Movie prime
ବୋହୂ ଧାରଣା ଦେବାରୁ ଜୀବନ ହାରିଲେ ଶାଶୁ ଦେଖନ୍ତୁ ଘଟଣା ଥିଲା କେତେ ଭୟଙ୍କର
 
Special Report
ନମସ୍କାର ପାଠକ ବନ୍ଧୁ ଗଣ।ବର୍ତ୍ତମାନ ଜଣେ ବୋହୂ ତାଙ୍କ ଶାଶୁଘର ଆଗରେ ଧାରଣା ଦେଇଛନ୍ତି।ଏସବୁ ଦେଖି ଶାଶୁ ଜଣଙ୍କ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି ବୋଲି ଜଣାପଡିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ବୋହୂ ଜଣଙ୍କ ଆଉ ଜଣଙ୍କ ସାଥିରେ ସ୍ବାମୀଙ୍କ ଘର ଆଗରେ ବସି ରହିଛନ୍ତି।ଏଭଳି ଜଣଙ୍କ ଘର ଦୁଆରେ ବସିବା କିଛି ନୂଆ କଥା ନୁହେଁ।ଏଭଳି ଘଟଣା ବର୍ତ୍ତମାନ ସମୟରେ ବହୁତ ଦେଖିବାକୁ ମିଳିଛି।
ସମସ୍ତେ କହୁଛନ୍ତି ଯେ ଧାରଣା ଦେଲେ ବୋହୂ, ଆ-ତ୍ମ-ହ-ତ୍ୟା କରିଲେ ଶାଶୁ।ବର୍ତ୍ତମାନ ଏହି ଘଟଣା ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଶାଶୁଙ୍କ ଝିଅ ବହୁତ ଜୋରେ କାନ୍ଦୁଥିବାର ଦେଖିବାକୁ ମିଳିଛି।ସେ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ତାଙ୍କ ବୋହୂ ହିଁ ତାଙ୍କ ମା କୁ ମାରିଦେଲା।ବୋହୂ ଜଣଙ୍କ ଧାରଣା ରେ ବସି ମଧ୍ୟ ବାହାରେ ଝଗଡ଼ା କରୁଛନ୍ତି।
ସ୍ବାମୀ ଜଣଙ୍କ କହିଛନ୍ତି ଯେ ସେ ୨୦୨୦ ରେ ବିବାହ କରିଥିଲେ।ଏହାପରେ ବାହାଘର ରେ ଯାହା ନିୟମ ରହିଥାଏ ସବୁକିଛି କରିଲେ।ଏହାପରେ ବ୍ୟକ୍ତି ଜଣଙ୍କ ତାଙ୍କ କାମରେ ଚାଲିଗଲେ।ମହିଳା ଜଣଙ୍କ ମଧ୍ୟ ରୀତିନୀତି ଅନୁସାରେ ତାଙ୍କ ବାପ ଘରକୁ ଯାଇଥିଲେ।ଏହାପରେ ସେ ତାଙ୍କ ଘରୁ ଆଉ ଆସିଲେ ନାହିଁ।ବ୍ୟକ୍ତି ଜଣଙ୍କ ବହୁତ ଅନୁରୋଧ କରିଥିଲେ ମଧ୍ୟ ମହିଳା ଜଣଙ୍କ ଆସି ନଥିଲେ।ଏହାପରେ ମହିଳା ଜଣଙ୍କ କହିଲେ ତାଙ୍କର ପଇସା ଦରକାର।
ସେ ତାଙ୍କ ବାପା ମା ଙ୍କ ସହିତ ରହି ପାରିବେ ନାହିଁ।ଏହାପରେ ମହିଳା ଥାନାରେ କେଶ୍ କରିଲେ।ସେମାନେ କିନ୍ତୁ ବହୁତ ବୁଝାଇ ଥିଲେ କିନ୍ତୁ ମହିଳା ଜଣଙ୍କ ବୁଝି ନଥିଲେ।ବ୍ୟକ୍ତି ଜଣଙ୍କ ଏହାପରେ ଛାଡ଼ପତ୍ର ପାଇଁ ଦୁଇ ମାସ ତଳେ କେଶ୍ କରିଥିଲେ।ମହିଳା ଜଣଙ୍କ ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କୁ ଡାକି ଧମକ ଦେଇଛନ୍ତି।ମାରିଦେବେ,ବୋମା ପକାଇଦେବେ ବୋଲି କହିଛନ୍ତି।ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି।