Movie prime

ସନି ଲିଓନି ବୁଢ଼ୀ ହେଇଗଲାଣି, ଏବେ ମୁ ହେଉଛି ପ୍ରକୃତ ସନି ଲିଓନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ନିଶା ମହାରଣା ଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।
ଦିନକୁ ଦିନ ମଧ୍ୟ ମିଡିଆ ସାମ୍ନାରେ ସେ ରଖିଥିବା ପୁରୁଣା ପ୍ରତିକ୍ରିୟା ଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଆପଣ ମାନେ ଜାଣିଥିବେ କି ନିଶା ମହାରଣା ଙ୍କ ନିକଟରେ ଏକ ଆଲବମ ଭିଡିଓ ରିଲିଜ୍ ହୋଇଥିଲା।
ସେ କହିଛନ୍ତି ସେ ଭିଡିଓ କୁ ଛାଡ଼ିଲେ ତାଙ୍କର ଆହୁରି ଏଭଳି ଅନେକ ଭିଡିଓ ଅଛି ଯାହାକୁ ଦେଖିଲେ ଲୋକ ମାନେ ବାଥରୁମ୍ ଯିବାକୁ ଆରମ୍ଭ କରନ୍ତି। ସେଥିପାଇଁ ସେ କହିଛନ୍ତି କି ଆଗାମୀ ଜନ୍ମରେ ସେ ସନି ଲିଓନ ହେଇ ଜନ୍ମ ଗ୍ରହଣ କରିବେ।
ସେ କହିଛନ୍ତି ତାଙ୍କର ପିଲା ବେଳୁ ହିଁ ଇଚ୍ଛା ଥିଲା କି ସେ ଏକ ବୋଲ୍ଡ ଆଉ ହଟ ମଡେଲ ହେବେ। ଏହା ତାଙ୍କର ପେଶା ନୁହେଁ ବରଂ ଏହା ତାଙ୍କର ଏକ ନିଶା ବୋଲି ସେ କହିଛନ୍ତି।
ସେ ପ୍ରାୟତଃ ସମୟରେ ବାହାରେ ମଧ୍ୟ ମଡେଲିଂ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏଭଳି ଭିଡିଓ ସବୁ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ସମସ୍ତଙ୍କ ବଡ଼ି ରେ ଆଗ ଲାଗିଯିବ ବୋଲି ମଧ୍ୟ ସେ କହିଛନ୍ତି।
ସେ ଘରେ ଯେତେବେଳେ ମଧ୍ଯ ଘରେ ଥାଆନ୍ତି ସର୍ବଦା ସେ ସର୍ଟ କଷ୍ଟ୍ୟୁମ୍ ରେ ଥାଆନ୍ତି ଏବଂ ସବୁବେଳେ ମଧ୍ୟ ସେ ଭିଡିଓ ବନେଇ ଥାନ୍ତି ବୋଲି କହିଛନ୍ତି। ସନି ଲିଓନ ମଧ୍ଯ ହୋଇଛନ୍ତି ତାଙ୍କର ସବୁଠାରୁ ଫେଭୋରାଇଟ ହିରୋଇନ୍।
ଏବଂ ସେ ମଧ୍ୟ ସନି ଲିଓନ ଙ୍କୁ ସର୍ବଦା ଫଲୋ କରନ୍ତି ବୋଲି କହିଛନ୍ତି। ସେ ସନି ଲିଓନ ହେଇ ଅନେକ କାମ କରିବାକୁ ଚାହୁଁଛନ୍ତି। ତେବେ ନିଶା ମହାରଣା ଙ୍କ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ନିଶା ମହାରଣା ଙ୍କ କଥା ଆପଣଙ୍କୁ କିଭଳି ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।