Movie prime

Swiggy Boy ଙ୍କୁ ମାରିଲା କିଏ ସବୁଠାରୁ ବଡ ପ୍ରଶ୍ନବାଚୀ ସନ୍ଧାନ ରେ ପୋଲିସ ଲ କଲେଜ ସାମ୍ନାରୁ ମର ଶ-ରୀର ଉଦ୍ଧାର

 
Swiggy Boy
ବର୍ତ୍ତମାନ୍ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ସହରରେ। କଟକ ସହରରେ ହୋଇଛି ଏକ ସ୍ଵିଗି ବଏଙ୍କ ହତ୍ୟା। ପ୍ରଶ୍ନ ଉଠୁଛି ସ୍ୱିଗି ବଏଙ୍କୁ ମାରିଲା କିଏ ? ଏହା ହତ୍ୟା କି ଦୁର୍ଘଟଣା ତାହା ସ୍ପଷ୍ଟ ଭାବରେ ଜଣା ପଡିନାହିଁ । ପୋଲିସ ର ତଦନ୍ତ ପରେ ହିଁ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ଭାବରେ ଜଣା ପଡ଼ିବ । 
କଟକରେ ଜଣେ ସ୍ଵିଗି ଡେଲିଭରି ବୟଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତ ଦେହଟି ସିଡ଼ିଏ ଅଞ୍ଚଳ ର ବୋଲି ପୋଲିସ ସୂଚନା ପାଇଛି । ଏବଂ ଲ' ୟୁନଭରସିଟି କଲେଜ ସମ୍ମୁଖରେ ସନ୍ଦେହଜନକ ଭାବରେ ସ୍ଵିଗି ବାୟଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। 
ଗତକାଲି ମାଙ୍କୁ ନେଇ ମନ୍ଦିର ଯାଇଥିଲେ ସ୍ଵିଗି ବଏ। ମନ୍ଦିରରୁ ଫେରିବା ପରେ ଡେଲିଭରି ଦେବାକୁ ଆସିଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଘରକୁ ଆଉ ଫେରିନଥିଲେ ସ୍ଵିଗି ବୟ । ଅଧା ବାଟରେ ତାଙ୍କର ପ୍ରାଣ ଚାଲିଯାଇଥିଲା । 
ତେବେ କିଭଳି ହେଲା ସ୍ଵିଗି ବଏ ଙ୍କ ମୃତ୍ୟୁ ? ତାଙ୍କୁ କିଏ ମାରି ଦେଇଛି ନା ଅଜଣା ଗାଡ଼ି ଧକ୍କାରେ ତାଙ୍କର ପ୍ରାଣ ଚାଲିଯାଇଛି । ଯାହାର ଖୋଲତାଳ କରୁଛି ପୋଲିସ । ତେବେ ପୋଲିସ ର ତଦନ୍ତ ରୁ ହିଁ ସ୍ପଷ୍ଟ ଜଣା ପଡ଼ିବ ସ୍ଵିଗି ବଏଙ୍କ ମୃତ୍ୟୁ କିପରି ହୋଇଛି ।