Movie prime

ଆସିଲା ମି ପୁଚ ପୁଚ୍ ଙ୍କ ବାହାଘର କାର୍ଡ

 
Special report
ଆପଣମାନେ ଓଡ଼ିଆ ହାସ୍ୟ ଅଭିନେତ୍ରୀ ମି ପୁଚ ପୁଚ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ମଜାଳିଆ କଥାରେ ଦର୍ଶକ ମାନଙ୍କୁ ବହୁତ ହସାଇ ଥାନ୍ତି।ଏବଂ ସୋସିଆଲ ମିଡିଆରେ ତାଙ୍କର ଅନେକ ମଜାଳିଆ ଭିଡିଓ ଭାଇ ରାଲ ହୋଇଥାଏ।
ଆପଣମାନେ ଜାଣିଥିବେ କିଛି ଦିନ ତଳେ ତାଙ୍କର ନିର୍ବନ୍ଧ ସରିଛି। ସେଥିପାଇଁ ଅଭିନେତ୍ରୀ ମି ପୁଚ ପୁଚ ବହୁତ ଖୁସି ଅଛନ୍ତି।ବର୍ତ୍ତମାନ ତାଙ୍କ ବାହାଘର କାର୍ଡ ମଧ୍ୟ ଛପା ହୋଇସାରିଲାଣି।
ଅଭିନେତ୍ରୀ ମି ପୁଚ ପୁଚ ବହୁତ ଭଲ ଅଟନ୍ତି।ଯିଏ ଯେତେ ଦୁଃଖରେ ରହିଥିଲେ ମଧ୍ୟ ସେ ହସାଇ ଦେଇଥାନ୍ତି।ସେ ଛୋଟ ପିଲାଙ୍କ ଭଳି ହୋଇଥାନ୍ତି।ତାଙ୍କୁ ଯେତେବେଳେ ଯିଏ ବୁଝାଇଥାନ୍ତି ତାଙ୍କୁ ଛୋଟ ପିଲାଙ୍କ ପରି ବୁଝାଇବାକୁ ପଡେ।
କିନ୍ତୁ ବେଳେ ବେଳେ କିଛି କଥା ଅଧିକ ଚିନ୍ତା କରିଥାନ୍ତି।ଆପଣମାନେ ଜାଣିଥିବେ ଅଭିନେତ୍ରୀ ମି ପୁଚ ପୁଚ ତାଙ୍କ ଭାଇଙ୍କ ସହିତ ମଧ୍ୟ ଅନେକ ଭିଡିଓ କରିଛନ୍ତି।
ତାଙ୍କ ଭାଇ ସବୁ ଭିଡିଓ ରେ ଅଭିନେତ୍ରୀ ମି ପୁଚ ପୁଚ ଙ୍କ ଠାରୁ ମାଡ଼ ଖାଇଥାନ୍ତି।ବର୍ତ୍ତମାନ ମି ପୁଚ ପୁଚ ତାଙ୍କ ଭାଇଙ୍କ ସହିତ ପତିଲି କମରୀୟା ଭିଡିଓ ରେ ଅଭିନୟ କରିଛନ୍ତି।
ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ତାଙ୍କ ବାପା ଜଣେ ମଧ୍ୟ ବରିଷ୍ଠ ହାସ୍ୟ ଅଭିନେତା ଅଟନ୍ତି।ଆପଣମାନେ ଜାଣିଥିବେ ବାହାଘର କାର୍ଡ ରେ ପୁଅ ଝିଅ ଙ୍କ ଫଟୋ ରହିଥାଏ।
କିନ୍ତୁ ଅଭିନେତ୍ରୀ ମି ପୁଚ ପୁଚ ଙ୍କ ବାହାଘର କାର୍ଡ ରେ ତାଙ୍କ ବାପା ଆଉ ଶଶୁର ଙ୍କ ଫଟୋ ରଖିଛନ୍ତି।କାରଣ ସେ ତାଙ୍କୁ ବହୁତ ଭଲ ପାଆନ୍ତି।
ଆଉ ସେହି ଫଟୋ ତଳେ ତାଙ୍କ ବାପା ଯେଉଁ କଥା କହିଥିଲେ "ବନ୍ଧୁ ଥିଲେ ଏବେ ସମୁଦି ହେଲେ"ଲେଖା ହୋଇଛି।ଅଭିନେତ୍ରୀ ମି ପୁଚ ପୁଚ ଙ୍କ ବାହାଘର ଫେବୃଆରୀ ମାସରେ ହେବାକୁ ଯାଉଛି।ଏହାଶୁଣି ସମସ୍ତେ ବହୁତ ଖୁସି ହୋଇଛନ୍ତି।