Movie prime

ନିଜ ସଫଳତାର ମନ୍ତ୍ର କହିଲେ ଆପଣଙ୍କ ଲୋକପ୍ରିୟ କଳାକାର Sidhanta Mohapatra ଦେଖନ୍ତୁ କଣ ଏହି ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସିଦ୍ଧାନ୍ତ ମହାପାତ୍ର ହେଉଛନ୍ତି ଓଲିଉଡ଼ ଜଗତର ଏକ ଆଗ ଧାଡ଼ି ର ଅଭିନେତା। ତାଙ୍କୁ ଓଲିଉଡ଼ ଜଗତର ସଲମାନ୍ ଖାନ ବୋଲି କୁହାଯାଇ ଥାଏ।
ସେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଅନେକ ହିଟ୍ ଫିଲ୍ମ୍ ମଧ୍ୟ ଭେଟି ଦେଇଛନ୍ତି। ତାଙ୍କ ଅଭିନୟ ଦ୍ୱାରା ସେ ସେ ପ୍ରତ୍ୟେକ ଓଡିଆ ମାନଙ୍କ ହୃଦୟରେ ବାସ କରି ରହୁଛନ୍ତି। ଲୋକେ ତାଙ୍କୁ ବଡ଼ ପରଦା ଉପରେ ଦେଖିବା ପାଇଁ ଖୁବ୍ ପଶନ୍ଦ କରନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ଲୋକ ମାନେ ସାଇକେଲ କଣ ତାହା ଭୂଲି ଗଲେଣି । ପ୍ରତ୍ୟେକ ଲୋକ ଏବେ ମୋଟର ସାଇକେଲ ନଚେତ୍ କାର ଚଲାଉଛନ୍ତି।
ଗ୍ରାମାଞ୍ଚଳ କୁ ଛାଡ଼ି ଦେଲେ ସହରାଞ୍ଚଳ ମାନଙ୍କରେ ଆଉ ସାଇକେଲ ଦେଖିବାକୁ ମିଳୁ ନାହିଁ। ଏବଂ ଅଳସୁଆ ପଣ ଯୋଗୁଁ ସମସ୍ତେ ମଧ୍ଯ ସାଇେକେଲ ଚଳାଇବା ପାଇଁ କଷ୍ଟ ଅନୁଭବ କରୁଛନ୍ତି। କେହି ସାଇକେଲ ଚଳାଉ ନାହାଁନ୍ତି।
ସମସ୍ତେ ଏବେ ଏତେ ଅଳସୁଆ ହୋଇ ଯାଇଛନ୍ତି କି କେବଳ ମୋଟର ସାଇକେଲ ହିଁ ଚଳାଉଛନ୍ତି। ଘରୁ ବାହାରିବା ମାତ୍ରେ ହିଁ ପାଖ ଆଖ ସ୍ଥାନ କୁ ମଧ୍ଯ ମୋଟର ସାଇକେଲ ଯୋଗେ ଯାଉଛନ୍ତି।
ହେଲେ ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସାଇକଲିଂ କରି ସମାଜ କୁ ଏକ ବାର୍ତ୍ତା ଦେଇଛନ୍ତି।ସାଇକଲିଂ କରି ନିଜ ଫିଟନେସ୍ ର ମନ୍ତ୍ର ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର।
ତାଙ୍କ ମତରେ ସାଇକେଲ ଚଳାଇବା ଦ୍ବାରା ସମସ୍ତେ ସୁସ୍ଥ ସବଳ ରହିବେ।ଏବଂ ଅଳସୁଆ ପଣ ରୁ ମୁକ୍ତ ହେବା ସହ ଓ ତାଙ୍କର ମେଦ ବୋହୁଳତା ମଧ୍ୟ ହ୍ରାସ ହେବ।
ଏଥି ସହ ଲୋକ ମାନେ ଆଉ ଅତ୍ୟଧିକ ରୋଗରେ ଆକ୍ରାନ୍ତ ହେବେ ନାହିଁ ଏବଂ ସୁସ୍ଥ ମଧ୍ୟ ରହିବେ। ସେଥିପାଇଁ ସାଇକେଲ ଚଳାଇବା ନିହାତି ଜରୁରୀ ଅଟେ।
ତେଣୁ ଆପଣ ମାନଙ୍କୁ ଏହା ଅନୁରୋଧ କି ଯଦି ଆପଣ ମାନେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ସାଇକେଲ ଚଳାନ୍ତୁ ଓ ସୁସ୍ଥ ରୁହନ୍ତୁ।