Movie prime

ମୋତେ ଖରାପ କହିବା ଆଗରୁ ଅନ୍ୟ କୁ ଦେଖ, ମୋ ଭଳିଆ ହଜାର ହଜାର ଅଛନ୍ତି ଭୁବନେଶ୍ୱର ରେ, ତାଙ୍କୁ ତ କିଛି କହୁନ ମତେ କାଈ କହୁଛ

 
Special report
ଆପଣମାନେ ନିଶା ମହାରଣା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ।ସେ ରିଲ୍ସ୍ କରି ସୋସିଆଲ ମିଡିଆରେ ଫେମସ୍ ହୋଇଛନ୍ତି।କିନ୍ତୁ ସେ ଯେଉଁ ଭଳି ଭାବରେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ଅଭିନୟ କରିଥାନ୍ତି ଅନେକ ଦର୍ଶକ ମାନଙ୍କୁ ଭଲ ଲାଗେ ନାହିଁ।
ବର୍ତ୍ତମାନ ନିଶା ଏକ ସାକ୍ଷାତକାର ରେ କହିଛନ୍ତି ଯେ ଭୁବନେଶ୍ୱର ରେ ଏବେ ପୁରୁଷ ବେଶ୍ୟା ଙ୍କ ଡିମାଣ୍ଡ ଅଧିକ। ଆଗ ଯୁଗରେ ଏସବୁ କିଛି ନଥିଲା।
ବର୍ତ୍ତମାନ କିନ୍ତୁ ଲୋକମାନେ କିଏ ଛିଡ଼ା ହୋଇଥିଲେ ମଧ୍ୟ ଯାହାକୁ ଦେଖିବେ ସେମାନେ କିଶ୍ କରି ଦେଉଛନ୍ତି।ଏସବୁ ନିଶା ତାଙ୍କ ନିଜ ଆଖିରେ ଦେଖୁଛନ୍ତି।
କିନ୍ତୁ ଏଭଳି କଥା ଯେତେବେଳେ ସେ କହୁଛନ୍ତି ଦର୍ଶକ ମାନେ ତାଙ୍କୁ ନାରୀ ଜାତି ପାଇଁ କଳଙ୍କ ବୋଲି କହୁଛନ୍ତି।ଯେଉଁ ନାରୀ ପାଟି ଫିଟାଇବେ,ଆଉ କହିବେ,ଯେଉଁ ନାରୀ ଦେଖିବେ ସେହି ନାରୀ ଦୁନିଆ ପାଇଁ ହେଉଛନ୍ତି ଖରାପ।
ଯେଉଁ ଝିଅ ଆଉ ବୋହୁ ମାନେ ସାଲୁଆର୍ କୁର୍ତୀ ପିନ୍ଧି ରାତିରେ ପର ପୁରୁଷ ଙ୍କ ପାଖରେ ଯାଇ ରାତି କାଟୁଛନ୍ତି ଆଉ ସକାଳ ହେଲେ ଚାଲି ଯାଉଛନ୍ତି ସେମାନେ ହେଉଛନ୍ତି ସତୀ ସାବିତ୍ରୀ।
ବାଣୀ ବିହାର ରେ ଦେଖିବେ ଯେଉଁ ସ୍ତ୍ରୀ ଲୋକ ମାନଙ୍କର ସ୍ଵାମୀ ବାହାରେ ଯାଇ କାମ କରୁଛନ୍ତି ସେହି ସ୍ତ୍ରୀ ଲୋକ ମାନେ ପର ପୁରୁଷ ଙ୍କ ସହିତ ଦେଖା କରିବା ପାଇଁ ଯାଉଛନ୍ତି।ଏହି କଥା ସମସ୍ତେ ଜାଣିଛନ୍ତି।
ଭୁବନେଶ୍ୱର ରେ ଯାହା ହୋଇଥାଏ ସମସ୍ତେ ସବୁ ଦେଖିଥାନ୍ତି ଆଉ ଜାଣିଥାନ୍ତି।ଯେତେ ବି ଯୁବକ ଅଛନ୍ତି ସମସ୍ତେ ଷଷ୍ଠ ରୁ ନଷ୍ଟ ଅଟନ୍ତି।ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ସ୍ତ୍ରୀ ର ସ୍ବାମୀ ଥାଇ ମଧ୍ୟ ପର ପୁରୁଷ ଙ୍କ ସହିତ ସମ୍ପର୍କ ରଖିଛନ୍ତି
ଆଉ ସ୍ବାମୀ ଙ୍କ ର ସ୍ତ୍ରୀ ଥାଇ ମଧ୍ୟ ଅନ୍ୟ କାହା ସହିତ ରହୁଛନ୍ତି।ଏଭଳି ଘଟଣା ଓଡ଼ିଶାରେ ଚାଲିଛି।କିନ୍ତୁ ନିଶା କହିଛନ୍ତି ତାଙ୍କୁ ବହୁତ ଖରାପ ଆଉ କଳଙ୍କ ବୋଲି କହୁଛନ୍ତି।