Movie prime

ଓଡ଼ିଆ ଗୀତିକାର ଙ୍କ ନିଆରା ପ୍ରେମ ଦେଖନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ଅନେକ ଖବର ଜାଣୁଛନ୍ତି । ଓଲିଉଡ, ବଲିଉଡ ଏବଂ ଅନ୍ୟାନ୍ୟ ସବୁ ପ୍ରକାରର ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଜାଣି ପାରୁଛନ୍ତି । ଆଉ ଏହି ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ଯାହା ସାହାଯ୍ୟରେ ଆମେ ଅନେକ ଖବର ଜାଣିପାରୁଛେ । ଆଉ ଏବେ ଓଲିଉଡ ସିଙ୍ଗର ଅର୍ପିତା ଆଉ କୁଲଦୀପଙ୍କୁ ନେଇ କିଛି ଘଟଣା ସାମ୍ନାକୁ ଆସିଛି ।
ଆପଣମାନେ ଏହି ଦୁଇ ସଙ୍ଗୀତକାରଙ୍କୁ ତ ଜାଣିଥିବେ । ତାଙ୍କର ସଙ୍ଗୀତ ବହୁତ ସୁନ୍ଦର ଆଉ ମଧୁର ହୋଇଥାଏ । ଆଉ ଏହି ଦୁଇଜଣ ଆମ ଓଲିଉଡ ପାଇଁ ଅନେକ ଅବଦାନ ଦେଇଛନ୍ତି । ଆଉ ସେମାନେ ପରସ୍ପରକୁ ବହୁତ୍ ପ୍ରେମ କରୁଥିଲେ । ଆଉ ବହୁତ ଶୀଘ୍ର ସେମାନେ ବିବାହ କରିବାକୁ ମଧ୍ୟ ଯାଉଛନ୍ତି । ଆଉ ସେମାନେ ଘରଲୋକଙ୍କୁ ରାଜି କରିବା ପରେ ଆଗକୁ ବଢିଥିଲେ ।
ଆଉ ଏକ ସାକ୍ଷାତକାରରେ ସେ ସବୁ ପ୍ରକାରର କଥା କହିଛନ୍ତି । ଆଉ ସେ ସେହି ସାକ୍ଷାତକାରରେ ତାଙ୍କ ପ୍ରେମ ବିଷୟରେ ଅନେକ କଥା କହିଛନ୍ତି । ଆଉ ଭଲପାଇବା ଜାତି ସବୁଠାରୁ ଉନ୍ନତ । ଆଉ ଭଲପାଇବାରେ ଜାତି ଦେଖାଯାଏ ନାହିଁ । ଆଉ ସବୁଠାରୁ ଭଲପାଇବା ଜାତି ଉନ୍ନତ ଅଟେ । ଆଉ ଯିଏ ଭଲପାଇବାରେ ଜାତି ଦେଖେ ସେ କଣ ଭକପାଇଥାଏ କି ? 
କୁଲଦୀପ ଆଉ ଅର୍ପିତା ତାଙ୍କ ବିବାହକୁ ନେଇ ବହୁତ ଖୁସି ଅଛନ୍ତି । ଆଉ ଏହା ସରପ୍ରାଇଜ ହେବ ବୋଲି ଅର୍ପିତା କହିଛନ୍ତି । ଆଉ ସ୍ବପ୍ନ ଦୁନିଆରେ ରହିବାକୁ ଭଲପାଆନ୍ତି ଅର୍ପିତା ଆଉ ବାସ୍ତବ ଦୁନିଆରେ ରହିବାକୁ ଭଲପାଆନ୍ତି କୁଲଦୀପ । ଆଉ ତାଙ୍କର ନିର୍ବନ୍ଧ ଏକ ସରପ୍ରାଇଜ ଥିଲା । ଆଉ ସେମାନେ ଡ଼ିସେମ୍ବର ମାସରେ ବିବାହ କରିବାକୁ ଯାଉଛନ୍ତି । ସେମାନେ ଏହି ସାକ୍ଷାତକାରରେ କିଛି ଗୀତ ମଧ୍ୟ ଗାଇଛନ୍ତି ।ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏହା ହେଉଛି ଆମ କାମନା ।