହିସବୁ ସେ ଯାହା କହୁଛି ମିଛ କଥା । ଆଉ ସେ ମୋ ନାଁରେ ସବୁ ମିଛ କହୁଛି । ସେ ମୋତେ କୋର୍ଟ ମ୍ୟାରେଜ୍ କରିବାକୁ କହିଲା । ଆଉ ମୁଁ କହିଲି ତମେ ବାହା ହୋଇଛ ଆଉ ତୁମର ଦୁଇଟି ପୁଅ ଆଉ ଶାଶୁ ଶଶୁର ଅଛି ମୁଁ ବାହା ହେବିନି । 


ଆଉ ମୁଁ ମନା କରିବାରୁ ସେ ଏହିସବୁ ଘଟଣା କରୁଛନ୍ତି । ଆଉ ସେ କହୁଛନ୍ତି ମୁଁ ତାଙ୍କୁ ସବୁବେଳେ ଗୋଲାପ ଫୁଲ ଦିଏ ମୁଁ ତ ନିଜେ ଖାଇବାକୁ ପଇସା ପାଉନାହିଁ । ଆଉ ତାଙ୍କୁ ଗୋଲାପ ଫୁଲ କେଉଁଠୁ ଆଣିକି ଦେବି । ଆଉ ସେ ଯାହା କହୁଛନ୍ତି ମିଛ । ତାଙ୍କର ଆଉ ମୋ ଭିତରେ ଏମିତି କିଛି ସମ୍ପର୍କ ନାହିଁ । ଆଉ ସେ ମୋ ନାଁରେ ମିଛ କହୁଛନ୍ତି । ଆଉ ମୁଁ ପୋଲିସ ଥାନା ବି ଯାଇଥିଲି ଆଉ ସେଠି ୨ ଦିନ ରହିଥିଲି । 


ଆଉ ପୋଲିସ ଥାନାରେ ଫାଇନାଲ ହୋଇଛି କି ସେ ମୋତେ କଲ୍ କରିବେନି କି ମୁଁ ତାଙ୍କୁ କଲ୍ କରିବିନି । ଆଉ ସେ ମୋତେ ଆଉ ଫୋନ କରିବେନି ବୋଲି କହିଛନ୍ତି । ଆଉ ଏହି କଥା କେତେ ଦୂର ସତ ସେହି କଥା ପରେ ଜଣାପଡ଼ିବ ।