Movie prime

ସମୟ ଆସିଲେ ମୋର୍ ଫିଲ୍ମ ନିଶ୍ଚୟ ହେବ..

 
Viral video
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ସମୟ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ସକ୍ରିୟ ରହୁଛନ୍ତି।
ବର୍ତ୍ତମାନ ସମୟ ରେ ଛୋଟ ପିଲା ବିଗିଡି ବା ର ବଡ କାରଣ ହେଉଛି ସୋସିଆଲ ମିଡ଼ିଆ ଖରାପ ଭିଡିଓ କିମ୍ବା ଖବର ପୋଷ୍ଟ କରିବା। ଏହି ଖରାପ ଓ ଲ-ଜ୍ୟା ଜନକ ଭିଡିଓ ବା ଖବର ସମାଜ ଉପରେ ପ୍ରଭାବ ପକାଉଛି।
ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଖବର ବେଶ୍ ଚର୍ଚ୍ଚା ରେ ଥାଏ। ଅତି ନିକଟ ରେ ନିଶା ନାମକ ଜଣେ ବ୍ୟକ୍ତି ଯିଏ ବ୍ଲୁ-ଫି-ଲ୍ମ୍ କରିବା ସହ ଓଡ଼ିଶା ସନୀ ଲିଓନ ବୋଲି କହି ବେଶ୍ ଚର୍ଚ୍ଚା ରେ ରହୁଛି।
ଏହି ଯୁବତୀ ର ପ୍ରତିକ୍ରିୟା ସମାଜ ଉପରେ ବେଶ୍ ପ୍ରଭାବ ପକାଉଛି । ବର୍ତ୍ତମାନ ସମୟ ରେ ପୁଣି ପ୍ରତିକ୍ରିୟା ରଖି ବେଶ୍ ଚର୍ଚ୍ଚା ରେ ଅଛି ଆଜି ଆମେ ସେହି ବିଷୟ ରେ ଜାଣିବା ।
ନିଶା କହିଛନ୍ତି କି ମୋତେ ଦେଖାଇବା ପସନ୍ଦ ମୁଁ ଦେଖେଇବି। ମୋର୍ ଯାହା ହେବାର ଇଚ୍ଛା ଅଛି ମୁଁ ଯାହା ହେଉଛି ମୁଁ ଯେଉଁଟା ମାର୍କେଟ ରେ ଦେଖାଉଛି ମୋ ପ୍ରତି ଅଙ୍ଗ ଦେଖାଉଛି ମୁଁ ଯାହା ବି ଦେଖାଉଛି ସେଇଟା ମୋ ନିଜ ଇଚ୍ଛା।
ଏକଥା ମଧ୍ୟ ନିଶା କହିଛନ୍ତି କି ମୁଁ କାହାକୁ କପି କରୁନି। ମୁଁ ଚାହେଁ ଓଡ଼ିଶାର ସନ୍ନି ଲିଓନି ହେବି। ଏକଥା ମଧ୍ୟ ନିଶା କହିଛନ୍ତି କି ମୋତେ ଡାଇରେକ୍ଟ ଯିଏ ଆସି କହିବ ବ୍ଲୁ-ଫି-ଲ୍ମ୍ କରିବା ପାଇଁ ମୁଁ କରିବି। 
ତେବେ ନିଶା ଙ୍କୁ କେବେ କିଛି କରିବା ପାଇଁ କେହି ବାଧ୍ୟ କରି ନାହାଁନ୍ତି କି କି ସେ କାହା କଥା ଶୁଣନ୍ତି ନାହିଁ। ସେ ଯାହା କରନ୍ତି ନିଜ ଇଚ୍ଛାରେ କରନ୍ତି। ନିଶା କହିଛନ୍ତି କି ସେ ପିଲା ବେଳରୁ ସନ୍ନି ଲିଓନିଙ୍କ ବହୁତ୍ ବଡ ଫ୍ୟାନସ୍।
ଆଉ ସେ ସବୁ ବେଳେ ଭୋକିଲା ସନ୍ନି ଲିଓନିଙ୍କ ହେବା ପାଇଁ ଚାହାଁନ୍ତି ଆଉ ସେମିତି ହେବେ ମଧ୍ୟ। ଯେଉଁ ଟା ସତ ସିଏ ସେଇ କଥା କହୁଛନ୍ତି ବୋଲି କହିଛନ୍ତି।
ମୋର ଯାହା ହେବାର ଇଚ୍ଛା ଅଛି ମୁଁ ଯାହା ହେଉଛି ମୁଁ ଯେଉଁଟା ମାର୍କେଟ ରେ ଦେଖାଉଛି ମୋ ପ୍ରତି ଅଙ୍ଗ ଦେଖାଉଛି ମୁଁ ଯାହା ବି ଦେଖାଉଛି ସେଇଟା ମୋ ନିଜ ଇଚ୍ଛା। 
ଏଥିରେ କିଏ ବାଧା ଦେଲେ ନିଶା ସେଇଟା ବର୍ଦାସ୍ତ କରିବେନି ବୋଲି କହିଛନ୍ତି। ନିଶା କହିଛନ୍ତି କି ମୁଁ ଜଣେ ବୋଲ୍ଡ ମଡେଲର। ମୁଁ ମୋ ପିଲା ବେଳୁ ସେମିତି ମୋତେ ଦେଖେଇ ହେବା ପସନ୍ଦ।
ଏକଥା ସିଏ କହିଛନ୍ତି କି ମୁଁ କୋଉ ଟୋକା ସହ ଶୋଉନି ମୁଁ ମୋର ନିଜର ଦେଖାଉଛି। ମୁଁ ପ୍ରସ୍ତୁତ ଅଛି ମୋତେ ଯଦି ସେମିତି ଅଫର ଆସିଲା ତ ମୁଁ ନିଶ୍ଚିତ ବ୍ଲୁ-ଫି-ଲ୍ମ୍ କରିବି।
ଓଡ଼ିଶାର ନାଁ ରଖିବି ସନ୍ନି ଲିଓନି-୨ ହେବି। ତେବେ ନିଶାଙ୍କ ଏହି ଭଳି ଖୋଲାଖୋଲି ଭାବରେ କଥାକୁ ନେଇ ତାଙ୍କୁ ଖୁବ୍ ସମାଲୋଚନା ମଧ୍ୟ ହେବାକୁ ପଡୁଛି।