Movie prime

ଦେଖନ୍ତୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆପଣଙ୍କ ପ୍ରିୟ ଲୋକପ୍ରିୟ ଅଭିନେତ୍ରୀ ଙ୍କ ପୁଅ ଝିଅ ଏବଂ ପରିବାର Ollywood

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ଵାରା ଆମେ ଅନେକ ଦେଶ ବିଦେଶ ଖବର ତ ଜାଣୁଛେ ।
ଆଉ ଏହାସହିତ ଆମେମାନେ ଓଲିଉଡ, ବଲିଉଡ ଜଗତର ଅନେକ ନୂଆ ନୂଆ ସିନେମା ଖବର, ଏବଂ ସମସ୍ତ କଳାକାରମାନଙ୍କ ବିଷୟରେ ଏହି ସୋସିଆଲ ମିଡ଼ିଆରୁ ହିଁ ଜାଣିବାକୁ ପାଉଛେ ।
ଆପଣମାନେ ତ ଓଲିଉଡ ଜଗତର ସମସ୍ତ କଳାକାରଙ୍କୁ ଜାଣିଥିବେ । କିନ୍ତୁ ତାଙ୍କ ପୁଅ ଝିଅମାନଙ୍କୁ ଜାଣିନଥିବେ । ଏବେ ସୋସିଆଲ ମିଡିଆରେ ଓଲିଉଡ ଜଗତର କେତେକ କଳାକାରମାନଙ୍କର ପୁଅ ଏବଂ ଝିଅ ବିଷୟରେ ଜାଣିବା ।
୧) ଅନୁ ଚୌଧୁରୀ - ଅନୁ ଚୌଧୁରୀ ଜଣେ ଓଲିଉଡ ଜଗତର ମହାନ୍ କଳାକାର । ଏହି ଅଭିନେତ୍ରୀ ଜଣଙ୍କର ଗୋଟିଏ ଝିଅ ଅଛି ଆଉ ଯାହାର ନାଁ ହେଉଛି ଅନନ୍ୟା ଚୌଧୁରୀ ।
୨) ପ୍ରିୟା ଚୌଧୁରୀ - ବିବାହ କରିବା ପରେ ପ୍ରିୟା ଚୌଧୁରୀ ଆଉ ଫିଲ୍ମ କରୁ ନାହାଁନ୍ତି । ସେ ଫିଲ୍ମ୍ ଜଗତରୁ ଦୂରେଇ ରହିଛନ୍ତି । ସେହି ଅଭିନେତ୍ରୀ ଜଣକର ଗୋଟିଏ ପୁତ୍ର ସନ୍ତାନ ଅଛି । ତାଙ୍କ ନାଁ ହେଉଛି ପ୍ରୀୟାଂଶୁ ।
୩) ଜ୍ୟୋତି ମିଶ୍ର - ଏହି ଅଭିନେତ୍ରୀ ଜଣକ ୯୦ ଶତକର ଅଭିନେତ୍ରୀ ଅଟନ୍ତି । ଏହି ଅଭିନେତ୍ରୀ ଜଣଙ୍କର ପୁଅ ଟିଏ ଅଛି । ଯାହାର ନାମ ହେଉଛି ଅବିନାଶ ମିଶ୍ର ।
୪) ମାମା ମିଶ୍ର - ଅଭିନେତ୍ରୀ ମାମା ମିଶ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି । ତାଙ୍କର ଫଟୋ ଆପଣମାନେ ଦେଖିଥିବେ ।
୫) ରଚନା ବାନାର୍ଜୀ - ଆପଣମାନେ ସମସ୍ତେ ଏହି ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଛାଡ଼ି ଚାଲି ଯାଇଛନ୍ତି । ଆଉ ଫିଲ୍ମରେ ସେ ଅଭିନୟ କରୁନାହାଁନ୍ତି ।