Movie prime

ମ୍ୟାଡମ ଙ୍କୁ କୁଣ୍ଢେଇଲେ ପ୍ରିନ୍ସିପାଲ୍

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଅଜବ ଘଟଣା ମାନ ଘଟୁଛି। ଯାହାକୁ କି କେହି ଲୋକ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।
ଏଭଳି ଘଟଣା ମଧ୍ୟ ଦିନକୁ ଦିନ ଖୁବ ବ୍ୟାପିବାରେ ଲାଗୁଛି। ପ୍ରତ୍ୟେକ ଦିନ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏଭଳି ଘଟଣା ସଂପର୍କ ରେ ଅନେକ ସୂଚନା ମଧ୍ୟ ପାଉଥିବେ। ତେବେ ଆମେ ଆପଣାକଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ।
ଆଜ୍ଞା ବର୍ତ୍ତମାନ୍ ସେଭଳି ଏକ ଘଟଣା ଘଟି ଯାଇଛି। ଜଣେ ପ୍ରିନ୍ସିପଲ୍ ସେହି କଲେଜ୍ ର ଜଣେ ମ୍ୟାଡମ ଙ୍କୁ ମାଡି ବସିଥିବାର ଦେଖିବାକୁ ମିଲିଛି। ଯାହାକି ଏବେ ସାରା ଅଞ୍ଚଳରେ ଚହଳ ସୃଷ୍ଟି କରିଛି।
ଏବଂ ଏକଥାକୁ ନେଇ ସେହି କଲେଜ ରେ ଏକ ବହୁତ ବଡ଼ ହଙ୍ଗାମା ମଧ୍ଯ ହୋଇଛି। ସେହି କଲେଜ୍ ର ପିଲା ମାନେ ମଧ୍ୟ କହିଛନ୍ତି କି ତାଙ୍କ ପ୍ରିନ୍ସିପାଲ ତାଙ୍କ କଲେଜ୍ ର ମ୍ୟାଡମ ଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ସେ କଲେଜ ମଧ୍ୟରେ ମଦ୍ୟପାନ ମଧ୍ଯ କରନ୍ତି।
ହେଲେ ସବୁ ଦୋଷ ସେ ପିଲା ଙ୍କ ଉପରେ ଦେଇ କୁହନ୍ତି କି ପିଲା ମାନେ ହିଁ କଲେଜ୍ କୁ ନଷ୍ଟ କରୁଛନ୍ତି ବୋଲି। ପିଲା ମାନଙ୍କ ଉପରେ ମଧ୍ୟ ସେ ମଦ୍ୟପାନ କରିବା ଭଳି କିଛି ସଙ୍ଗୀନ ଆରୋପ ମଧ୍ଯ ଲଗାଇଛନ୍ତି।
ସେ କଲେଜ୍ ର ପିଲା ମାନେ ଏହା ମଧ୍ଯ କହିଛନ୍ତି ଉକ୍ତ ଅଧ୍ୟାପକ ଜଣକ ତାଙ୍କ dipartment କୁ ମଧ୍ଯ ସଂପୂର୍ଣ୍ଣ ଭାବରେ ବଦନାମ କରିବାକୁ ଚାହୁଁଛନ୍ତି। ଏହି କଥା ଭାଇରାଲ୍ ହେବା ପରେ ପିଲା ମାନେ ମଧ୍ୟ ଏହି ଘଟଣା ପ୍ରତି
କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେମାନେ ମଧ୍ୟ ଏଥି ନିମନ୍ତେ ଗେଟ୍ ରେ ତାଲା ମଧ୍ୟ ପକାଇ ଥିଲେ। ଏଥିପାଇଁ ପିଲା ମାନେ ଏବେ ଅଭିଯୋଗ କରିଛନ୍ତି କି ତାଙ୍କୁ ସମ୍ପୁର୍ଣ୍ଣ ଭାବରେ କଲେଜ୍ ରୁ ବିତାଡିତ କରାଯାଉ।
ଏବଂ ତାଙ୍କର ଅନ୍ୟ କେଉଁ ଠାରେ ମଧ୍ଯ ପୋଷ୍ଟିଙ୍ଗ ନହେଉ। ତେବେ ଆପଣ ମାନଙ୍କୁ ଏହି ଘଟଣା ସଂପର୍କ ରେ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।