Movie prime

ସମ୍ନାକୁ ଆସିଲେ ପ୍ରକୃତି ମିଶ୍ରଙ୍କ କ୍ରସ ଦେଖନ୍ତୁ କଣ କହିଲେ ପ୍ରକୃତି ଙ୍କ ବିଷୟରେ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଆଉ ଟଲିଉଡ ଜଗତକୁ ନେଇ ଅନେକ ପ୍ରକାରର ଭିଡିଓ ଦେଖିଥିବେ ।
ଓଲିଉଡ ଜଗତର ଅନେକ କଥା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସୋସିଆଲ ମିଡିଆରେ ଲୋକମାନେ ପ୍ରକୃତି ମିଶ୍ରଙ୍କୁ ନେଇ ଅନେକ ଖବର ଆସିଥିବାର ଦେଖିଥିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାଣିଥିବେ । 
ସେ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି । ସେ ଜଣେ ବହୁତ ଭଲ କଳାକାର ଅଟନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଏକ ବିବାଦ ଆସିଥିଲା ।
ଏହି ବିବାଦକୁ ନେଇ ଅନେକ ପ୍ରକାରର କଥା ଆସିଥିଲା । ସାକ୍ଷାତକାରରେ ଜଣେ ଓଡ଼ିଆ ଲୋକ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଅନେକ କଥା କହିଛନ୍ତି ।
ଏହି ବ୍ୟକ୍ତି ଜଣକ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦକୁ ନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ପ୍ରକୃତି ମିଶ୍ର ଏବଂ ବାବୁଶାନ୍ ଉଭୟ ଭୁଲ ଯଦି କରିଥିଲେ ।
ତାହେଲେ ତାଙ୍କ ଦୁଇଜଣଙ୍କୁ ଦଣ୍ଡ ମିଳିବା ଉଚିତ୍ । ଆଉ ବାବୁଶାନ୍ ମହାନ୍ତିଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତି ମିଶ୍ରଙ୍କୁ ଏମିତି ରାସ୍ତାରେ ମାରିବା ଠିକ୍ ନୁହେଁ । ସେ ଆଗକୁ ଫିଲ୍ମରେ ରାଇଟର କି ଅନ୍ୟ କାମ କରିବେ ।
ଏହି ବ୍ୟକ୍ତି ଜଣକ ୟୁଟ୍ୟୁବରେ ଭିଡିଓ କରନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସେ କହିଛନ୍ତି କି ପ୍ରକୃତି ମିଶ୍ର ଏଭଳି ଝିଅ ତାକୁ ଜଣେ ପଚାରୁ କି ନାହିଁ ତାକୁ କିଛି ଫରକ୍ ପଡେନାହିଁ ।
ସେହି ବ୍ୟକ୍ତି ଜଣଙ୍କର ଗୋଟେ ସମୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର କ୍ରସ୍ ଥିଲେ । ଆଉ ସେ ଏବେ ହାଇଫାଇ ଲୋକ ।
ସେ ତ ଆଉ ପଟିବେନି ସେ ହାଇଫାଇ ଲୋକ । ସେ ଅଭିନେତା ନାନା ପାଠକର ସହିତ ଫିଲ୍ମ୍ କରିଛନ୍ତି । ଏହି ବ୍ୟକ୍ତି ଜଣକର ୟୁଟ୍ୟୁବରେ ନାଁ ହେଉଛି That Odia Guy ।
ଏହି ବ୍ୟକ୍ତି ଜଣକ ଅନେକ ପ୍ରକାରର କଥା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ କହିଛନ୍ତି । ଆଉ ଏହି ବ୍ୟକ୍ତି ଜଣକ ଅନେକ ପ୍ରକାରର ଭିଡିଓ କରିଥାନ୍ତି । ଏହାସହ ସେ ଷ୍ଟାଣ୍ଡ ଅପ୍ କମେଡି ମଧ୍ଯ କରିଥାନ୍ତି ।
ଏଭଳି ଅନେକ କଥା ଆଉ ଅଭିନେତ୍ରୀ ପ୍ରକୃତିଙ୍କୁ ନେଇ ସେ କହିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।