Movie prime

OVAS ଆଦର୍ଶ ବିଦ୍ୟାଳୟ ରେ ନିଯୁକ୍ତି ସୁଯୋଗ ଆଉ ମାତ୍ର ୨ ସପ୍ତାହ ଭିତରେ କରନ୍ତୁ ଆବେଦନ ଦେଖନ୍ତୁ କେମିତି କରିବେ Apply

 
Ovas

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏହା ଭାଇରାଲ ବି ହୋଇଥାଏ ।

ଆଉ ଏହି ସବୁ ଭିଡିଓ ଭିତରୁ କିଛି ଭିଡିଓ ଆମ କାମରେ ଆସିଥାଏ । ଆଉ ଆମେ ଭିଡିଓ ମାଧ୍ୟମରେ ଅନେକ କିଛି ଜିନିଷ ବିଷୟରେ ଜାଣିଥାଉ । ଆଉ ଏମିତି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆପଣମାନେ ଉପକୃତ ହୋଇଥାନ୍ତି । 

ଆଉ ଏମିତି ଏକ ଏବେ ଆପଣମାନଙ୍କ ପାଇଁ ଆସିଛି । ଆଉ ଏହି ଭିଡ଼ିଓଟି ହେଉଛି ମୟୂରଭଞ୍ଜ ଜିଲ୍ଲାରେ ଏବଂ ବାରିପଦା ଅଞ୍ଚଳରେ OAVS ବା ଆଦର୍ଶ ବିଦ୍ୟାଳୟ ପାଇଁ କିଛି ପଦବୀ କଣ୍ଟ୍ରାଚୁଆଲ ବେଶିସରେ ବାହାରିଛି । ଆଉ ଏହି ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରିପାରିବେ । ୨୨ଟି ପ୍ରିନ୍ସିପାଲ୍ ପୋଷ୍ଟ, ପିଜିଟି ର ୪୧ ପୋଷ୍ଟ । ଆଉ ଏମିତି କିଛି ପୋଷ୍ଟ ବାହାରିଛି । 
ଯେଉଁମାନେ କଳା କିମ୍ବା ବିଜ୍ଞାନ ପଢ଼ିଛନ୍ତି । ଅର୍ଥାତ୍ ଆର୍ଟ କିମ୍ବା Science ରେ ଗ୍ରାଜୁଏସନ କରିଥିବ ଏବଂ ବିଏଡି କରିଥିବା ପିଲାମାନେ ଏହା ଆପ୍ଲାଇ କରିପାରିବେ ।
ଏହାକୁ ଆପ୍ଲାଏ କରିବା ପାଇଁ ଏକ ଫର୍ମ ଆସୁଛି ଆଉ ଆପଣ ଏହାକୁ ଡାଉନଲୋଡ କରି ପୂରଣ କରିବେ । ଏବଂ ଗୋଟିଏ ଆଡ୍ରେସରେ ପଠାଇବେ । ଆଉ ଏହାକୁ ଆପଣମାନେ ୨୧.୭.୨୨ ଭିତରେ ପଠାଇବାକୁ ପଡ଼ିବ ଅର୍ଥାତ୍ ଏହାର ଲାଷ୍ଟ ଡେଟ୍ ଏଇଟା ।
ଯେଉଁଥିପାଇଁ ଆପଣ ଆପ୍ଲାଏ କରିବେ ଅର୍ଥାତ୍ ଯେଉଁ ପୋଷ୍ଟ ପାଇଁ ତାହା ଏଠାରେ ଲେଖିବ । ଆଉ ଫର୍ମରେ ଲେଖା ହୋଇଥିବା ଅନୁସାରେ ଏହାକୁ ପୂରଣ କରିବ । ଏବଂ ଏହାକୁ ଏହି ଆଡ୍ରେସରେ ପଠାଇବେ । ଆଉ ସବୁ ରାଜ୍ୟର ଲୋକମାନେ ଏହାକୁ ଆପ୍ଲାଏ କରିପାରିବେ । ଆଉ ଅଧିକ ସୂଚନା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ ।