Movie prime

ମୋଦୀ ବାହାର କଲେ ନୂଆ ଯୋଜନା, ବିବାହ କଲେ ମିଳିବ ୧୮ ଲକ୍ଷ ଟଙ୍କା

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ତାଙ୍କୁ ଅନେକ କିଛି ସୁବିଧା ମିଳିବାକୁ ଯାଉଛି।
ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ଲୋକଙ୍କୁ ପ୍ରତିମାସରେ ଟଙ୍କା ମିଳୁଛି। ସେହିଭଳି ଏକ ଯୋଜନା ହେଉଛି ପିଏମ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା।
ଏହି ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସରେ କିଛି ଟଙ୍କା ମିଳିବ। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନେକ ଯୋଜନାରେ ପ୍ରତି ମାସରେ ଲୋକ ମାନଙ୍କୁ ଟଙ୍କା ମିଳୁଛି। 
ସେହିଭଳି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା। ଏହି ମାସରେ ବିବାହିତ ଙ୍କୁ ପ୍ରତେକ ମାସରେ କିଛି ଟଙ୍କା ମିଳିବ।
ଏହି ଯୋଜନାର ଲାଭ ୨୦୨୩ ମାର୍ଚ ୩୧ ଯାଏଁ ଆପଣ ମାନେ ଉଠାଇ ପାରିବେ। ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହା ଏକ ପ୍ରକାର ର ପେନସନ ଯୋଜନା।
ଏଥିରୁ ଆପଣଙ୍କୁ ପ୍ରତି ମାସରେ ଟଙ୍କା ମିଳିବ। ଏଥିରେ ସ୍ଵାମୀ ସ୍ତ୍ରୀ ଙ୍କୁ ପ୍ରତି ମାସରେ ୧୮ ହଜାର ୫୦୦ ଟଙ୍କା ମିଳିବ। ସବୁଠାରୁ ଖାସ କଥା ହେଉଛି ଏଥିରେ ଟଙ୍କା ରଖିବା ପୁରା ସୁରକ୍ଷିତ ଅଟେ। 
୧୦ ବର୍ଷ ପରେ ଆପଣଙ୍କୁ ପୁରା ସୁଧା ସହ ଟଙ୍କା ମିଳିବ। ତେବେ ଆପଣ ଭାବୁଥିବେ କେମିତି ମିଳିବ ଏ ଟଙ୍କା ? ଯଦି ଏହି ଯୋଜନାରେ ସ୍ଵାମୀ ସ୍ତ୍ରୀ ୧୫ ଲକ୍ଷ ଟଙ୍କା ଯାଏଁ ନିବେଶ କରିବେ ତେବେ ତାଙ୍କୁ ୩୦ ଲକ୍ଷ ଟଙ୍କା ଉପରେ ୭.୪ ପ୍ରତିଶତ ର ସୁଧ ମିଳିବ।
ଏହି ରାଶି ଉପରେ ଆପଣଙ୍କୁ ବାର୍ଷିକ ୨ ଲକ୍ଷ ୨୨ ହଜାର ର ଆୟ ହୋଇ ପାରିବ। ଯଦି ଏହି ଟଙ୍କା କୁ ସୁଧା ହିସାବରେ ବଣ୍ଟାଜାଏ ତେବେ ମାସକୁ ଜଣଙ୍କୁ ୧୮ ଆୟର ୫୦୦ ଟଙ୍କା ମିଳିବ। ଏହି ରାଶି ପେନସନ ଭାବେ ଆପଣଙ୍କ ଖାତାକୁ ଆସିବ। 
ଯଦି ଆପଣ ଏକାକୀ ଏହି ଯୋଜନା ରେ ନିବେଶ କରିବାକୁ ଚାହୁଁ ଛନ୍ତି ତେବେ ଆପଣ ଅଧିକ ୧୫ ଲକ୍ଷ ଟଙ୍କା ନିବେଶ କରି ପାରିବେ। ଯେଉଁଥିରେ ଆପଣଙ୍କୁ ୧ ଲକ୍ଷ ୧୧ ହଜାର ଟଙ୍କା ଅର୍ଥାତ ମାସିକ ୯ ହଜାର ୨୦୦ ଟଙ୍କା ମିଳିବ।
ଏହି ଯୋଜନାର ଅବଧି ୧୦ ବର୍ଷ ରହିଛି। ଆପଣ ୧୦ ବର୍ଷ ଯାଏଁ ଏହି ଯୋଜନାରେ ଟଙ୍କା ନିବେଶ କରିବେ। ଯଦି ଆପଣ ସମୟରେ ୧୦ ବର୍ଷ ପାଇଁ ତାଙ୍କ ରଖୁଛନ୍ତି ତେବେ ୧୦ ବର୍ଷ ପରେ ଆପଣଙ୍କୁ ଏହି ଟଙ୍କା ମିଳିଯିବ।