Movie prime

ପୋଲିସ ବାବୁଙ୍କ ଦେଇଥିବା ନ୍ୟାୟ ପାଇଁ ଆଜି ମୁଁ ଜୀବନ ହାରୁଛି - ଧୋକା ଖାଇଥିବା ପ୍ରେମିକ

 
gjcyjxrt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ବହୁତ ପ୍ରକାରର ଭିଡିଓ ବା ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଆଜିକା ଦୁନିଆରେ ପ୍ରେମ କରି ପ୍ରତାରଣା ପାଇ ଆ-ତ୍ମ-ହ-ତ୍ୟା କରିବାଟା ସତେ ଯେପରି ଏକ ମାମୁଲି କଥା ହୋଇଗଲାଣି । ଆଜିକା ସମାଜରେ ଯେଉଁ ଆଡେ ଦେଖିବ ସିଆଡେ ଗୋଟେ ପ୍ରେମିକ ପ୍ରେମିକା ଠାରୁ ପ୍ରତାରଣା ପାଇ ଆ-ତ୍ମ-ହ-ତ୍ୟା କରୁଛି ତ ଆଉ କେଉଁଠି ପ୍ରେମିକା ଠାରୁ ପ୍ରେମିକ ପ୍ରତାରଣା ପାଇ ପ୍ରେମିକା ଆ-ତ୍ମ-ହ-ତ୍ୟା କରୁଛି ।


ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରୂପସା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବକ ଜୟନ୍ତ ବେହେରା ସେ ଜଣେ ଯୁବତୀଙ୍କୁ ୭ ବର୍ଷ ହେଲା ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ । ଆଉ ଏକାଠି ରହିବେ ବୋଲି ପରସ୍ପର ପରସ୍ପରଙ୍କୁ କଥା ମଧ୍ୟ ଦେଇଥିଲେ । କିନ୍ତୁ ଝିଅଟି ଯେତେବେଳେ ଏହିକଥା ତାର ପରିବାରକୁ କହିଲା ଝିଅର ବାପା ରାଜି ହେଲେ ନାହିଁ ତାଙ୍କର ବିବାହ କରିବା ପାଇଁ । ଆଉ ସେ ଜୟନ୍ତକୁ ଯମାବି ପସନ୍ଦ କରନ୍ତି ନାହିଁ । 


ଆଉ ତାପରେ ଝିଅକୁ ତାର ବାପା ଏହିକଥା କହିବା ପରେ ଝିଅଟି ତାର ପ୍ରେମିକକୁ ଛାଡିଦେବ ବୋଲି ନିଷ୍ପତ୍ତି ନେଲା । ଆଉ ତାକୁ ଛାଡ଼ିଦେଇ ଅନ୍ୟତ୍ର ବିବାହ କରିବାକୁ ପ୍ରସ୍ତୁତ ହୋଇଗଲା । ଆଉ ଏହା ଦେଖି ପ୍ରେମିକ କିପରି ବା ସହିଥାନ୍ତା । ପ୍ରେମିକ ଜଣକ ପ୍ରେମିକାକୁ ଆଉ କାହାର ହେବାର କେମିତି ବା ଦେଖି ପାରିଥାନ୍ତା । ସେଥିପାଇଁ ଏହି ପ୍ରେମିକ ଜଣକ ପ୍ରେମିକାକୁ ପ୍ରେମ କରି ପ୍ରତାରଣା ପାଇବା ପରେ ଆ-ତ୍ମ-ହ-ତ୍ୟା ରାସ୍ତାକୁ ଆପଣାଇ ନେଲେ । 


ଆଉ ସେ ଏହି ଆ-ତ୍ମ-ହ-ତ୍ୟା ରାସ୍ତା ଆପଣେଇବା ପୂର୍ବରୁ ପୋଲିସ ଥାନା ଯାଇଥିଲେ ଆଉ ସେଠାରେ ତାଙ୍କ ପ୍ରେମ କଥା କହିଥିଲେ କିନ୍ତୁ ପୋଲିସ ଏହାର କିଛି ଆକ୍ସନ ନେଇନଥିଲା । ଆଉ ତାପରେ ସେ ପ୍ରେମିକାର ଏଭଳି ବିବାହ କରିବାକୁ ସହି ନପାରି ଆ-ତ୍ମ-ହ-ତ୍ୟା କରିଦେଲା ।


ଆଜିକାର ଝିଅମାନେ ଏହିସବୁ କରି କଣ ଲାଭ ପାଉଛ ? ଗୋଟେ ମା କୋଳରୁ ତାର ପୁଅକୁ ନେଇ ଯାଉଛ । ଯଦି ଭଲ ପାଇଲ ତାହେଲେ ପ୍ରତାରଣା କାହିଁକି ଦେଉଛ ? ଯଦି ସାରା ଜୀବନ ଏକାଠି ରହିବା ପାଇଁ ପ୍ରତିଶ୍ରୁତି ଦେଉଛ ତାହେଲେ ପୁଣି ସେହି ପ୍ରତିଶ୍ରୁତି ଭାଙ୍ଗୁଛ କାହିଁକି ? କାହାର ହୃଦୟ ସହିତ ଖେଳି କଣ ଲାଭ ପାଉଛ ତମେ ? ଏମିତି ଆଉ କେତେଦିନ ପ୍ରେମିକମାନେ ପ୍ରତାରିତ ହେଉଥିବେ ? 


ଯେଉଁମାନଙ୍କୁ ବିଶ୍ବାସ କରି ଭଲପାଇ ଜୀବନସାଥି କରିବାର ଆଶା ରଖିବେ ଆଉ ଶେଷରେ ପ୍ରେମିକା ତାଙ୍କୁ ଧୋକା ଦେବ ଏଥିରେ କଣ ଭୁଲ ରହିଲା ପ୍ରେମିକର ? ଆଉ ସେ ଏତେ ବିଶ୍ବାସ କରିବା କଣ ଭୁଲ ? ଆଉ ଗୋଟେ ଝିଅ ଥାନାକୁ ଗଲେ ତାହାର ଘଟଣାର ସଙ୍ଗେ ସଙ୍ଗେ ସମାଧାନ ହେଉଛି କିନ୍ତୁ ଗୋଟେ ପୁଅ ଥାନାକୁ ଅଭିଯୋଗ ନେଇଗଲେ କାହିଁକି ଏହାର ଆକ୍ସନ ନେଉ ନାହିଁ ପୋଲିସ ?