Movie prime

ୟେ ବଜାତି ଝିଅ କୁ ପୁଅ ନୁହଁ କୁକୁର ଦରକାର୍

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ,ବଲିଉଡ ଏବଂ ଟଲିଉଡ ଜଗତର ଅନେକ ଖବର ଜାଣି ପାରୁଛନ୍ତି ।
ସୋସିଆଲ ମିଡିଆରେ ଆପଣମାନେ ଯାତ୍ରା ଜଗତକୁ ନେଇ ଏବଂ ଯାତ୍ରା ଜଗତର ଅନେକ କଳାକାରମାନଙ୍କ ବିଷୟରେ ଅନେକ ଖବର ଜାଣି ପାରୁଥିବେ । ସୋସିଆଲ ମିଡିଆରେ ଆପଣମାନେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଅନେକ ଖବର ଆସୁଛି । 
ଆପଣମାନେ ସମସ୍ତେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆସୁଥିବା ସବୁ ଖବର ଏବଂ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଯାହା କହୁଛନ୍ତି ତାହାକୁ ନେଇ ଏବେ ଅନେକ କଥା ଆସୁଛି ।
ଏହି ଅଭିନେତ୍ରୀ ଜଣକ ପୁରୁଷମାନଙ୍କୁ ନେଇ ଅନେକ କଥା କହିଛନ୍ତି । ଏହି ଅଭିନେତ୍ରୀ ନିଶା ମହାରଣାଙ୍କ କଥାକୁ ନେଇ ସମାଜସେବୀ ପ୍ରଭାବତୀ ପଟ୍ଟନାୟକ ଅନେକ କଥା କହିଛନ୍ତି । ସେ କହିଛନ୍ତି, ସେହି ନିଶା ମହାରଣା ହେଉଛି ଜଣେ ଅଭଦ୍ର ନାରୀ । ସେ ହେଉଛନ୍ତି ଜଣେ ବଜାତି ମହିଳା ।
ଜଣେ ପୁରୁଷ ଶଙ୍କର ତାଙ୍କୁ ନେଇ ବ୍ୟଙ୍ଗ କବିତା କହିଛନ୍ତି । ସେହି ନିଶା କହୁଛି କି ଏଭଳି କହିବାରୁ ତାକୁ ସେ ଅନେକ କଥା କହୁଛନ୍ତି । ଏହି ସମାଜସେବୀ ଜଣକ କହିଛନ୍ତି ଏହି ଅଭଦ୍ର ଝିଅ ପାଗଳ ହୋଇଗଲାଣି ।
ତାକୁ ଅନେକ ରୋଗ ହୋଇଗଲାଣି । ତାକୁ ପୁରୁଷ ନୁହେଁ ଦେଶୀ କୁକୁର ଦରକାର । ଆଉ ତାର ରୋଗର ନିରାକରଣ ହେଉଛି ଦେଶୀ କୁକୁର ତାର ପୁରୁଷ ଜାତି ଦରକାର ନାହିଁ ।
ଆଗ ସେହି ନିଶା ମହାରଣାକୁ ଖୋଜିବା ଦରକାର ଆଉ ସେ ପୁଅ ଶଙ୍କରକୁ ବି ଖୋଜିବା ଦରକାର । ଏହି ସମାଜସେବୀ ଜଣକ ଅଭିନେତ୍ରୀ ନିଶା ମହାରଣାଙ୍କୁ ଅନେକ କଥା କହିଛନ୍ତି । 
ତାଙ୍କୁ ସବାଁଳୁଆ କହିଛନ୍ତି ।ସେ କହିଛନ୍ତି ଏହି ନିଶା ମହାରଣା ଯେଉଁ ଜାଗାରେ ରହୁଛନ୍ତି ସେଠାରୁ ତାଙ୍କୁ ବାହାର କରନ୍ତୁ ଆଉ ଲୋକାଲ ଥାନାରେ ଅଭିଯୋଗ କରାଯାଉ ।ଏହି ନିଶା ମହାରଣା ହେଉଛି କରୋନା ଭାଇରସ୍ ସେ ପୁରା ଓଡ଼ିଶାରେ ବ୍ୟାପି ଗଲାଣି ।
ତାକୁ ରୋକିବା ଦରକାର ଆଉ ଏ ଯେଉଁଠାକୁ ଯାଇ ଘର ଭଡ଼ା ପାଇଁ ଯାଉଛି ତାକୁ ଦିଆ ନଯାଉ । ଏଭଳି ତାକୁ ବୈକଟ କରାଯାଉ । ଏଭଳି ନାରୀ ସମାଜ ପାଇଁ ବଦନାମ୍ ସୃଷ୍ଟି କରିଛି ।
ଯେଉଁଠି ଦେହ ବ୍ୟବସାୟ ହେଉଛି ତାକୁ ସେଠି ଜାଗା ଦିଆଯାଉ ।ଏଭଳି ଅନେକ କଥା ନିଶା ମହାରଣାଙ୍କୁ ନେଇ କହିଛନ୍ତି ଏହି ସମାଜସେବୀ ଜଣକ ।