Movie prime

ବାହା ହେଲେ ପରୀ ସିରିଏଲ ଲୋକପ୍ରିୟ ଅଭିନେତା Akash ଦେଖନ୍ତୁ କାହାକୁ କଲେ ବିବାହ

 
Akash

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଟିଭି ତ ଦେଖୁଥିବେ । ଆଉ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ଗୁଡ଼ିକ ମଧ୍ୟ ଦେଖୁଥିବେ । ତରଙ୍ଗ ଏବଂ ସାର୍ଥକ, ଅଳଙ୍କାର, ମଞ୍ଜରୀ ଆଦି ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ୍ ଦେଖୁଥିବେ ।

ଆଉ ଏହି ଧାରାବାହିକ ଗୁଡ଼ିକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । ଆଉ ଧାରାବାହିକ ଗୁଡ଼ିକର ହିରୋ ଆଉ ହିରୋଇନ୍ ଏବଂ ଅନ୍ୟାନ୍ୟ କଳାକାର ମାନଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଥାନ୍ତି । 

ଆଉ ଆପଣ ତରଙ୍ଗ ଚ୍ୟାନେଲରେ ପୂର୍ବରୁ ପ୍ରସାରିତ ହେଉଥିବା ଧାରାବାହିକ "ପରୀ" ତ ନିଶ୍ଚୟ ଦେଖିଥିବେ । ଆଉ ଏହି ଧାରାବାହିକ ଲୋକମାନଙ୍କୁ ବହୁତ ଭଲ ଲାଗିଥାଏ ।
ଆଉ ଲୋକମାନେ ଏହି ସିରିଏଲର ହିରୋ ଆଉ ହିରୋଇନମାନଙ୍କୁ ବହୁତ ଭଲ ପାଇଥାନ୍ତି । ଆଉ ଏହି ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ନାୟକ ଆକାଶ ଏବଂ ନାୟିକା ପରୀଙ୍କୁ ଆପଣମାନେ ସମସ୍ତେ ଜାଣିଥିବେ । 
ଆଉ ବହୁତ ଭଲପାଇବା ମଧ୍ୟ ଦେଇଛନ୍ତି । ଆଉ ଏବେ ଏବେ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଆକାଶଙ୍କୁ ନେଇ ଆସିଲା ଏକ ବଡ ଖବର । ଆକାଶ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ତାଙ୍କର ରିସେପ୍ସଂ ପାର୍ଟିକୁ ସମସ୍ତ ସିରିଏଲ୍ କଳାକାର ଆଉ ଅଭିନେତା ମାନେ ଆସିଥିଲେ । 
ଆଉ ଏବେ ସୋସିଆଲ ମିଡିଆରେ ତାଙ୍କର ରିସେପସନର ଭିଡିଓ ଆଉ ଫଟୋ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏହା ସମସ୍ତଙ୍କର କାମନା ଅଟେ । ଆଉ ଏହି ଖବରରେ ତାଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଅଛନ୍ତି ।