Movie prime

ଯିଏ ବି ଏହି ଲଙ୍ଗୁଳି ନିଶା ମହାରଣା କୁ ଖୋଜି ଆଣି ଦେବ ତାକୁ ମୁଁ ୧୦ ହଜାର ଟଙ୍କା ଦେବି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ତଥା ମଡେଲର ନିଶା ମହାରଣା ଙ୍କ କଥା ଦିନକୁ ଦିନ ଖୁବ ତେଜିବାରେ ଲାଗିଲାଣି। ଅନେକ ଲୋକ ମାନେ ମଧ୍ଯ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରି ସାରିଛନ୍ତି।
କାରଣ ନିଶା ମହାରଣା ସେଭଳି କିଛି କଥା କହିଛନ୍ତି। ସେ ସନି ଲିଓନ ହେବାକୁ ଚାହୁଁଥିବା ବେଳେ ତାଙ୍କ ପାଇଁ ଓଡ଼ିଶାକୁ ବାହାର ଲୋକ ମାନେ ଚିହ୍ନିବେ ବୋଲି ମଧ୍ୟ କହିଛନ୍ତି।
ନିଶା ମହାରଣା ଙ୍କ ଏଭଳି କଥା ଏବେ ବେଶ ଚର୍ଚ୍ଚାର ବିଷୟ ମଧ୍ଯ ପାଲଟିଛି। ଏହା ଉପରେ ଦିନକୁ ସାଧାରଣ ଜନତା ଙ୍କ ସହ ଅନେକ ସମାଜସେବୀ ମାନେ ମଧ୍ୟ ପ୍ରତିକ୍ରିୟା ଦେବା ଆରମ୍ଭ କରି ସାରିଲେଣି।
ଏହି ସମ୍ପର୍କ ରେ ଜଣେ ସମାଜ ସେବୀ ଏହା କହିଛନ୍ତି କିଯଦି ନିଶା ମହାରଣା ତାଙ୍କୁ ମିଲିଯିବେ ତେବେ ସେ ପୁରସ୍କାର ରାଶି ସ୍ୱରୂପ ଦଶ ହଜାର ଟଙ୍କା ଦେବେ ବୋଲି କହିଛନ୍ତି।
ଏବଂ ସେ କହିଛନ୍ତି କି ତାଙ୍କୁ ନିଶା ମହାରଣା ଯେମିତି ବି ହେଉ ମିଳିବା ଦରକାର୍। ଜଣେ ବିବାହିତ ନାରୀ ଘରେ ନିଶା ମହାରଣା ର ପୋଛା ମାରିବାର ମଧ୍ଯ ଔକାତ୍ ନାହିଁ ବୋଲି ମହିଳା ଜଣକ କହିଛନ୍ତି।
ଘରେ ଯେଉଁମାନେ କାମ କରୁଛନ୍ତି ତାଙ୍କର ଇଜ୍ଜତ ଅଛି ମାତ୍ର ଏହି ନିଶା ମହାରଣା ର ଇଜ୍ଜତ ମହତ କିଛି ନାହିଁ ବୋଲି ସମାଜସେବୀ ଜଣକ କହିଛନ୍ତି। ଲୋକ ମାନେ କେହି ମଧ୍ୟ ନିଶା ମହାରଣା ଙ୍କୁ,
ଘରେ କାମ କରିବାକୁ ଦେବେ ନାହିଁ। ସେମାନେ ନିଶା ମହାରଣା ଙ୍କ କଥା ବାର୍ତ୍ତା ଶୁଣି ଡରି ଯାଇଥିବେ। ଏହି ସମାଜସେବୀ ଜଣକ ଏଭଳି ଅନେକ କଥା ନିଶା ମହାରଣା ଙ୍କ ସମ୍ପର୍କ ରେ କହିଛନ୍ତି।
ଏବଂ ନିଶା ମହାରଣା ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ ସେ ସେହି ବ୍ୟକ୍ତି ଙ୍କୁ ଦଶ ହଜାର ଟଙ୍କା ଦେବେ ବୋଲି କହିଛନ୍ତି। ତେବେ ଆପଣଙ୍କ ନିଶା ମହାରଣା ଙ୍କ ପ୍ରତି ପ୍ରତିକ୍ରିୟା କଣ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।