Movie prime

ବାହା ହେଇଗଲେ ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀ Prakruti Mishra ! ଦେଖନ୍ତୁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ଟଲିଉଡ ଜଗତକୁ ନେଇ ଅନେକ ପ୍ରକାରର ଖବର ଦେଖିଥିବେ ।
ଓଲିଉଡ ଜଗତର ସବୁ ସିନେମା ବିଷୟରେ ଏବଂ ସମସ୍ତ କଳାକାରମାନଙ୍କର ଖବର ମଧ୍ୟ ଆପଣମାନେ ଏହି ସୋସିଆଲ ମିଡିଆରେ ଦେଖିପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିଛନ୍ତି। 
ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ବହୁତ ଭଲ ହୋଇଥାଏ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ସବୁଆଡେ ଜଣା ଅଛନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚିତ ଅଟନ୍ତି ।
ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଟନ୍ତି । ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏକ ଖବର ଆସିଛି ।
ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୋଲି ସୂଚନା ମିଳିଛି । ଆଉ ଏହି ଅଭିନେତ୍ରୀ ଜଣକ ବିବାହ କରୁଛନ୍ତି । ଯାହା ଆପଣ ଏହି ଭିଡିଓରେ ଦେଖିପାରିବେ ।
ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି କି ଅଭିନେତ୍ରୀ ପ୍ରକୃତି ମିଶ୍ର ଏତେ ଜଲଦି ବିବାହ କାହିଁକି କରିଲେ ।ଏହି ବିବାହ ପୋଷାକରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି ।
ଆଉ ସେ ଲାଲ୍ ରଙ୍ଗର ଗାଉନରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେ କଟକ ସ୍ଥିତ ମୋନାଲିସା ମଣ୍ଡପରେ ବିବାହ କରୁଛନ୍ତି ବୋଲି ସୂଚନା ମିଳିଛି ।
ତାଙ୍କ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଅଭିନେତ୍ରୀ ଜଣକ କଣ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କି ? ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି ।
ଏହି ଅଭିନେତ୍ରୀ ପ୍ରକୃତି ମିଶ୍ର ସତରେ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି । ଏହି ଭିଡିଓ ଯେଉଁ ଭାଇରାଲ ହେଉଛି ତାହା ତାଙ୍କର ଏକ ଫିଲ୍ମର । ଆଉ ଏହି ଫିଲ୍ମରେ ବିବାହ ସିନ ଅଛି ।
ଆଉ ସେ ସଜବାଜ ହୋଇ ବିବାହ କରିବାକୁ ବସିଛନ୍ତି । ଏବଂ ଏହାର ସୁଟିଂ ଚାଲିଛି । ଏହି ଅଭିନେତ୍ରୀ ଜଣଙ୍କର ଆଗାମୀ ଫିଲ୍ମର ଏହି ବିବାହ ଉତ୍ସବ ଏବେ ଭାଇରାଲ ହେଉଛି ।
ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କି ସତରେ କଣ ଏହି ଅଭିନେତ୍ରୀ ଜଣକ ବିବାହ କରୁଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଜଣକର ନୂଆ ଫିଲ୍ମ୍ ଆସିବାକୁ ଯାଉଛି ।