Movie prime

ଓଡ଼ିଶା ଝିଅ Bollywood ଷ୍ଟାର ଦେଖନ୍ତୁ Swpna Pati କେମିତି ପାଇଲେ ସଫଳତା

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ସାକ୍ଷାତକରରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସ୍ଵପ୍ନା ପତି। ଯେତେବେଳେ ସ୍ଵପ୍ନା ଙ୍କର ପ୍ରଥମ ସିନେମା ଅନ୍ତର୍ଦ୍ଧ୍ଵନି ପାଇଁ ବେଷ୍ଟ ଆକ୍ଟ୍ରେଷ୍ଟ ଆୱାଡ ମିଳିଥିଲା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ରେ ସେଇଟା ସ୍ଵପ୍ନାଙ୍କ ପାଇଁ ବହୁତ୍ ଗର୍ବର କଥା ଥିଲା।
ସ୍ଵପ୍ନା କହିଛନ୍ତି, ଆଜି ଯଦି ଆମେ କାମ କରୁଚୁ ବା ପରିଶ୍ରମ କରୁଚୁ କେବଳ ଆମ ନାଁ ପାଇଁ। ଆଉ ମଧ୍ୟ ସ୍ଵପ୍ନାଙ୍କର ଓଡ଼ିଆ ସିନେମା ରେ ଗୋଟେ ଥିଲା ଯାହାକି ହେଉଛି 'ମଲ୍ଲିକା ଚାଲ୍ ଯିବା ଚିଲ୍ଲିକା'।
ତେବେ ସ୍ଵପ୍ନା ଓଡ଼ିଆ ଝିଅ ହିସାବ ରେ ଗୋଟେ ବଡ ହିରୋ ସହିତ ପରଦାରେ ବଡ ଜିନିଷ କରିବା ପାଇଁ ଯାଉଛନ୍ତି। 
ଯାହାକି ଓଡ଼ିଶା ବାସୀଙ୍କ ପାଇଁ ଏହା ଗର୍ବର କଥା ହେବ। ମରାଠୀ ଫିଲ୍ମ ମଧ୍ୟ ସ୍ଵପ୍ନା କରିଛନ୍ତି ମହେଶ ମଜ୍ୟକର ଙ୍କ ସହିତ। ଆଉ ବର୍ତ୍ତମାନ୍ ସ୍ଵପ୍ନା ଟି ସିରିଜ୍ ପାଇଁ ଆସ୍ମିକ ପଟେଲ ସହିତ ଗୋଟେ ମ୍ୟୁଜିକ୍ ଭିଡିଓ ମଧ୍ୟ କରିଛନ୍ତି।
ସେଇଟା ବି ଖୁବ୍ ଶୀଘ୍ର ଆସିବା ପାଇଁ ଯାଉଛି ଏବଂ ଜାନୁୟାରୀ ୪ ତାରିଖରେ ଜି ମ୍ୟୁଜିକ ରେ ସ୍ଵପ୍ନାଙ୍କ ର ଗୋଟିଏ ମ୍ୟୁଜିକ ଭିଡିଓ ଆସିବା ପାଇଁ ଯାଉଛି। ସ୍ଵପ୍ନା କହିଛନ୍ତି ସାମ୍ନା ବାଲା ଯଦି ଆପଣଙ୍କ ସହିତ ମିଶିକି କାମ କରେ ତାହାଲେ ସେହି ସିନେମା ବହୁତ୍ ହିଟ୍ ହେଇପାରିବ। 
ସ୍ଵପ୍ନା ଙ୍କର ଫେଭୋରେଟ ଅକ୍ଟ୍ରେଷ୍ଟ ହେଉଛନ୍ତି ଶାରୁଖନ୍। ସ୍ଵପ୍ନା ଭଗବାନ୍ ଙ୍କ ପାଖରେ ସବୁବେଳେ ପାର୍ଥନ କରନ୍ତି ଯେତିକି ବି ତାଙ୍କର ଅଛି ଆଉ ଯାହାକୁ ବି ମୁଁ ଦେଇ ପାରୁଛି ତାକୁ କେବେ ବନ୍ଦ କରନ୍ତୁ ନାହିଁ।
ଏବଂ ଅନ୍ତରଧ୍ଵନୀ ସିନେମାରେ ବହୁତ୍ ଜଣ ଓଡ଼ିଆ ପିଲା ମଧ୍ୟ କାମ କରିଛନ୍ତି ଯେଉଁ ମାନେ ବମ୍ବେ ରେ ରହୁଛନ୍ତି। ସ୍ଵପ୍ନା ଛୋଟ ବେଳୁ ଲୋକ ମାନଙ୍କୁ କୁହନ୍ତି ନିଜର ବର୍ଥ ଡେ ହେଉ କି ଆନିବର୍ଷରି ହେଉ କି ବାପା ମା ଙ୍କର ଜନ୍ମ ଦିନ ହେଉ ସୋସିଆଲ ଅର୍ଗାନାଇଜେଶନ ଙ୍କୁ ଯାଆନ୍ତୁ। 
ତେବେ ସ୍ଵପ୍ନା ଙ୍କର ସେହି କଥା ଧୀରେ ଧୀରେ ଲୋକ ମାନେ ଗ୍ରହଣ କରିଥିଲେ। ହୋଲି ହେଲା ଗୋଟେ ରଙ୍ଗ ର ପର୍ବ। ଆଉ ଯଦି ମଣିଷ ଜୀବନରେ ରଙ୍ଗ ହିଁ ରହିବ ନାହିଁ ତାହେଲେ ମଣିଷ ଜୀବନରେ କିଛି ମଜା ନାହିଁ।
ତାକୁ ବଞ୍ଚାଇ ରଖିବା ପାଇଁ ସ୍ଵପ୍ନା ହର୍ବାଲ ହୋଲି ର ପ୍ରୟାସ ଆରମ୍ଭ କରିଥିଲେ। ହର୍ବାଲ ହୋଲିରେ ହଳଦୀ, ଚନ୍ଦନ, ମୁଲତାନି ମିଟୀ, ଲିମ୍ବ ପତ୍ର ର ପେଷ୍ଟ ରହିଥାଏ ବୋଲି ସ୍ଵପ୍ନା କହିଛନ୍ତି। ଏବଂ ସ୍ଵପ୍ନା କହିଛନ୍ତି ତାଙ୍କୁ ଆଶୀର୍ବାଦ କରନ୍ତୁ ସେ ଆମ ରାଜ୍ୟ ପାଇଁ ଏମିତି ହିଁ ଗର୍ବ ଗୌରବ ଆଣିବେ।