Movie prime

ମୁଁ କହିଦେଲି ବୋଲି ମୁଁ ଖରାପ ତମେ ଯୋଉ ମୋବାଇଲ ରେ ଦେଖୁଛ ସେଟା କଣ - ନିଶା ମହାରଣା

 
Vi

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ହେବ ଜଣେ ମଡେଲର ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ କି ସେ କହିଥିଲେ ସେ ସନି ଲିଓନ ଙ୍କ ଭଳି ହେବାକୁ ଚାହୁଁଛନ୍ତି।

ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ତାଙ୍କୁ ଅନେକ ଟ୍ରୋଲ କରାଯିବା ସହ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏବେ ସେହି ସମ୍ପର୍କ ରେ ପୁନର୍ବାର ଏହି ମଡେଲ ଜଣକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି କି ସରକାର ବ୍ୟାନ କରୁଥିଲେ ସୁଦ୍ଧା ପୁଣି କଣ ପାଇଁ ଗୁଗଲ ରେ ସର୍ଚ୍ଚ କରି ବର୍ତ୍ତମାନ୍ ପିଲା ମାନେ ସେହି ଭିଡ଼ିଓ ସବୁ ଦେଖୁଛନ୍ତି।
ହେଲେ ମଡେଲର ଜଣକ ନିଜ ମୁହଁ ରେ ତାହାକୁ କହିଦେଲେ ବୋଲି ଲୋକ ମାନେ ତାଙ୍କୁ ଅନେକ ଟ୍ରୋଲ୍ କରିବାରେ ଲାଗି ପଡ଼ିଛନ୍ତି।ମଡେଲର ଜଣକ ଏହା ମଧ୍ଯ କହିଛନ୍ତି କି ଯେଉଁ ଝିଅ ଓପନଲି କହିବ ସେ ହଉଛି ଖରାପ୍ ,ମାତ୍ର ଯିଏ ଲୁଚିକି କରିବ ସେ ହେଉଛି ଭଲ।
ସେ ଏକ ଚ୍ୟାନେଲ ରୁ ଶୁଣିଛନ୍ତି କି ତାଙ୍କ ଭିଡିଓ କୁ କୁହା ଯାଉଛି କି ଛୋଟ ପିଲା ଙ୍କୁ ସେହି ଭିଡିଓ ନ ଦେଖେଇବା ପାଇଁ।
ସେ ଏହା ପ୍ରଶ୍ନ କରିଛନ୍ତି କି ଯେତେବେଳେ ଜଣେ ସ୍ତ୍ରୀ ଲୋକ ଆସଂଯତ ଭାବରେ ଶାଢ଼ୀ ପିନ୍ଧୁଚି ସେତେବେଳେ ତାଙ୍କୁ କିଛି ହେଲେ କୁହା ଯାଉ ନାହିଁ କଣ ପାଇଁ? କିନ୍ତୁ ଯେତେବେଳେ କି ସେ ହେଉଛନ୍ତି ଜଣେ ମଡେଲର ତାଙ୍କୁ ଏଭଳି ପୋଷାକ ପିନ୍ଧିବାର ମଧ୍ଯ ଅନୁମତି ଅଛି ହେଲେ ତାଙ୍କୁ ଏଭଳି କଥା କୁହା ଯାଉଛି।
ସେ ଏହା ମଧ୍ଯ କହିଛନ୍ତି କି ଛୋଟ ଡ୍ରେସ ପିନ୍ଧିଲେ ବ-ଳା-ତ୍କା-ର କରାଯାଏ ବୋଲି ଏକ ଭାବନା ହେଉଛି ଭୁଲ ଭାବନା। ଯଦି ସେଭଳି ହୁଅନ୍ତା ତେବେ ଗୋଟେ ଛଅ ବର୍ଷ ର ସାନ ଝିଅ ସହ ବ-ଳା-ତ୍କା-ର କରାଯାଇ ନଥାନ୍ତା।
ଏହା ସବୁ ମଣିଷର ମାନସିକତା ଉପରେ ହିଁ ନିର୍ଭର କରେ। ତେବେ ଆପଣଙ୍କୁ ଏହା କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।