Movie prime

ଓଡ଼ିଶା ବିଷୟରେ କିଛି ଅଜଣା କଥା ଦେଖନ୍ତୁ କଣ କଣ ହେଲା ତଥ୍ୟ ସଂଘର୍ଷ ଦେଖନ୍ତୁ ଭିଡିଓ

 
Odishara
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ କଣ ଓଡ଼ିଶା ରାଜ୍ୟ ବିଷୟରେ ସବୁ କଥା ଜାଣିଛନ୍ତି କି ? ଏମିତି କିଛି କଥା ଅଛି ଯାହା ଓଡ଼ିଶା ରାଜ୍ୟକୁ ନେଇ ଆପଣମାନେ ଜାଣିନଥିବେ । ଆଉ ଏମିତି କିଛି କଥା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିବାକୁ ପାଇବେ । 
୧) ଓଡ଼ିଶାର କ୍ଷେତ୍ରଫଳ ପ୍ରାୟ ୧ ଲକ୍ଷ ୫୫ ହଜାର ୭୦୭ ଷ୍କୋୟାର୍ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । କ୍ଷେତ୍ରଫଳ ଅନୁସାରେ ଏହି ରାଜ୍ୟ ଓଡ଼ିଶା ଭାରତର ନବମ ସ୍ଥାନରେ ଅଛି । 
୨) ପୁରା ସାଉଥର ସବୁଠାରୁ ବଡ ଷ୍ଟିଲ କମ୍ପାନୀ ହେଉଛି ଜିନ୍ଦଲ କମ୍ପାନୀ ଯାହା ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ । 
୩) ଇଣ୍ଡିଆର ସବୁଠାରୁ ଗରମ ହେଉଥିବା ସ୍ଥାନ ମଧ୍ୟରୁ ଦ୍ଵିତୀୟ ସ୍ଥାନରେ ଅଛି ଟିଟଲାଗଡ ଆଉ ଏହା ଓଡ଼ିଶାରେ ଅବସ୍ଥିତ । 
୪) ଦୁନିଆର ସବୁଠାରୁ ଲମ୍ବା ଡ୍ୟାମ ହୀରାକୁଦ ଡ଼୍ୟାମ ଯାହା ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଅଛି । 
୫) ୧୮୧୭ ମସିହାରେ ହୋଇଥିବା ଯୁଦ୍ଧରେ ପାଇକମାନେ ଇଂରେଜମାନଙ୍କ ବିରୋଧରେ ଲଢିଥିଲେ ଆଉ ଏହା ପ୍ରଥମେ ଓଡ଼ିଶାରୁ ହିଁ ହୋଇଥିଲା ।
୬) ଏସିଆର ସବୁଠାରୁ ବଡ ଗାଁର ନାଁ ହେଉଛି ଭୁବନ । ଆଉ ଏହା ଓଡ଼ିଶାର ଢେ଼ଙ୍କାନାଳ ଜିଲ୍ଲାରେ ଅବସ୍ଥିତ ।  
୭) ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ୨୪ ଜାନୁଆରୀ ୧୮୯୭ ମସିହାରେ ହୋଇଥିଲା । ଆଉ ସେ ଓଡ଼ିଶାର କଟକ ସହରରେ ଜନ୍ମ ହୋଇଥିଲେ ।
୮) ଏସିଆର ସବୁଠାରୁ ବଡ ହ୍ରଦ ହେଉଛି ଚିଲିକା ହ୍ରଦ। ଆଉ ଏହା ଓଡ଼ିଶାରେ ଅବସ୍ଥିତ । ଶୀତ ଋତୁରେ ବିଭିନ୍ନ ପ୍ରକାରର ପକ୍ଷୀ ଏଠାକୁ ଆସିଥାନ୍ତି ।
୯) ଭାରତ ବର୍ଷରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଆଇରନ ଓଡ଼ିଶା ରାଜ୍ୟରେ ତିଆରି କରାଯାଏ ।
୧୦) ଭାରତର ଚାରି ଧାମରୁ ଶେଷ ଧାମ ହେଉଛି ଜଗନ୍ନାଥ ଧାମ ଆଉ ଏହା ଓଡ଼ିଶା ରାଜ୍ୟର ପୁରୀ ଜିଲ୍ଲାରେ ଅବସ୍ଥିତ ।