Movie prime

ନମିତା ଅଗ୍ରୱାଲ ଙ୍କୁ ଖୁଆଇ ଦେଲେ ପୁଅ ଦେଖନ୍ତୁ ନମିତା ଅଗ୍ରୱାଲ ଙ୍କ ସହ ଏହି ଖୁସିର ମୁହୂର୍ତ୍ତ

 
Viral News
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ନମିତା ଅଗ୍ରୱାଲ୍ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣି ଥିବେ ସେ ଓଡ଼ିଆ ସିନେ ଜଗତ ଏକ ଲୋକ ପ୍ରିୟ ସିଙ୍ଗର।
ତାଙ୍କ ର ଭକ୍ତି ଭରା ଗୀତ ଶୁଣିବା ଦ୍ବାରା ମନ ରେ ସକରାତ୍ମକ ଶକ୍ତି ସୃଷ୍ଟି ହେଉଛି। ଏହି ଗୀତ ଟି ଶୁଣିବା ମାତ୍ରେ ମନ ରେ ଏକ ଖୁସି ଆସି ଯାଏ । ସେ ବହୁତ ସାରା ଓଡ଼ିଆ ଆଲବମ୍ , ଭଜନ , ଆଉ ଓଡ଼ିଆ ସିନେମା ରେ ଗୀତ ଗାଇ ସାରିଛନ୍ତି । 
ନମିତା ଅଗ୍ରୱାଲ୍ ଙ୍କ ଉପରେ ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାକୁ ଲାଗୁଚି ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି।
ବନ୍ଧୁଗଣ ନମିତା ଅଗ୍ରୱାଲ୍ ଙ୍କ ର ନାଁ ବହୁତ ଆଗରୁ ସୁପରିଚିତ ଅଟେ। ନମିତା ଅଗ୍ରୱାଲ୍ ଛୋଟ ବେଳୁ ଗୀତ ଗାଇବାକୁ ପସନ୍ଦ କରୁ ଥିଲେ। ସେ ବହୁତ ସାରା ସୁପରହିଟ୍ ଗୀତ ଗାଇ ଥିଲେ। 
ପରେ ସେ ସୀତାରାମ୍ ଅଗ୍ରୱାଲ୍ ଙ୍କୁ ବିବାହ କରି ଥିଲେ। ନମିତା ଅଗ୍ରୱାଲ୍ ଓ ସୀତାରାମ୍ ଅଗ୍ରୱାଲ୍ ଙ୍କ ର ନିଜର ବହୁତ ଚ୍ୟାନେଲ୍ ମଧ୍ୟ ଅଛି ।
ତେବେ ବର୍ତ୍ତମାନ ସମୟରେ ନଜର ରେ ଆସିଛନ୍ତି ନମିତା ଅଗ୍ରୱାଲ୍ ତାଙ୍କ ପୁଅ ଙ୍କ ସହିତ। ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ନମିତା ଅଗ୍ରୱାଲ ଙ୍କୁ ତାଙ୍କ ପୁଅ ଖୁଆଉ ଥିବାର ଦୃଶ୍ୟ। 
ବନ୍ଧୁଗଣ ନମିତା ଅଗ୍ରୱାଲ ନିଜ ଦୁଇ ହାତ ରେ ମେହେନ୍ଦି ଲଗାଇଛନ୍ତି ଓ ଯାହା ଫଳ ରେ କି ତାଙ୍କ୍ ପୁଅ ତାଙ୍କୁ ଖୁଆଇ ଦେଉ ଥିବାର ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.