Movie prime

ବାହା ହେବେ Me Puch Puch ସରିଲା ନିର୍ବନ୍ଧ ଦେଖନ୍ତୁ କାହାକୁ ବାହା ହେବେ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ସୋସିଆଲ ମିଡ଼ିଆ ସାହାଯ୍ୟରେ ଅନେକ ଖବର ଜାଣି ପାରୁଥିବେ । ଆପଣମାନେ ସମସ୍ତେ ୟୁଟ୍ୟୁବରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ଅନେକ ପ୍ରକାରର ରୋଷେଇ ଭିଡିଓ, ନାଚ ଭିଡିଓ, ଗୀତ ଭିଡିଓ ଏବଂ ଅନେକ ପ୍ରକାରର କମେଡି ଭିଡିଓ ଦେଖୁଥିବେ । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣମାନେ ଜଣେ କମେଡିଆନଙ୍କର ନିର୍ବନ୍ଧ ଦେଖିପାରିବେ ।
ଆପଣମାନେ ସମସ୍ତେ ତ ୟୁଟ୍ୟୁବରେ କମେଡି ଭିଡିଓ କରି ଫେମୋସ୍ ହେଇଥିବା ମିଁ ପୁଚପୁଚକୁ ଜାଣିଥିବେ ।
ଏହି ଯୁବତୀ ଜଣକ ସୋସିଆଲ ମିଡିଆରେ ଫେମୋସ ହେବା ପାଇଁ ଅନେକ ପ୍ରକାରର କମେଡି ଭିଡିଓ ବନାଇଛନ୍ତି ।
ଏହି କମେଡିଆନ୍ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କ ଠାରୁ ଅନେକ ଭଲପାଇବା ପାଇଛନ୍ତି । ଏହି କମେଡିଆନ୍ ଜଣକ ବିଭିନ୍ନ କଥା କହି ଲୋକଙ୍କୁ ହସାଇ ଥାଆନ୍ତି ।
ସେ ମୁହଁକୁ ଏକ ପ୍ରକାରର ଫିଲଟରରେ ପକାଇ ଏକ ଅଦ୍ଭୁତ ପ୍ରକାରର ମୁହଁକୁ କରି ଭିଡିଓ ବନାଇ ଥାଆନ୍ତି । ଆଉ ସେହି ଭିଡିଓରେ ତାଙ୍କ ମୁହଁର ଓଠ ଅଂଶ ବଡ ହୋଇଥାଏ । ଏହି ଫିଲଟରରେ ଦାନ୍ତ ଭାଗ ବହୁତ ବଡ ହୋଇଥାଏ । 
ଆଉ ଏହି ଫିଲଟର ସେ ସ୍ନାପଚାଟ ନାମକ ଏକ ଆପ ଅଛି ଯାହା ଦ୍ଵାରା ସେ ଏହି ଭିଡିଓ ସବୁ ବନାଇ ଥାଆନ୍ତି । ଆଉ ଏହି ଭିଡିଓ ବନାଇ ସେ ଲୋକଙ୍କୁ ଅନେକ କଥା କହିଥାନ୍ତି ଯାହା ଶୁଣିଲେ ଯେ କେହିବି ହସିବ ।
ଏହି କମେଡିଆନ ଜଣଙ୍କୁ ନେଇ ଏକ ଭଲ ଖବର ଆସିଛି । ଏହି କମେଡିଆନ ଜଣଙ୍କ ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି କମେଡିଆନ ଜଣଙ୍କର ଆଜି ନିର୍ବନ୍ଧ ସରିଲା ।
କମେଡିଆନ ମିଁ ପୁଚପୁଚ ବହୁତ ଜଲଦି ଏକ ରୁ ଦୁଇ ହେବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଜଣକ ଏକ ଅଭିନବ ଉପାୟରେ ତାଙ୍କ ଭିଡିଓ ବନାଇ ଥାଆନ୍ତି ।
ଏହି କମେଡିଆନ୍ ମିଁ ପୁଚପୁଚ ତାଙ୍କ ନିର୍ବନ୍ଧରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ତାଙ୍କ ଭାବି ସ୍ଵାମୀ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଏବେ କମେଡିଆନ୍ ମିଁ ପୁଚପୁଚଙ୍କର ନିର୍ବନ୍ଧ ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାକୁ ଲାଗିଛି ।
ଏହି ଭିଡିଓକୁ ଦେଖି ଦର୍ଶକମାନେ ବହୁତ ଖୁସି ଅଛନ୍ତି । ଏହି ସମ୍ପର୍କରେ କମେଡିଆନ୍ ମିଁ ପୁଚପୁଚ କିଛି କହି ନାହାଁନ୍ତି ।
ସୋସିଆଲ ମିଡିଆରେ ଏବେ ଏହି ଚର୍ଚ୍ଚା ଚାଲୁଛି । ବହୁତ ଶୀଘ୍ର କମେଡିଆନ୍ ମିଁ ପୁଚପୁଚ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ବିବାହ ଡେଟ୍ ଠିକ୍ ହେଉନାହିଁ ।