Movie prime

ଧରା ପଡ଼ିଲା ପ୍ରେମିକ ସହ ଓୟୋ ରେ ଖେଳ ସାମ୍ନାକୁ ଆସିଲା ବିରାଟ ସତ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଘଟଣା ବିଷୟରେ ଜାଣିଥିବେ । ଆଉ ଏମିତି ଅନେକ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଉ ଏହି ସମାଜରେ ଏମିତି ଘଟଣା ଘଟିବା ଉଚିତ୍ ନୁହେଁ । ଆଉ ଏହି ସମାଜରେ ଏମିତି ଘଟଣା ଘଟିବା ଦ୍ଵାରା ଲୋକମାନେ ବହୁତ୍ ଖରାପ କଥା ଶିଖୁଛନ୍ତି ।
ଆଉ ଏବେ ଏମିତି କିଛି ନିନ୍ଦନୀୟ ଘଟଣା ଘଟିଛି । ଲୋକମାନେ ଏମିତି କିଛି କାମ କରିବା ପୂର୍ବରୁ ଭୁଲି ଯାଉଛନ୍ତି କି ଏହା ଏକ ନିନ୍ଦନୀୟ କାମ ବୋଲି । ଆଉ ଏମିତି କିଛି କାମ କରି ଦେଉଛନ୍ତି ଯାହା ଲଜ୍ୟାଜନକ । ଆଉ ଏମିତି ଅନେକ ଘଟଣା ଏବେ ଦେଖିବାକୁ ମିଳୁଛି । ଜଣେ ମହିଳା ବିବାହ ପୂର୍ବରୁ ପ୍ରେମ କରୁଥିଲେ । ଆଉ ସେ ଅନ୍ୟତ୍ର ବିବାହ ମଧ୍ୟ କରିଥିଲେ । ଆଉ ଏହାପରେ ସେହି ମହିଳାଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲା ।
ଆଉ ଏହି ସନ୍ତାନ ହେବା ପରେ ମଧ୍ୟ ମହିଳା ଜଣକ ତାଙ୍କ ପ୍ରେମକୁ ଭୁଲି ପାରିନଥିଲେ । ଆଉ ତାଙ୍କ ପୂର୍ବତନ ପ୍ରେମିକ ମଧ୍ୟ ଦେହର ଜ୍ୱଳାରେ ଜଳୁଥିଲା । ଆଉ ଏହାପରେ ସେହି ମହିଳା ଜଣକ ତାଙ୍କ ସ୍ବାମୀ ଆଉ ଛୁଆକୁ ଧୋକା ଦେଇ ପ୍ରେମିକ ସହ ସମ୍ପର୍କ ରଖନ୍ତି । Oyo କୁ ଯାଆନ୍ତି ଆଉ ସେଠାକୁ ଅନେକ ଥର ମଧ୍ୟ ଯାଇଛନ୍ତି । ଆଉ ଯେତେବେଳେ ସେହି ମହିଳା ଜଣକ ଶୁଣିଲେ କି ତାଙ୍କ ପ୍ରେମିକର ବିବାହ ଠିକ୍ ହୋଇଯାଇଛି ।
ଆଉ ସେହି ସମୟରେ ସେହି ପ୍ରେମିକା ମହିଳା ଜଣକ ତାଙ୍କ ପ୍ରେମିକର ବିବାହ କଥାକୁ ସହି ପାରିଲେ ନାହିଁ । ଆଉ ସ୍ବାମୀ ଘରେ ନଥିବା ବେଳେ ତାର ପୁଅକୁ ଟ୍ୟୁସନ୍ ଛାଡ଼ି ଦେଇ ପ୍ରେମିକକୁ ଫୋନ କରିଥିଲା । ଆଉ ଏହାପରେ ପ୍ରେମିକ ଆସିଥିଲା । ଆଉ ତାଙ୍କ ଭିତରେ ଝଗଡ଼ା ହୋଇଥିଲା। ଆଉ ଶେଷରେ ମହିଳା ଜଣକ ଆ-ତ୍ମ-ହ-ତ୍ୟା କରିଥିଲେ । ଆଉ ତାପରେ ପ୍ରେମିକ ଏହାକୁ ଦେଖି ଡରି ଯାଇ ପ୍ରେମିକାର ଓଢଣୀକୁ ନେଇ ଅନ୍ୟତ୍ର ପକାଇ ଦେଇଥିଲେ ଯେମିତିକି ପୋଲିସ ତାଙ୍କୁ ସନ୍ଦେହ ନକରେ । କିନ୍ତୁ ପୋଲିସ ଏବେ ତାଙ୍କୁ ସନ୍ଦେହ କରି ପଚରାଉଚରା କରୁଛି ।