Movie prime

ହିରୋ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖନ୍ତୁ କେଉଁ ହିରୋ କେତେ ପାଠ ପଢ଼ିଛନ୍ତି ଦେଖନ୍ତୁ

 
Viral news

ନମସ୍କାର ବନ୍ଧୁଗଣ ଆପଣ ଦେଖୁଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବାବଦରେ ଜାଣିବାକୁ କେବେ ଚେଷ୍ଟା କରିଛନ୍ତି କି?ସେମାନେ କେତେ ଦୂର ଯାଏ ସ୍କୁଲ ପଢ଼ିଛନ୍ତି ଆଉ କେଉଁ ସ୍ଥାନରେ ପଢ଼ିଛନ୍ତି ତାହା ବାବଦରେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି? ଏହି ସମସ୍ତ ବାବଦରେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ।

ଏହା ସହ ହିଁ ଏମାନେ କେଉଁ କଲେଜରେ ପାଠ ପଢ଼ିଛନ୍ତି ତଥା ତାଙ୍କ ସ୍କୁଲ କେଉଁଠି ସେହି ସମସ୍ତ ବାବଦରେ ଆମେ ଜାଣିବା ଏହି ଖବରରେ। ଆମ ଲିଷ୍ଟରେ ଏକ ନମ୍ବରରେ ଅଛନ୍ତି ଆମର ପ୍ରିୟ ବାବୁଶାନ୍ ମହାନ୍ତି।

ସେ ଗାର୍ଜୁଏସନ୍ କମ୍ପ୍ଲିଟ କରିଛନ୍ତି କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ଭୁବନେଶ୍ୱରରେ। ଲିଷ୍ଟ ନମ୍ବର ଦୁଇ ରେ ଅଛନ୍ତି ଆମର ପ୍ରିୟ ଅନୁଭବ ମହାନ୍ତି।ସେ କଟକର କ୍ରିଷ୍ଟ କଲେଜରେ ପାଠ ପଢିଥିଲେ ଆଉ ନିଜର ସ୍କୁଲିଂ ମଧ୍ୟ ସେଇଠି କରିଥିଲେ। 

ଏହାପରେ ଆମ ଲିଷ୍ଟ ରେ ଆସୁଛନ୍ତି ସବ୍ୟସାଚୀ ମିଶ୍ର। ସେ ଜଣେ ସମ୍ବଲପୁର ଅଭିନେତା ଅଟନ୍ତି ଆଉ ସମ୍ବଲପୁରରେ ଜନ୍ମ ଗ୍ରହଣ କରି ସେ ବିଟେକ କରିଛନ୍ତି। ଏବେ ଲିଷ୍ଟ ନମ୍ବର ଚାରି ରେ ଆସୁଛନ୍ତି ଅରିନ୍ଦମ ରୟ। ସେ ଗାର୍ଜୁଏସନ୍ କମ୍ପ୍ଲିଟ କରିଛନ୍ତି ଉତ୍କଳ ୟୁନିଭରସିଟି ଭୁବନେଶ୍ୱର ରେ।
ଏବେ ଲିଷ୍ଟ ନମ୍ବର ପାଞ୍ଚେ ରେ ଆସୁଛନ୍ତି ସିଦ୍ଧାନ୍ତ ମହାପାତ୍ର ଶିକ୍ଷାଗତ ଯୋଗ୍ୟତା ହେଉଛି କି ସେ ଜଣେ ଏମବିଏ ଛାତ୍ର ଅଟନ୍ତି। ସେ ରାଇରଙ୍ଗପୁର୍ କଲେଜ ମୟୂରଞ୍ଜର ରେ ଶିକ୍ଷା ଗ୍ରହଣ କରିଥିଲେ।
ଲିଷ୍ଟ ନମ୍ବର ଛଅ ରେ ଆସୁଛନ୍ତି ଆକାଶ ଶିକ୍ଷାଗତ ଯୋଗ୍ୟତା ହେଉଛି କି ସେ ଜଣେ ଗ୍ରାଜୁଏଟ ଅଟନ୍ତି ଆଉ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନିଜର ଏଲଏଲବି ପୁରା କରିଛନ୍ତି। ଏବେ ଲିଷ୍ଟ ନମ୍ବର ସତ ରେ ଆସୁଛନ୍ତି ଅମ୍ଳାନ ଦାସ ଗ୍ରାଜୁଏସନ୍ ପୁରା କରିଛନ୍ତି ଚେନ୍ନଇରେ। 
ଏବେ ଲିଷ୍ଟ ନମ୍ବର ଆଠ ରେ ଆସୁଛନ୍ତି ପୁପିନ୍ଦର ସିଂ ଗ୍ରାଜୁଏସନ୍ ପୁରା କରିଛନ୍ତି ଉତ୍କଳ ୟୁନିଭରସିଟି ଭୁବନେଶ୍ୱର ରେ। ଏହାପରେ ଲିଷ୍ଟ ନମ୍ବର ନଅ ରେ ଅଛନ୍ତି ଉତ୍ତମ ମହାନ୍ତି। ସେ ବିକମ ପୁରା କରିଛନ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜ ରେ।
ଲିଷ୍ଟ ନମ୍ବର ଦଶ ରେ ଅଛନ୍ତି ମିହିର ଦାସ। ସେ ଗ୍ରାଜୁଏସନ୍ ପୁରା କରିଛନ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ। ଏବେ ଲିଷ୍ଟ ନମ୍ବର ଏଗାର ରେ ଆସୁଛନ୍ତି ସୈଳେନ୍ଦ୍ର ସାମନ୍ତରାୟ। ସେ ଏଲଏଲବି ପୁରା କରିଛନ୍ତି ମଧୁସୂଦନ ୟୁନିଭରସିଟି କଲେଜ କଟକ ରେ।
ଏବେ ଲିଷ୍ଟ ନମ୍ବର ବାର ରେ ଆସୁଛନ୍ତି ଜ୍ୟୋତିରଞ୍ଜନ ନାଏକ। ସେ ଗ୍ରାଜୁଏସନ୍ ପୁରା କରିଛନ୍ତି ସତ୍ୟଭାମା ୟୁନିଭାରସିଟି ଚେନ୍ନଇରେ। ଏବେ ଲିଷ୍ଟ ନମ୍ବର ତେଏରରେ ଆସୁଛନ୍ତି ସମ୍ବିତ ଦାସ। ସେ ଜଣେ ଡାକ୍ତରୀ ଛାତ୍ର ଆଉ ସେ ନିଜର କଲେଜ ଅତିବାହିତ କରିଛନ୍ତି ଏସିବି ମେଡ଼ିକାଲ କଲେଜରେ। 
ଏବେ ଲିଷ୍ଟ ନମ୍ବର ଚଉଦ ରେ ଆସୁଛନ୍ତି ବବି ମିଶ୍ର। ସେ ଗ୍ରାଜୁଏସନ୍ ପୁରା କରିଛନ୍ତି। ଏବେ ଲିଷ୍ଟ ନମ୍ବର ପନ୍ଦର ରେ ଆସୁଛନ୍ତି ବୃଦ୍ଧାଦିତ୍ୟ ମହାନ୍ତି। ସେ ଗ୍ରାଜୁଏସନ୍ ପୁରା କରିଛନ୍ତି ରେଭେନ୍ସା ୟୁନିଭରସିଟି କଲେଜ କଟକରେ।
ଏବେ ଲିଷ୍ଟ ନମ୍ବର ଷୋହଳ ରେ ଆସୁଛନ୍ତି ଦେବାଶିଷ ପାତ୍ର। ସେ ବିକମ୍ ପୁରା କରିଛନ୍ତି ବିଜେବି ଅଟୋନମସ୍ କଲେଜ ଭୁବନେଶ୍ୱର ରେ। ଏବେ ଲିଷ୍ଟ ନମ୍ବର ସତରରେ ଆସୁଛନ୍ତି ସ୍ୱରାଜ ବାରିକ। ସ୍ୱରାଜଙ୍କର ଶିକ୍ଷାଗତ ଯୋଗ୍ୟତା ଏହା କି ସେ କମ୍ପ୍ୟୁଟର ସାଇନ୍ସରେ ନିଜର ଗ୍ରାଜୁଏସନ କଂପିଲିଟ କରିଛନ୍ତି।
ଏବେ ଲିଷ୍ଟ ନମ୍ବର ଆଠରରେ ଆସୁଛନ୍ତି ଶ୍ରୀତମ ଦାସ। ସେ ଗ୍ରାଜୁଏସନ୍ ପୁରା କରିଛନ୍ତି ଉତ୍କଳ ୟୁନିଭରସିଟିରେ।
ଏବେ ଲିଷ୍ଟ ନମ୍ବର ଉଣେଇଶି ରେ ଆସୁଛନ୍ତି ସୁଭାସିସ ଶର୍ମା। ସେ ଗ୍ରାଜୁଏଟ ପୁରା କରିଛନ୍ତି। ଏବେ ଲିଷ୍ଟ ନମ୍ବର କୋଡ଼ିଏ ରେ ଆସୁଛନ୍ତି ଅର୍ଧେନ୍ଧୁ ସାହୁ। ସେ ମଧ୍ୟ ଗ୍ରାଜୁଏଟ ପୁରା କରିଛନ୍ତି।