Movie prime

ସାହାଯ୍ୟ ଆଳ ରେ ନିଶା କରିଥିଲା ମାଷ୍ଟର ପ୍ଲାନ୍.. ପ୍ରଥମେ ଗାଳି ଦେବି ତାପରେ ସାହାଯ୍ୟ କରି ଘୋଡେ଼ଇ ଦେବି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିଶା ମହାରଣା ଙ୍କ ମାମଲା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦିନକୁ ଦିନ ତାଙ୍କ ନାମରେ ଅନେକ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି।
ପ୍ରତ୍ୟେକ ଦିନ ତାଙ୍କ ସମ୍ପର୍କିତ ଖବର ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଏବଂ ଏହା ମଧ୍ଯ ଖୁବ୍ ଭାଇରାଲ୍ ହେବାରେ ଲାଗୁଛି। ନିଶା ମହାରଣା ଙ୍କ ମିଡିଆ ସାମ୍ନାରେ ଦେଇଥିବା,
 ସେହି ପ୍ରତିକ୍ରିୟା ଏବେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି। ଏହି ପ୍ରତିକ୍ରିୟା ପ୍ରତି ଅନେକ ଲୋକ ମାନେ ମଧ୍ୟ ଅନେକ ପ୍ରକାରର ମନ୍ତବ୍ୟ ରଖିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ଟ୍ରୋଲ ମଧ୍ଯ କରାଯାଉଅଛି।
ତେବେ ଆପଣ ମାନେ ଜାଣିଥିବେ କି ନିଶା ମହାରଣା କେନ୍ଦ୍ରାପଡ଼ା ରେ କିଡନୀ ରୋଗ ରେ ପୀଡ଼ିତ ଥିବା ସଞ୍ଜୟ ଙ୍କୁ ଖୁବ୍ ସାହାଯ୍ୟ କରିଥିଲେ। ଏହାପରେ ଏହି ଖବର ଚାରି ଆଡେ ପ୍ରସାରିତ ହୋଇଥିଲା।
ଏବଂ ସମସ୍ତେ ତାଙ୍କୁ ମଧ୍ଯ ଖୁବ ପ୍ରଶଂସା କରିଥିଲେ। ଏହା ମଧ୍ଯ କହିଥିଲେ କି ନିଶା ମହାରଣା ଙ୍କ ଏକ ବଡ଼ ହୃଦୟ ଅଛି। ଏହି କଥା ମଧ୍ଯ ସୋସିଆଲ ମିଡ଼ିଆ ରେ ବେଶ କିଛି ଦିନ ହେବ ଖୁବ୍ ଭାଇରାଲ୍ ହେବାରେ ଲାଗିଲା।
ମାତ୍ର ଏହାପରେ ନିଶା ମହାରଣା ଙ୍କ ସମ୍ପର୍କ ରେ ଏଭଳି କିଛି ଖବର ସାମ୍ନାକୁ ଆସିଥିଲା ଯାହାକି ସମସ୍ତଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରି ପକାଇ ଥିଲା। ଜଣା ପଡିଥିଲା କି ନିଶା ମହାରଣା ତାଙ୍କର,
ନାମ ବଦଳାଇ ଦେଇଛନ୍ତି। ସେ ମଲ୍ଲିକ କୁ ମହାରଣା କରି ଦେଇଛନ୍ତି। ଏହାପରେ ଏକ ସମାଜସେବୀ ଙ୍କ ସହ ସେ ଯେଉଁଭଳି ଭାବରେ ଅଭଦ୍ରାମୀ ରେ କଥା ହେଉଛନ୍ତି ଏହାପରେ ଲୋକ ମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।
ଲୋକେ କହୁଛନ୍ତି କି ନିଶା ମହାରଣା କେବଳ ଭଲ ହେବାର ନାଟକ କରୁଛନ୍ତି। ଲୋକ ମାନଙ୍କ ଆଖି ସାମ୍ନାରେ ଭଲ ହେବା ପାଇଁ ମଧ୍ୟ ସେ ସଞ୍ଜୟ ଙ୍କୁ ସାହାଯ୍ୟ କରିଛନ୍ତି। ତେବେ ଆପଣଙ୍କୁ କଣ ଲାଗୁଛି ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।