Movie prime

ନିଶା ମହାରଣା ଙ୍କ ଉପରେ ମୁଁହ ଖୋଲିଲେ ଦୀପ୍ତିରେଖା ଦେଖନ୍ତୁ କଣ କହିଲେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଯାତ୍ରା
ଏବଂ ଓଲିଉଡ ଜଗତକୁ ନେଇ ଆଉ ଏହାସହ ଅନେକ କଳାକାରମାନଙ୍କୁ ନେଇ ଅନେକ ଖବର ସୋସିଆଲ ମଡିଆରେ ଆସିଥାଏ ।
ଆପଣମାନେ ସମସ୍ତେ ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଏହି ଅଭିନେତ୍ରୀ ଜଣକ ଅନେକ ଯାତ୍ରା କରିଛନ୍ତି ।
ଏହି ଅଭିନେତ୍ରୀ ଜଣଙ୍କ ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ସେ ସାକ୍ଷାତକାରରେ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏବେ ଏହି ଅଭିନେତ୍ରୀ ନିଶା ମହାରଣାଙ୍କ ସାକ୍ଷାତକାରରେ କହିଥିବା କଥାକୁ ନେଇ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି ଅନେକ କଥା ।
ସେ କହିଛନ୍ତି ଯେଉଁ ମିଡ଼ିଆମାନେ ତାଙ୍କୁ ଏଭଳି ସବୁ କଥା ପଚାରୁଛନ୍ତି ତାଙ୍କର ଟିକେ ଦୋଷ ଅଛି । 
ନିଶା ମହାରଣା ଏହିସବୁ କଥା ଯେଉଁ କହିଛନ୍ତି ସେଥିରୁ ପ୍ରମାଣ ହେଇଗଲା ଯେ ସେ ଫ୍ରିରେ ପବ୍ଲିସ କରିଲେ କି ସେ ହେଉଛନ୍ତି ଜଣେ କଲ୍ ଗାର୍ଲ୍ । ଅଭିନେତ୍ରୀ ନିଶା ମହାରଣା ନିଜକୁ ଓଡ଼ିଶାର ସୋନି ଲିଓନି ହେବାକୁ କହୁଛନ୍ତି ।
ଆଉ ସେ ବଲିଉଡ୍ ଅଭିନେତ୍ରୀ ସୋନି ଲିଓନି ହେବାକୁ ଚାହୁଁଛନ୍ତି । କିନ୍ତୁ ବଲିଉଡ ଅଭିନେତ୍ରୀ ସୋନି ଲିଓନି ଯେଉଁଠାକୁ ଯାଆନ୍ତି ସେ କେଉଁଠି ବି କୁହନ୍ତି ନାହିଁ କି ସେ କଣ ଆଉ କଣ କରୁଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ନିଶା ମହାରଣା ଯାହା କହିଛନ୍ତି ତାହା ଅନେକ କଥା ସାମ୍ନାକୁ ଆଣୁଛି ।
ସେ ଏହି କଥା ଦ୍ଵାରା କହୁଛନ୍ତି କି ସେ ଧନ୍ଦା ସେଣ୍ଟର୍ ଖୋଲିଛନ୍ତି, ତାଙ୍କୁ ବ୍ଲୁ ଫିଲ୍ମ ଅଫର୍ ଦେଲେ ସେ କରିବେ । ମିଡ଼ିଆ ହେଉଛନ୍ତି ଆମର ଚତୁର୍ଥ ସ୍ତମ୍ଭ । ଲୋକମାନେ ମିଡ଼ିଆ ସାହାଯ୍ୟରେ ଅନେକ କଥା ଜାଣି ପାରୁଛନ୍ତି ।
ଆଉ ଯେଉଁ ମିଡ଼ିଆ ଏଭଳି ସବୁ ନିଶା ମହାରଣାଙ୍କୁ ପଚାରିଛନ୍ତି ସେଇଟା ହିଁ ଭୁଲ । ମିଡ଼ିଆ ବାଲାଙ୍କର ପ୍ରଥମ ଭୁଲ ଯେ ଗୋଟେ ଝିଅକୁ ସେ ଏଭଳି ପଚାରିଛନ୍ତି ।
ଆଉ ଏହି ଅଭିନେତ୍ରୀ ନିଶା ମହାରଣା ଏଭଳି ସବୁ କହିଛନ୍ତି ଯାହା ବହୁତ ବଡ ଭୁଲ ଅଟେ । ସେ ଖରାପ କରି ମିଡିଆରେ କହିଛନ୍ତି ସେଥିପାଇଁ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଏହାର ବିରୋଧ କରିଛନ୍ତି ।