Movie prime

ମାତ୍ର ୨୦୦୦ ଟଙ୍କାରେ ଆରମ୍ଭ କରନ୍ତୁ ନୂଆ ବ୍ୟବସାୟ ଦେଖନ୍ତୁ ଖୁବ୍ କମ୍ ଲୋକ କରୁଛନ୍ତି ଓଡ଼ିଶାରେ

 
Special Report
ନମସ୍କାର ଦର୍ଶକ ବନ୍ଧୁ। ବନ୍ଧୁଗଣ ଦେଶରେ ଅହେତୂକ ଭାବରେ ବୃଦ୍ଧି ପାଉଥିବା ସମସ୍ତ ସାମଗ୍ରୀର ଦରଦାମ ସାଙ୍ଗକୁ କମ ରୋଜଗାରରେ ଘର ଚଳାଇବା କୌଣସି ସହଜ କଥା ନୁହେଁ।
ଘର ଖର୍ଚ୍ଚଠାରୁ ଆରମ୍ଭ କରି ପିଲାଙ୍କର ପାଠପଢା ବାବଦକୁ ହେଉଥିବା ଖର୍ଚ୍ଚ ପାଇଁ ଅତିରିକ୍ତ ଇନକମ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।
ଆଜି ଆମେ ଆପଣଙ୍କୁ ଏକ ଉତ୍ତମ ବ୍ୟବସାୟିକ ଧାରଣା ଦେଉଛୁ, ଯେଉଁଥିରେ ଆପଣ ଅତି ସହଜରେ ଘରେ ବସି ଅତି କମ ବିନିଯୋଗରେ ପ୍ରତିମାସରେ ଟଙ୍କା ରୋଜଗାର କରିପାରିବେ।
ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆସିଚି ଏକ ଖୁସି ଖବର ଘରେ ବସି ପ୍ରତ୍ୟେକ ବ୍ୟକ୍ତି ରୋଜଗାର କରିପାରିବେ। 
ଆପଣ ମାନେ ଦେଖି ପାରୁଥିବେ କିଛି ଟେପ୍ ଗୁଡ଼ିକ ଥୁଆ ହୋଇଛି। ଏହି ଟେପ୍ ଗୁଡ଼ିକୁ ଯେଉଁଠି କରେଣ୍ଟ ସପ୍ଲା ଯାଏ ସେଠି ଲଗାଯାଇଥାଏ ବା ଗୁଡା ଯାଇଥାଏ।
ଆକୁ ସାଧାରଣତଃ ବ୍ଲାକଟେପ୍ ବୋଲି କୁହାଯାଏ। ଏହାକୁ ନେଇ ଆପଣ ମାନେ ମଧ୍ୟ ବ୍ୟବସାୟ କରିପାରିବେ। ଓଡ଼ିଶାରେ ଯେହେତୁ ଏଇ ଜିନିଷ ତିଆରି ହେଉଛି ଆପଣ ମାନଙ୍କୁ ଭଲ ଦାମ୍ ରେ ମିଳିପାରିବ।
ଆପଣ ମାନେ ଏହାକୁ ନେଇକି ବ୍ୟବସାୟ ମଧ୍ୟ କରିପାରିବେ। ଆସନ୍ତୁ ଜାଣିବା କମ୍ପାନୀର ଡାଇରେକ୍ଟର କ'ଣ କହୁଛନ୍ତି। ବୋନମ୍ ଇଣ୍ଡୋଷ୍ଟ୍ରୀସ୍ ମ୍ୟାନେଜିଂ ଡାଇରେକ୍ଟର କମ୍ପାନୀଟି ଝାରପଡ଼ା ଜେଲ ପାଖରେ ରହିଅଛି। 
ଜେଲ ପାଖରୁ ପ୍ରାୟ ପାଖାପାଖି ୨୦୦ କିଲୋମିଟର ଭିତରେ ରହିଅଛି ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।
ବୋନମ୍ ଇଣ୍ଡୋଷ୍ଟ୍ରୀସ୍ ରେ ଏହି ଟେପ୍ ଗୁଡ଼ିକୁ ବାହାରୁ ଅଣାଯାଏ ନାହି ନିଜେ ମାନିଫାକ୍ଚର କରାଯାଏ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।
ସବୁ ଇଲେକ୍ଟ୍ରିକାଲ ଯେଉଁ ୱାରିଂ କାମ ହୁଏ ଯେଉଁଥିରେ କି ଦୁଇଟି ତାରକୁ ଯୋଡିବା ପାଇଁ ହେଲେ ବ୍ଲାକଟେପର ବ୍ୟବହାର କରାଯାଇଥାଏ ଆପଣ ମାନେ ତ ଜାଣିଥିବେ।
ଏହି ଟେପ୍ ଗୁଡ଼ିକରେ ନିଆଁ ଲଗେଇଲେ ବି ଲାଗିବ ନାହିଁ ଯଦି ବି ନିଆଁ ଲାଗିଯାଏ ତାହାଲେ ଲିଭିଯିବ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର। 
ଯଦି କୌଣସି ବ୍ୟକ୍ତି ଚାହିଁବେ ଖାଲି ଆମେ ଟେପ୍ ତିଆରି କରିବୁ ତା ସହିତ ମଧ୍ୟ ସେ ଏରିଆରେ ଡିଲରସିପ କରିବୁ ତାହାଲେ ଆମେ ଆପଣ ମାନଙ୍କୁ ଏହି ଟେପ୍ ଦେଇପାରିବୁ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।
ଗୋଟିଏ ବାକ୍ସରେ ପ୍ରାୟ ୩୦ଟି ବ୍ଲାକ ଟେପ୍ ରହିବ କିନ୍ତୁ ଖାଲି ଅଲଗା ଅଲଗା ରଙ୍ଗ ରହିଛି ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।
ଯଦି କୌଣସି ବ୍ୟକ୍ତି ଏହି ଟେପ୍ କିଣିବାକୁ ଚାହୁଁଛନ୍ତି ତା'ହେଲେ ପ୍ରାୟ ୧୦ ପ୍ୟାକେଟ ଦିଆଯାଇପାରିବ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।
ଆପଣ ମାନେ ଯଦି ଆମ ଠାରୁ ପାଖାପାଖି ୧୦ ଲକ୍ଷ ଟଙ୍କାର କଣିଲେ ତା'ହାଲେ ଆମେ ୨୨୦ରେ ଦେବୁ ବୋଲି କହିଛନ୍ତି କମ୍ପାନୀ ଡାଇରେକ୍ଟର।