Movie prime

କାନ୍ଦି କାନ୍ଦି ସାମ୍ନାକୁ ଆସିଲେ ପିଲା ବାପା ମା ଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ଅଞ୍ଚଳର ଖବର ମଧ୍ୟ ପାଇ ପାରୁଥିବେ ।
ଲୋକମାନେ ଅନେକ ସମୟରେ ଅନେକ ଘଟଣା ଘଟୁଥିବାର ଦେଖିଥିବେ । ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଏବେ ଭାଇରାଲ ହେଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଏମିତି କିଛି ଘଟଣା ଯାହା ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆଣିଥାଏ । ଲୋକମାନେ ଏଭଳି କିଛି କାମ କରିଥାନ୍ତି ଯାହା ଏହି ସମାଜ ପାଇଁ ଖରାପ ଅଟେ। 
ଦୁନିଆରେ ସମସ୍ତେ ଚାହାଁନ୍ତି ସେମାନେ ବାପା ମା ହୁଅନ୍ତୁ । କିନ୍ତୁ ସଂସାରରେ ଏଭଳି କିଛି ବାପା ମାଆ ଅଛନ୍ତି ଯେଉଁମାନେ ତାଙ୍କ ଛୁଆମାନଙ୍କୁ ଏଭଳି କରିଥାନ୍ତି ଯାହାକୁ ନେଇ ସେମାନେ ଅନେକ କଷ୍ଟ ପାଇଥାନ୍ତି ।
ଆଜିକା ଯୁଗରେ ବାପା ମା ହୋଇ ଯଦି ନିଜ ଛୁଆ ପ୍ରତି ଏଭଳି ମନୋଭାବ କରିବେ ବା ରଖିବେ ତାହେଲେ ଏହି ସମାଜ କେତେ ଯେ ନିନ୍ଦିତ ତାହା କହିବା ଉଚିତ୍ ନୁହେଁ ।
ବାପା ମା ହୋଇ ଛୁଆମାନଙ୍କୁ ସବୁବେଳେ ବିନା ଦୋଷରେ ମାଡ ମାରିବା ଠିକ୍ ନୁହେଁ । ଆଉ ବିନା ଭୁଲରେ ତାଙ୍କ ସହ ଏଭଳି କରିବା ଠିକ୍ ନୁହେଁ । 
ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣାଟି ହେଉଛି ଦୁଇଟି ଛୋଟ ଝିଅ ରାସ୍ତାରେ ବ୍ୟାଗରେ ବହି ନେଇ ଚାଲିକି ଯାଉଥିଲେ ।
ତାଙ୍କୁ ଜଣେ ଯୁବକ ଦେଖିଲେ ଆଉ ସେ ଯାଇ ସେହି ଦୁଇଜଣ ଝିଅଙ୍କୁ ପଚାରିଲେ କୁଆଡେ ଯାଉଛ । ସେହି ଛୁଆ ଦୁଇଜଣ କହିଲେ ଅଙ୍କଲ ତୁମର ବାଇକ୍ ଅଛି ଆମକୁ ଟିକେ ପିଉସୀ ନାନୀ ଘରେ ଛାଡ଼ିଦିଅ ।
ତାପରେ ସେହି ଯୁବକ ଜଣକ କହିଲେ ତୁମ ବାପା ଆଉ ମାଙ୍କ ନମ୍ୱର୍ ଦିଅ କଲ୍ କରିବା । କାହିଁକି ପିଉସୀଙ୍କ ଘରକୁ ଯିବ ।ଆଉ ଏମିତି ବ୍ୟାଗ୍ ନେଇ ଘରୁ କାହିଁକି ଆସିଛ ।
ଏହାପରେ ଝିଅ ଦୁଇଜଣ କହିଛନ୍ତି ଆମେ ଘରୁ ବହି ଧରି ପଳେଇ ଆସିଛୁ । ଆମ ବାପା ମା ଆମକୁ ପିଟୁଛନ୍ତି । ଆମେ ଆଉ ତାଙ୍କ ପାଖରେ ରହିବୁ ନାହିଁ । ସେ ସବୁବେଳେ ମାଡ ମାରୁଛନ୍ତି ।
ଆଉ ତାଙ୍କ ବାପାଙ୍କ ପାଖକୁ କଲ୍ କରନି ବୋଲି କହି ସେହି ଛୁଆ ଦୁଇଟି ଜୋରରେ କାନ୍ଦୁଛନ୍ତି । ଏଭଳି ସବୁ ଘଟଣା ଦେଖିବା ପରେ ସେହି ଯୁବକ ଆଉ ପାଖରେ ଥିବା
 ଯୁବକମାନେ ପୋଲିସ ଥାନାକୁ କଲ୍ କରି ଏହିସବୁ କଥା କହିଛନ୍ତି । ବାପା ମା ଏଭଳି ଛୁଆଙ୍କ ଉପରେ ଅତ୍ୟାଚାର କରିବା ଉଚିତ୍ ନୁହେଁ । ଏହା ନିନ୍ଦନୀୟ ଅଟେ ।